Yearly Archives

2021

ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଘରମାଲିକ ଓ ଶ୍ରମିକଙ୍କ ଜୀବନ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି । ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ…
Read More...

ଗୋଷ୍ଠୀ ସହଭାଗୀତାରେ କରୋନା ସଚେତନତା : ରେଡକ୍ରସ ସୋସାଇଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳ କରୋନା ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥିବାରୁ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ସ୍ଥାନୀୟ ଗୋଷ୍ଠୀ ସହଭାଗୀତାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ…
Read More...

ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସଚେତନତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ସ୍ଥାନୀୟ ସ୍ୱଧାର ଗୃହ ଠାରେ ବଲାଙ୍ଗିରର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସାନିଟାରୀ ପ୍ୟାଡ ସହିତ ମାସ୍କ, ଡିଟରଜେଣ୍ଟ, ସାମ୍ପୁ ସାକେଟ, ସାବୁନ ଏବଂ ସାନିଟାଇଜେସନ୍‌ କିଟ୍‌ ବଣ୍ଟନ କରାଯାଇ କେମିତି ସଠିକ…
Read More...

ଜୁନିୟର ରେଡକ୍ରସ ତରଫରୁ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ତାଲାବନ୍ଦରେ ଦୋକାନ ବଜାର ବନ୍ଦ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁର ମାନେ ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ଜୁନିୟର ରେଡକ୍ରସ ପରାମର୍ଶ ଦାତା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ କିଛି ଶୁଭେଚ୍ଛୁ ମାନଙ୍କ ଆର୍ଥିକ…
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଜାର ଚାଲିଛି ରଥ ନିର୍ମାଣ କାମ

ପୁରୀ, (କେପିଏନ୍‌ଏସ୍‌) : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି । ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ…
Read More...

ପୋଲିସ ମାଓବାଦୀ ଗୁଳିବିନିମୟ : ହାର୍ଡକୋର ମହିଳା ମାଓବାଦୀ ମୃତ

ମାଲକାନାଗିରି, (କେପିଏନ୍‌ଏସ୍‌) : ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ଵାଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ପୋଲିସ ଗୁଳିରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମୃତ ହୋଇଥିବା ଜଣାପଡିଛି । ମୃତ ହାର୍ଡକୋର ମହିଳା ମାଓବାଦୀର ନାମ ପୟୋକେ ବେକ୍…
Read More...

ବ୍ରାଉନ ସୁଗର ସହ ଜଣେ ଗିରଫ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ର ବରୁଣେଇ ହୋଟେଲ ନିକଟରୁ ୫୦ ଗ୍ରାମ୍ ବ୍ରାଉନ ସୁଗର ଯବତ୍ ଓ ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଖୋର୍ଦ୍ଧା ଏସପିଙ୍କ ଦ୍ଵାରା ଗଠିତ ଏହି ଟିମ୍ ଚଢାଉ ବେଳେ ସେଠାରେ ଖୋର୍ଦ୍ଧା ତହସିଲଦାର ଏବଂ ଖୋର୍ଦ୍ଧା ଆଦର୍ଶ ଥାନାର…
Read More...

ତାଳଚେର ବିଧାୟକଙ୍କ ଇଏସ୍‌ଆଇସି କୋଭିଡ ହସ୍ପିଟାଲ ପରିଦର୍ଶନ

ଅନଗୁଳ : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଇଏସ୍‌ଆଇସି କୋଭିଡ ହସ୍ପିଟାଲରେ ପହଞ୍ଚି କୋଭିଡ ସଂକ୍ରମିତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଔଷଧ ଓ ଅକ୍ସିଜେନର ଷ୍ଟକ ଓ ଆବଶ୍ୟକତା ବିଷୟରେ ଡାକ୍ତରଙ୍କ ସହ ବିଚାର ବିମର୍ଶ କରିଥିଲେ । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ଶୀଘ୍ର…
Read More...

ଅବସରପ୍ରାପ୍ତ ଏନଏସି କର୍ମଚାରୀଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ରାତ୍ରିରେ, ପଦ୍ମପୁର ଏନଏସିର ଅବସର ପ୍ରାପ୍ତ କର୍ମଚାରୀ ଶ୍ୟାମସୁନ୍ଦର ପଟ୍ଟନାୟକ(କାଲିଆ)ଙ୍କ, ତାଙ୍କ ହନୁମାନପଡା ସ୍ଥିତ ବାସଭବନରେ ମାତ୍ର ୬୨ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଚାକିରୀ ସହିତ ସେ ସହରର ଅନେକ ଅନୁଷ୍ଠାନ ସହିତ ଯୋଡି ହୋଇ…
Read More...