Yearly Archives

2021

ଜନ୍ମ କଲା ମା’ର ଅନ୍ତିମ ସତ୍କାର ପାଇଁ ଆସିଲା ନାହିଁ ଚାକିରିଆ ପୁଅ : ଶବ ସତ୍କାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ମା' ଜନ୍ମ ଦେଇଥିଲା ଦୁଇ ପୁଅ, ଆଜି ବ୍ୟାଙ୍କରେ ଚାକିରୀ କରି ବଡ଼ ଲୋକ ପାଳଟିଥିବା ଉଭୟ ପୁଅ ମା'ର ଶେଷ ସମୟରେ ମଧ୍ୟ ପାଖ ମାଡ଼ିଲେ ନାହିଁ । ଶେଷ ଥର ପାଇଁ ମୁଁହ ଦେଖିବାକୁ ମଧ୍ୟ ଚାହିଁଲେ ନାହିଁ । ମା'ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶବ ସତ୍କାର ପାଇଁ
Read More...

କେଏମ୍‌ପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡ଼େମୀ ପକ୍ଷରୁ ୨୪ତମ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ତଥା ଆନ୍ତର୍ଜାତୀୟ କୋଚ୍ କେ. ମନୋଜ ପ୍ରଧାନଙ୍କ ଦ୍ବାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନାଧିକାରୀ ସତ୍ୟ
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଛି । ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ
Read More...

ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ୍‌ର ପଛପଟୁ ଏକ ବାଇକ ଆରୋହୀ ଆସି ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା ଫଳରେ ଭାରସାମ୍ୟ
Read More...

ବେଙ୍ଗାଲୁରୁରେ ଓଡ଼ିଆ ସାମାଜିକ ସଂସ୍କୃତି କଲ୍ୟାଣ ସଂଗଠନ ଓପିସିର ନୂତନ କର୍ମକର୍ତ୍ତା ନିର୍ବାଚିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଙ୍ଗାଲୁରୁଠାରେ ଓଡ଼ିଆ ସାମାଜିକ ଓ ସଂସ୍କୃତି କଲ୍ୟାଣ ସଂଗଠନ ତଥା ଓଡିଶା ପୂଜା କମିଟି (ଓପିସି)ର ନୂତନ କର୍ମକର୍ତ୍ତା ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଯାଇଛି । ବାଙ୍ଗାଲୁରୁର ପୁରାତନ ସଂଗଠନ "ଓଡିଶା ପୂଜା କମିଟି(ଓପିସି )"ର
Read More...

ଶିଶୁ ବିକାଶ କେନ୍ଦ୍ରର ୩୭ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏଲ୍‌ ଏଣ୍ଡ ଏସ୍‌ କ୍ଲବ ସଭା କକ୍ଷଠାରେ ଶିଶୁ ବିକାଶ କେନ୍ଦ୍ର, ବଲାଙ୍ଗିରର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ଭୂଷଣ ଜଗଦାନନ୍ଦ
Read More...

ବ୍ରହ୍ମପୁରର ଆମ୍ବପୁଆରେ ନବରାତ୍ରପୂଜା ସମାହିତ, ବର୍ଣ୍ଣାଢ୍ୟ ସମ୍ଭାରରେ ବିଜୟଦଶମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରୀ ୪୦ନଂ. ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଅଞ୍ଚଳରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ଆମ୍ବପୁଆ ସ୍ଥ ଶ୍ରୀଶ୍ରୀ ଜଗନ୍ନାଥମନ୍ଦିର ପରିସରରେ ପାର୍ଶ୍ୱ ଦେବାଦେବୀଙ୍କ
Read More...

ଟ୍ରୁକଲରରେ ବଲାଙ୍ଗିର ଏସ.ପି.ଙ୍କ ଫେକ୍‌ ମୋବାଇଲ ନଂବରରେ ୩ଲକ୍ଷ ଟଙ୍କା ଦାବୀ : ଟଙ୍କା ନ ଦେଲେ ଜୀବନରେ ମାରିଦେବା…

କଂଟାବାଂଜି, (ମନୀଷ କୁମାର ହଂସ) : ଟ୍ରୁକଲରରେ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଫେକ୍‌ ନଂବରରେ ଜଣେ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ୪ ଜଣ ବ୍ୟକ୍ତି ଦାବୀ କରିବା ପରେ ପୋଲିସ ଦ୍ୱାରା ମୋବାଇଲ ଟ୍ରାକିଂଗରେ ୩ଜଣ ଗୁରୁବାର କୋର୍ଟ ଚାଲାଣ ହୋଇଥିବା ବେଳେ ଜଣେ ଫେରାର ମାରିଥିବା ପୋଲିସ
Read More...

ଗଣ୍ଡପାଲି ଠାରେ ବିଶ୍ଵ ହାତଧୁଆ ଦିବସ ପାଳିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଜି ଆଗଲପୁର ବ୍ଳକର ଭରସୂଜା ଗ୍ରାମ ପଞ୍ଚାୟତର ଗଣ୍ଡପାଲି ଗ୍ରାମରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ବିକଳ୍ପ କଣ୍ଟାବାଞ୍ଜିର ଜିଲ୍ଲା ସଂଯୋଜକ ସୁଧାଂଶୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ-ଖର ସଂଯୋଜକ
Read More...

ରାଉରକେଲାରେ ପୁଣି ଏକ ହତ୍ୟାକାଣ୍ଡ : ଧାରୁଆ ଅସ୍ତ୍ରରେ ଯୁବକର ଗଳା କାଟି କରାଯାଇଛି ହତ୍ୟା, ପରକ୍ରୀୟା ପ୍ରୀତି ସନ୍ଦେହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉଲକେଲାରେ ଆଜି ପୁଣି ଏକ ହତ୍ୟାକାଣ୍ଡ ଘଟିଯାଇଛି । ଧାରୁଆ ଅସ୍ତ୍ରରେ ଯୁବକର ଗଳାକାଟି ହତ୍ୟା କରାଯାଇଥିବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ରାଉରକେଲା ସହରର ସେକ୍ଟର ୫ ଦୀପିକା ଇଂଲିଶ ମିଡିଅମ୍ ସ୍କୁଲ ପାଖ ଗିରି ବଗିଚାରେ ଏକ ୩୦/୩୨ବର୍ଷର
Read More...