Yearly Archives

2021

ଜନ୍ମଦିନ ଅବସରରେ ଅନାଥ ଆଶ୍ରମରେ ଖାଇବାକୁ ଦେଲେ ସିଆର୍‌ପିଏଫ୍‌ କର୍ମଚାରୀ ବିଶ୍ୱନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସ କର୍ମଚାରୀ ବିଶ୍ୱନାଥ ବିଶ୍ଵାଳ ବଲାଙ୍ଗିର ଜିଲ୍ଲାର ଅଟନ୍ତି । ତେବେ ସେ ନିଜ ଜନ୍ମଦିନରେ କୌଣସି ପ୍ରକାର ବାର୍ଥ ଡେ କେକ୍‌ ନ କାଟି ଅନାଥ ଆଶ୍ରମ ଏବଂ ବୃଦ୍ଧାଶ୍ରମ ଯାଇ ଖାଇବାକୁ ଦେଇଥାନ୍ତି । ଖାଲି ଏବର୍ଷ ନୁହେଁ ପ୍ରତିବର୍ଷ
Read More...

ଜାତୀୟ ଯୋଗାସନ କ୍ରୀଡା ପାଇଁ ରାଜ୍ୟରୁ ୮୭ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା (ୱାଇଏସ୍‌ଓ) ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା । ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ୱାରା ମାନ୍ୟତା ପ୍ରାପ୍ତ କ୍ରୀଡା ସଂଘ ଅଟେ । ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ
Read More...

ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ପାଇଁ ଧାରଣା ୫୫ଦିନରେ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ପ୍ରଥମ ଦିନରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଲେଜର୍ଷ ଇଣ୍ଡିଆ ପାର୍ଟି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୫୫ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି
Read More...

ପାଟଣାଗଡ ବଡପଡା ଠାରେ ୪ର୍ଥ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବଡପଡା ଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏହି ବଡପଡାରେ ୪ର୍ଥତମ ବର୍ଷରେ ପଦାର୍ପଣ କରିଥିବା ଗଜଲକ୍ଷ୍ମୀ ପୂଜା ୧୯.୧୦.୨୦୨୧ରୁ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପୁରାଣ ଆରମ୍ଭ ହୋଇଥିଲା
Read More...

ଯୁବ ସଙ୍ଗଠକ ବିଭୁ ପ୍ରସାଦ ଦୋରାଙ୍କ ହୃଦଘାତରେ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଜଣାଶୁଣା ଯୁବ ସଙ୍ଗଠକ ବିଭୁ ପ୍ରସାଦ ଦୋରାଙ୍କ (୪୬)ରବିବାର ରାତ୍ର ୧୧ଟା ୧୫ ମିନିଟରେ ହୃଦଘାତରେ ପରଲୋକ ହୋଇଯାଇଛି । ପରିବାର ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଓ ଶୁଭେଚ୍ଛୁ
Read More...

ପଛୁଆବର୍ଗଙ୍କ କଳାହାଣ୍ଡି ବନ୍ଦ ଡ଼ାକରା, ମ.ରାମପୁରରେ ପ୍ରଭାବଶୂନ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନ୍ତା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର କଥା କହୁଥିଲେ ହେଁ କଳାହାଣ୍ଡିରେ କିନ୍ତୁ ଏହାର ଘୋର ପାତରଅନ୍ତର ଦେଖାଦେଇଛି । ଏହି ଅନିୟମିତତାକୁ ବିରୋଧ କରି ଏବେ ଜିଲ୍ଲାରେ ପଛୁଆବର୍ଗ ଆଗେଇ ଆସି ଦାବୀପତ୍ର ପ୍ରଦାନଠାରୁ ଆରମ୍ଭ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୪ଦିନରେ ପହଂଚିଲା ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୪ ଦିନରେ ପହଂଚି ଥିବାବେଳେ ଆଜି ଏହି ଗଣଧାରଣାରେ କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତବାସୀ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି
Read More...

ବିଭିନ୍ନ ଦାବୀରେ ଗାଁ ସାଥୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗାଁ ସାଥୀମାନେ ଆଜି ସ୍ଥାନୀୟ ଶିବମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ସଭାପତି ଭୁଜେଶ୍ୱର ସାହୁ, ସଂପାଦକ ବଳରାମ ସାହୁଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୩ଦଫା
Read More...

ବଲେରୋ ପିକ୍‌ଅପ୍, ବାଇକ ସହିତ ୭ଜଣ କାଠଚୋର ଗିରଫ୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ଗୋଟିଏ ପିକଅପ୍ ଗାଡ଼ି, ଦୁଇ ବାଇକ ସହିତ ଚୋରା ସାଇଜ କାଠ ଜବତ କରିଛି ବନବିଭାଗ । ଏହି ରାକେଟରେ ଥିବା ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା
Read More...

ଭାଲୁଡୁଙ୍ଗୁରିରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମରେ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲେକ୍ଷ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ବନ ସୁରକ୍ଷା ସମିତି ଭାଲୁଡୁଙ୍ଗୁରିର ସଭାପତି ଚୈତନ୍ୟ ବରିହା ସଭାପତିତ୍ୱ
Read More...