Yearly Archives

2021

ଯୁବ ଇଞ୍ଜିନିୟର ରାଜୀବ ଅଗ୍ରୱାଲ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଯୁବ ଇଞ୍ଜିନିୟର ରାଜୀବ ଅଗ୍ରୱାଲ(୩୭)ଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍‌ଙ୍କ ଦେହାନ୍‌ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ସେ କରୋନା…
Read More...

କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ଗୌରବ ଦର୍ଜୀ) : କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବି ଚର୍ତୁଭୂଜ ସାଆନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କୋସଲି ଭାଷା ଓ ଓଡିଆ ଭାଷାର ଜଣେ ମାଟି ମନସ୍କ ସ୍ବାଧୀନଚେତା ଯୁବ ଦିଗ୍ଗଜ କବି, ପ୍ରାବନ୍ଧିକ, ଗବେଷକ, ସାରସ୍ୱତ ସଂଗଠକ, କୋସଲି ଭାଷା ସଂଗ୍ରାମୀ…
Read More...

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପ୍ରତିଷ୍ଠାତା ସଭ୍ୟ, ଆଦିବାସୀ ସମାଜର ଗର୍ବ ଗୌରବ, କୋଶଲି କବି ଶିରୋମଣୀ, ପ୍ରବୀଣ ସାରସ୍ୱତ ସାଧକ, ଶାନ୍ତ ଶିଷ୍ଟ ଧିର ସ୍ଥିର ମହାନ ପରୋପକାରୀ ବ୍ୟକ୍ତିତ୍ୱ, ଦାର୍ଶନିକ, ପ୍ରଗଳ୍ଭ ବକ୍ତା ଚତୁର୍ଭୁଜ ସାଆନ୍ତଙ୍କ ବିୟୋଗରେ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରେନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଥିବା ବେଳେ, ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପକ୍ଷରୁ ଶ୍ରଦ୍ଧାଂଜଳି : ପ୍ରତିବର୍ଷ ‘ଚତୁର୍ଭୁଜ ସାଆନ୍ତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ଚତୁର୍ଭୁଜ ସାଆନ୍ତଙ୍କ ଦେହାନ୍ତରେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । କୋଭିଡ୍‌ କଟକଣା ଯୋଗୁଁ ଭର୍ଚୁଆଲ୍‌ ଭାବେ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ପ୍ରଶାସନିକ ଅଧିକାରୀ…
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୧୬୬୩ ରେ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୫୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

ରାୟଗଡ଼ାର ଜେକେପୁର କୋଭିଡ଼ କେୟାର ହସ୍ପିଟାଲ : କରୋନାରେ ଆଖି ବୁଜିଲେ ନବବଧୂ

ଚିକିତ୍ସାରେ ଅବହେଳା ଅଭିଯୋଗ, ଜାତୀୟ ରାଜପଥ ଅବରୋଧଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନବବଧୂର ମୃତ୍ୟୁ ହୋଇଥିବା ଜଣାଯାଇଛି । ଆଉ ଏହି ମୃତ୍ୟୁକୁ ନେଇ ରାୟଗଡା ଜିଲ୍ଲାର ଜେକେପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।…
Read More...

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କୋଭିଡ୍‌ ଯୁଦ୍ଧରେ ସହୀଦ୍ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କୋଭିଡ୍‌ ସଂକ୍ରମଣରେ ସହୀଦ୍ ସାମ୍ବାଦିକଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା…
Read More...

ଅନଲାଇନ କୋଶଲି କବିତା ଆସର୍ ଆୟୋଜିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଅନଲାଇନ କବିତା ଆସର୍ ଆୟୋଜିତ ହୋଇଯାଇଛି । ପ୍ରଧ୍ୟାପକ ଲଷ୍ମୀନାରାୟଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି…
Read More...

ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା : ଚାଲିଗଲେ ସାଆନ୍ତ କବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା । ଗତ ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗିର କିମ୍‌ସ୍‌ କୋଭିଡ୍‌ କେୟାର୍‌ ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ ସୋମବାର ଦିନ କୋଭିଡ଼ ଆକ୍ରାନ୍ତ…
Read More...