ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍ଚର୍ରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ : କାଦୋପଡାବାସୀଙ୍କ ଏନ୍ଏସି କାର୍ଯ୍ୟାଳୟ…
ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ କର୍ମ ତତ୍ପରତା ଅଭିଯାନ(ମୁକ୍ତା) ଯୋଜନାରେ ପାଟଣାଗଡ଼ ସହରର ବିଭିନ୍ନ ପଡା ଓ ୱ।ଡ଼ ଗୁଡ଼ିକରେ ନିର୍ମିତ ହେଇଥିବା ରେନ ୱ।ଟର ହାରଭେଷ୍ଟିଂ ଷ୍ଟ୍ରକ୍ଚର୍ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ!-->…
Read More...
Read More...