Yearly Archives

2021

ସିନ୍ଧେକେଲା ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଜୋନକୁ ପରିଦର୍ଶନ କରିଛନ୍ତି । ଭୂଷଲାଡ ଗ୍ରାମରେ ବିଧାୟକ ନିଜସ୍ୱ ପାଣ୍ଠିରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରିଥିଲେ । ଏହି…
Read More...

ଦେଓଗାଁ ବ୍ଲକରେ ଆଜି ମାତ୍ର ଜଣେ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ମାତ୍ର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ସେ ଜଣକ ଉଡାର ପଞ୍ଚାୟତର ବୋଲି ସରକାରୀ ରିପୋର୍ଟରେ ଆସିଛି ।
Read More...

ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅସହାୟ ଗରିବ ପରିତ୍ୟକ୍ତ ଅବିବାହିତ ବ୍ୟକ୍ତି ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ସେଥିରେ ସାମିଲ ହୋଇ ପାରୁନାହନ୍ତି । ପଦ୍ମପୁର ବ୍ଳକ…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କଲେ ନରସିଂହ : ଭିତ୍ତିଭୂମି ସହ ଶିକ୍ଷାର ମାନ ବଢାଇବା ଉପରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଉମାବଲ୍ଲବ ମହାପାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଯାଇଅଛି । ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ…
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିବେଶ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅଧିନସ୍ଥ ସିଆଲବାହାଲି ଗାଁର ଯୁବକମାନେ ରାସ୍ତା ଏବଂ ଛୋଟ ବ୍ରିଜକୁ ସଫା କରିଥିଲେ । ଶ୍ରୀ ଜଗନ୍ନାଥ ସଂଘର କର୍ମକର୍ତ୍ତାମାନେ ଗାଁର ସଫେଇ ଏବଂ ଉନ୍ନତି ପାଇଁ ଲାଗି ପଡିଛନ୍ତି । ସଭାପତି ବଡ ମେହେର ଓ ଉପ-ସଭାପତି ପଦ୍ମଲୋଚନ…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୮ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୮ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୫ ଜଣ, ଦେଓଗାଁ…
Read More...

ରକ୍ତଦାନ କଲେ ସ୍ୱଚ୍ଛାସେବୀ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କରିମୁଣ୍ଡା ଗ୍ରାମର ସିନ୍ଧୁସୁତା ଭୋଇ ବଲାଙ୍ଗିରର ଏକ ଘରୋଇ ନସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ଦେହରେ ରକ୍ତର ପରିମାଣ ମାତ୍ର ୪.୨ ଥିଲା । ତାଙ୍କ ସମ୍ପର୍କୀୟମାନେ ବ୍ଲଡ ବ୍ୟାଙ୍କରେ ଯୋଗାଯୋଗ…
Read More...

ଉତ୍ତରପ୍ରଦେଶର ବିଭାଜନ ଅପେକ୍ଷା କୋସଲ ରାଜ୍ୟ ଗଠନ ବେଶି ଜରୁରୀ, ପ୍ରଧାନମନ୍ତ୍ରୀଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶକୁ ବିଭାଜିନ କରି ୩ଟି ଅଲଗା ରାଜ୍ୟ ଗଠନ କରାଯାଇପାରେ ବୋଲି ଆକଳନ କରାଯାଉଛି । ଏହି ଘଟଣାବଳୀ ଉପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆସୁଥିବା କୋସଲ ରାଜ୍ୟ ସମନ୍ୱୟ ସମିତି ସତର୍କ ଦୃଷ୍ଟି ରଖିଛି ।…
Read More...

୨୨କେଜି ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ ଓଆର ୦୫ ଏୟୁ ୪୫୯୦ ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା…
Read More...