Yearly Archives

2021

‘ସକାଳ ୬ଟାରୁ ସନ୍ଧ୍ୟା ୬ଟା’ ପର୍ଯ୍ୟନ୍ତ ଘରୋଇ କାର୍ଯ୍ୟରେ ଜେନେରେଟରର ବ୍ୟବହାରକୁ ନିଷେଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ ସରାବରାହ ପୁନରୁଦ୍ଧାର କାମ ସମୟରେ ଘରୋଇ ଭାବରେ ବ୍ୟବହୃତ ଜେନେରେଟର ସପ୍ଲାଇ ଲାଇନ୍‌କୁ ବ୍ୟାକ୍ କରେଣ୍ଟ୍ ପ୍ରଦାନ କରି ବିଦ୍ୟୁତ କର୍ମଚାରୀଙ୍କୁ ଆଘାତ ପହଞ୍ଚାଇବା ଆଶଙ୍କା ରହିଛି । ତେଣୁ 'ସକାଳ ୬ଟାରୁ ସନ୍ଧ୍ୟା ୬ଟା'…
Read More...

ଆଜି ହେଉଛି ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ପ୍ରତିବର୍ଷ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ପ୍ରତିବର୍ଷ ଏହି ତିଥିରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଜନ୍ମ ବାର୍ଷିକ ପାଳନ ବହୁତ ଧୁମଧାମରେ…
Read More...

ପାରାଦୀପରେ ବାତ୍ୟା ୟସ୍‌ ମୁକାବିଲା ପାଇଁ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପରେ ଆଇଜି ଅପରେସନ ବାତ୍ୟା ୟସ୍‌ ମୁକାବିଲା ପାଇଁ ଅମିତାଭ ଠାକୁର ପହଞ୍ଚିଛନ୍ତି । ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି । ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା କରି ବାତ୍ୟା ଓ…
Read More...

କଣ୍ଟାମାଳ ବନାଞ୍ଚଳରେ ଝିଙ୍କ ଉଦ୍ଧାର

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ସୁଳିଆ ଗ୍ରାମର ରାଧାକାନ୍ତ ସେଠୀ(୨୫)ଙ୍କ ଘରେ ଚଢାଉ କରାଯାଇଥିଲା । ତାଙ୍କ ଘରୁ ଜୀବିତ ଅବସ୍ଥାରେ ଥିବା ଏକ ଜଙ୍ଗଲୀ ଝିଙ୍କ ଜବତ କରାଯାଇ ରାଧାକାନ୍ତ…
Read More...

ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହେଲେ

କଳାହାଣ୍ଡି, (ଭରତ ବିଶି) : ଯୁବକଙ୍କୁ ଗୁଣି ଗାରଡି ସନ୍ଦେହରେ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ସିମେଲିଭଟା ଗ୍ରାମରେ ଗତ ୧୮ ତାରିଖ ରାତିରେ ବାହାରେ ଶୋଇଥିବା ବେଳେ ନୀଳମଣି ଦଣ୍ଡସେନାଙ୍କୁ ତଣ୍ଟି କାଟି…
Read More...

ରୋଗାକ୍ରାନ୍ତଙ୍କ ଉଚିତ୍ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଦାବୀ ସହ ସହାୟତାର ହାତ ବଢ଼େଇଲା ମହିଳା ଶକ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁଁ ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ଗାଁର ବିଧବା ମହିଳା ମିଥୁଳା ମିର୍ଧାଙ୍କ ଝିଅ କୁମାରୀ ଗୀତ ମିର୍ଧାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ବଲାଙ୍ଗିର ମହିଳା ଶକ୍ତିର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିଶ୍ର, ପାଟଣାଗଡ ବ୍ଳକ ଅଧ୍ୟକ୍ଷ ବନମାଳି…
Read More...

ଜାତୀୟ ରାଜପଥ ଉପରେ ସ୍ପିଡ୍‌ ବ୍ରେକର : ପୂର୍ବ ସୂଚନା ଦିଆଯାଇ ନ ଥିବାରୁ ଦୁର୍ଘଟଣା ଆଶଙ୍କା ବଢୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ନିକଟରେ କିଛି ଦିନ ହେଲା ଦୃତ ଗତିରେ ଯିବା ଆସିବା କରୁଥିବା ଯାନର ଗତିକୁ କମ୍‌ କରିବା ପାଇଁ ରାସ୍ତା ଉପରେ ସ୍ପିଡ୍‌ ବ୍ରେକର ବା ହମ୍ସ ଦିଆଯାଇଛି । ଯଦିଓ ବସ୍‌ଷ୍ଟେସନ ଓ ଜନଗହଳି ସ୍ଥାନରେ ଦିଆଯିବା ଉଚିତ…
Read More...

ଅଭାବନୀୟ ଘଟଣା : ମାଲକାନଗିରି ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ, ୭ ନିଖୋଜ

ମାଲକାନଗିରି : ମାଲକାନଗିରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି । ମାଲକାନଗିରି ଜିଲ୍ଲା ସିଲେରୁ ନଦୀରେ ଡଙ୍ଗା ଓଲଟି ଜଣେ ଶିଶୁ ମୃତ ହୋଇଥିବା ବେଳେ ୭ ନିଖୋଜ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ନଦୀ ପାର ହେଲା ବେଳେ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ନିକଟରେ ଡଙ୍ଗାଟି ଭାରସାମ୍ୟ…
Read More...

ମାଡ଼ି ଆସୁଛି ୟାସ୍‌ : ଧାମରା ପାଖରେ କରିବ ଅତିକ୍ରମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ମାଡ଼ି ଆସୁଛି ବାତ୍ୟା ୟାସ୍‌ । ଧାମରା ପାଖରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି କୁହାଯାଉଛି । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍‌ ସ୍ଥଳଭାଗ ଅତିକ୍ରମ କରିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ଯେ, ଧାମରାର ଉତ୍ତରକୁ ଓ ବାଲେଶ୍ୱରର…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା

ଭୁବନେଶ୍ୱର, (କେପିଏନଏସ) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ…
Read More...