Yearly Archives

2021

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ଜିଲ୍ଲାରେ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ୬୨ଟି ବ୍ଲକରେ ୫୭୧ଟି ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇଛି । ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆବଶ୍ୟକ ଅନୁସାରେ ଅତିରିକ୍ତ ୧୦୦ଟି…
Read More...

ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ମହାନ ବୀର ସାବରକରଙ୍କ ପବିତ୍ର ଜୟନ୍ତୀ ଅବସରରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରିବା ସହ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜିର…
Read More...

ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର : ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫାଣ୍ଡି ବାବୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ନିଜ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ପ୍ରଥମେ ମହିଳା ଜଣକ…
Read More...

ହୃଦଘାତରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଦେହାନ୍ତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଂଚାୟତ ତୁରେକେଲା ଗାଁର ଅବସରପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ପୂର୍ଣ୍ଣଚନ୍ଦ୍ର ଘିଭେଲା (୭୦)ଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ହସପିଟାଲରେ…
Read More...

ଜୁନିୟର ରେଡକ୍ରସ ତରଫରୁ କରୋନା ସଚେତନତା ସହ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ) : ସାଂପ୍ରତିକ କରୋନାର ଦ୍ୱିତୀୟ ଲହର ମନୁଷ୍ୟ ଜୀବନକୁ ଭୀତତ୍ରସ୍ତ କରିିପକାଇଛି । ସରକାର ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ଲକ୍‌ଡାଉନ ଓ ସପ୍ତାହନ୍ତ ସଟ୍‌ଡାଉନ ଲଗାଇଛନ୍ତି । ଏ କଥାକୁ ଲକ୍ଷ୍ୟ ରଖି ଜୁନିୟର ରେଡକ୍ରସ ସାଲେଭଟା ପ୍ରାଥମିକ ବିଦ୍ୟାଳୟ ଓ ଖଲିଆପାଲି…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୩୦ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୦ ରହିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୧୧ଜଣ, ବଲାଙ୍ଗିର ବ୍ଲକରୁ ୪ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୩୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ…
Read More...

ସହଯୋଗର ହାତ ବଢଇଲା ମାଁ ମାହେଶ୍ୱରୀ ସେନା

ବରଗଡ, (କେପିଏନ୍‌ଏସ୍‌) : ବର୍ତ୍ତମାନ ବରଗଡ ସହର କୋଭିଡ୍ ହସପିଟାଲ୍‌ରେ ଏହି ଲକଡାଉନ୍ ସମୟରେ ସବୁ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ରୋଗୀମାନଙ୍କର ସହିତ ଆସିଥିବା ତାଙ୍କର ସମ୍ପର୍କୀୟମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଥିପାଇଁ ଆଜି ତିନି ଦିନ ଧରି ମାଁ…
Read More...

ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନକୁ ସାହାଯ୍ୟ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟି ତରଫରୁ ମାହେଶ୍ୱରୀ ଅନୁଷ୍ଠାନର ଡାଇରେକ୍ଟର ଅଙ୍କୁଶ ପାଣ୍ଡିଆ ଏବଂ ଏହାର ସଭାପତି ଶୋହନ ଅଗ୍ରୱାଲ ନାଗରିକ କମିଟି ତରଫରୁ ସାତ ଦିନର ଖର୍ଚ୍ଚ ତଥା ହେଣ୍ଡ ଗ୍ଲୋବ ଏବଂ ସଦସ୍ୟମାନଙ୍କର ବ୍ୟବହାର ପାଇଁ ହୋମିଓପାଥିକ ଔଷଧ ସଭାପତି…
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟିର ଭର୍ଚୁଆଲ ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଭର୍ଚୁଆଲ୍‌ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭର୍ଚୁଆଲ ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ…
Read More...

କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆଜି ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଦିବଂଗତ ସାମ୍ବାଦିକମାନଙ୍କ…
Read More...