Yearly Archives

2021

ଧର୍ମ ପରାୟଣା ମହିଳା ଯଶୋବନ୍ତୀ ରାଓଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମାଳପଡା ଗ୍ରାମର ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବଡ଼ ମାଆ ଓ ପଣ୍ଡିତ ଭୁବନେଶ୍ଵର ରାଓଙ୍କ ସ୍ତ୍ରୀ ଯଶୋବନ୍ତୀ ରାଓଙ୍କ(୬୪) ବୟସରେ ତାଙ୍କର ମାଳପଡା ସ୍ଥିତ ବାସ ଭବନରେ ଆଜି ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀମତୀ…
Read More...

ପୁଣି ଧରାପଡ଼ିଲେ କାଠମାଫିଆ, ୯୫ଖଣ୍ଡ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ତିନି ଗିରଫ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ ଅଧୀନ ଅଂଚଳରେ ଗତ କିଛିଦିନ ହେଲା ବନବିଭାଗ ସକ୍ରିୟ ହୋଇ କାଠମାଫିଆଙ୍କୁ ଗିରଫ କରିବାରେ ସଫଳ ହେଉଛି । ଆଜି ପୁଣିଥରେ ଶାଳକାଠ ବୋଝେଇ ପିକଅପ୍‌ ଜବତ ହେବା ସହିତ ତିନିଜଣ କାଠମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ପାଣି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳାମାନେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି । ସହର ଅଞ୍ଚଳରେ ହେଉଥିବା ପାଣିର ସମସ୍ୟାକୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପାଣି ସମସ୍ୟାକୁ…
Read More...

ଲକଡାଉନ୍‌ କୋହଳ ହୋଇଛି, କରୋନା ନୁହେଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଆଂଶିକ ଭାବରେ ଲକଡାଉନ୍ କୋହଳ କରାଯାଇଛି । ତେବେ କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ସାମାଜିକ ଦୂରତା ବଜାୟ ରଖନ୍ତୁ । ମାସ୍କ ସଠିକ୍…
Read More...

ବିପୁଳ ପରିମାଣରେ ଗ୍ରୋସରୀ ଦୋକାନରୁ ବିଦେଶୀ ମଦ ଜବତ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ହ୍ମପୁର ସଦରଥାନା ଅନ୍ତର୍ଗତ ପଦରବାଲିର କାଳୁଆ ଛକ ନିକଟରେ ଥିବା ଗ୍ରୋସେରୀ ଦୋକାନରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ ହୋଇଥିବା ଖବର ମଳିଛି । ତେବେ ୧୫ ପ୍ରକାରର ୧୧୨ ଲିଟର ବିଦେଶୀ ମଦ ଜବତ ହୋଇଛି ।
Read More...

ସିଲେଟକାନିର ନରକଙ୍କାଳ ଉଦ୍ଧାର ଘଟଣା : ଦୀର୍ଘ ଦେଢ଼ ବର୍ଷ ପରେ ପୁଅର ହତ୍ୟାକାରୀ ବୋଲି ସନ୍ଦେହ କରୁଥିବା ବ୍ୟକ୍ତିର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ସିଲେଟକାନି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବର୍ଷ ହୋଇଥିବା ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ରକ୍ତମୁଖା ବାପା ଉଗ୍ରେସନ ବଗର୍ତୀ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ବାଟରେ ଜଗି ହାତ କାଟିଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ…
Read More...

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଐତିହ୍ୟ ସ୍ଥଳୀ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲୁଛି ଐତିହ୍ୟ ସ୍ଥଳୀ ତାଜମହଲ । ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି । ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ । ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ…
Read More...

ବାଇକ୍ ଚୋରି ର‍୍ୟାକେଟ୍‌ର ପର୍ଦ୍ଦାଫାସ କଲା ପୋଲିସ : ୭ ଗିରଫ, ୨୧ଟି ଚୋରି ବାଇକ, ଗୋଟିଏ ସ୍କୁଟି, ୨ଟି ପିକ୍‌ଅପ୍‌…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ମେଡିକାଲରେ ପ୍ରତିଦିନ ବାଇକ୍ ଚୋରିର ଅଭିଯୋଗ ହେଉଛି । ରୋଗୀଙ୍କ ପରିଜନ ରୋଗୀଙ୍କୁ ନେଇ ଡାକ୍ତରକାନାରେ ଥିବା ବେଳେ ତାଙ୍କର ବାଇକ ଚୋରି ହୋଇଯାଉଛି । ଆଜି ବଲାଙ୍ଗିର ପୋଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ସହ ଘଟଣାରେ ସଂପୃକ୍ତ ୫ ଜଣ…
Read More...

ବନ୍ଧୁକ ରାକେଟ ଠାବ : ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ

କଟକ : କଟକରୁ ବନ୍ଧୁକ ରାକେଟ ଠାବ ହୋଇଥିବା ଖବର ମିଳିଛି । ତେବେ ଏହି ରାକେଟ ଠାରୁ ୧୧ଟି ବନ୍ଧୁକ ସହ ୫୧ଟି ଗୁଳି ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କଟକରେ ଗତ ୩ ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଟି ଗୁଳି ଜବତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ…
Read More...

ଦେଖୁ ଦେଖୁ ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ସ୍କୁଟି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଖୁ ଦେଖୁ ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ସ୍କୁଟି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମନାରେ । ସ୍କୁଟି ଆରୋହୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ଆସଥିଲେ । ଏତିକିବେଳେ ହଠାତ ସ୍କୁଟିରେ ଲାଗିଥିଲା…
Read More...