Yearly Archives

2021

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୪୬୪୩ ଆକ୍ରାନ୍ତ ଚିହ୍ନଟ : ୪୬୪ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୪୪୬୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୬୪ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୮ ଲକ୍ଷ ୫୬ହଜାର ୭୫୭ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୬…
Read More...

ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟୀ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହାରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି…
Read More...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଚାକିରିରେ ଘୋଟାଲା : ପଦ୍ମପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଅନେକ ଶିଳ୍ପ, କାରାଖାନା ଥିଲେ ମଧ୍ୟ ସ୍ଥାନୀୟ ନିଯୁକ୍ତି ଦିଆଯାଉ ନାହିଁ । ଯାହା ଫଳରେ ଲକ୍ଷାଧିକ ଶିକ୍ଷିତ ଯୁବକ ବେକାର ବସିଥିବା ବେଳେ ସରକାରୀ ବାବୁ ଚାକିରୀ ଦେବା ନାମରେ…
Read More...

ଟୋକିଓ ଅଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ୪-୩ ଗୋଲରେ ପରାସ୍ତ ହେଲା ଭାରତ

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌ । ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବାର ଇତିହାସ ରଚିବାରେ ବିଫଳ ହୋଇଛି ଭରତୀୟ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ, କଟକରୁ ୧୧ ଜଣ, ଗଞ୍ଜାମରୁ ୧୦ ଜଣ, ବାଲେଶ୍ୱରରୁ ୬…
Read More...

ବେଷ୍ଟ୍‌ ରିପୋର୍ଟର୍‌ ଆୱାର୍ଡ ପାଇଲେ ଯୁବ ସାମ୍ବାଦିକ ଦେବାଶିଷ, ନିରୋଜ ଓ ଅଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରୁ ତିନି ଜଣ ଯୁବ ସାମ୍ବାଦିକଙ୍କୁ ବେଷ୍ଟ୍‌ ରିପୋର୍ଟର୍‌ ଆୱାର୍ଡ ପ୍ରଦାନ…
Read More...

ବିଜେପିର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଲ ପୁରେନା ଗ୍ରାମ ପଞ୍ଚାୟତ ସତିଭଟା ଠାରେ ପଞ୍ଚାୟତ ସ୍ତରୀୟ କାଯ୍ୟଁକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ପଦ୍ମପୁର…
Read More...

ଥାଳବନ୍ଧ ଓ ବ୍ରାହ୍ମଣୀଜୋର୍ ହାଇସ୍କୁଲରେ ୧୨ବର୍ଷ ପରେ ପ୍ରଧାନ ଶିକ୍ଷକ ପଦବୀ ହେଲା ପୂରଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୨ ବର୍ଷ ପରେ ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ବ୍ରାହ୍ମଣୀଜୋର ଉନ୍ନିତ ଉଚ୍ଚ ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇଛି । ଉପରୋକ୍ତ ଦୁଇଟି ସ୍କୁଲ ଉନ୍ନିତ ହେବା ଦିନ ଠାରୁ ପଦବୀ ଖାଲି…
Read More...

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ରାଜ୍‌ : ସଇଁନ୍ତଲା ହାଇସ୍କୁଲରେ ବେଆଇନ ଗଛ କଟା ନେଇ ଚଢ଼ାଉ କଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : 'ଗଛ ଲଗାଅ ଦେଶ ବଞ୍ଚାଅ' ବୋଲି ରାଜ୍ୟ ସରକାର ନାରା ଦେଇ ପ୍ରତ୍ୟେକ ବର୍ଷ ହଜାର ହଜାର ଗଛର ବୃକ୍ଷ ରୋପଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବାଳକ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିପରୀତ ଦେଖା ଦେଇଛି । ବେଆଇନ ଭାବେ ଗଛ କଟାଯାଇଥିବାକୁ ନେଇ…
Read More...

ହାତୀସରା ପୋଖରୀ ପୁନଃଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ହାତୀସରା ଗାଁର ସୁରୁ ବନ୍ଧ ମାଟି ଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ଦିନ ପରେ ଗ୍ରାମବାସୀଙ୍କ ଦାବୀ କ୍ରମେ ଗାଁର ସୁରୁ ବନ୍ଧର ମାଟି ଉଦ୍ଧାର କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ…
Read More...