Yearly Archives

2021

ମମିତା ମେହେରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ସଇଁନ୍ତଲା ବ୍ଲକର କୁଇକେଡା ଠାରେ ମମିତା ମେହେରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କୋଷାଧ୍ୟକ୍ଷା ସାବିତ୍ରୀ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ପଶ୍ଚିମ ଓଡିଶା
Read More...

ଗତ ୨୪ ଘଂଟାରେ ୪୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୨୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମହାଦୁର୍ନୀତିର ବଳୟରେ ଖପ୍ରାଖୋଲ ଅଞ୍ଚଳର ମନରେଗା ଦୃଶ୍ୟପଟ୍ଟ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଖପ୍ରାଖୋଲ ବ୍ଲକ କୌଣସି ନା କୌଣସି ମନରେଗା କାର୍ଯ୍ୟକୁ ନେଇ ଘୋଟଲାରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି
Read More...

ନକଲି ଆର୍‌ଟିଓ ଗିରଫ୍‌

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜାତୀୟ ରାଜପଥ ବରାହଗୋଡା ନିକଟସ୍ଥ ଟୋଲଗେଟ ପାଖରେ ନିଜକୁ ଆର୍‌ଟିଓ ପରିଚୟ ଦେଇ ଭାରି ଯାନଗୁଡିକୁ ଅଟକାଇ ପଇସା ଅସୁଲି କରୁଥିବା ନକଲି ଆର୍‌ଟିଓ ଗିରଫ୍‌ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ତାକୁ ଥାନରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା
Read More...

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲଗୁଡିକରେ ଆଜି ସରକାରଙ୍କ ନିୟମ ମୁତାବକ ଅଷ୍ଟମ ଶ୍ରେଣୀ ଖୋଲାଯିବା ସହ ଆଲୋଚନା ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି । କରୋନା କଟକଣା ଯୋଗୁଁ ଗତ ଦେଢ ବର୍ଷ କାଳ ସ୍କୁଲ ବନ୍ଦ ହେବା ସହ ଛାତ୍ର ଛାତ୍ରୀ
Read More...

ତାଲପଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁବ ରେଡକ୍ରସ୍ ଶିବିର ଉଦ୍‌ଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଳକ ଅନ୍ତର୍ଗତ ତାଲପଦର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗତ ୨୩ ତାରିଖରୁ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ବିଜେପୁର
Read More...

ସିୟର କାର୍ଯ୍ୟାଳୟଠାରେ ଇ ଶ୍ରମ କାର୍ଡ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଅଟୋ ୱାର୍କର୍ସ ଆସୋସିଏସନ୍ ତରଫରୁ ଇ ଶ୍ରମ କାର୍ଡ ସେକ୍ଟର ୭ ସ୍ଥିତ ସିୟର କାର୍ଯ୍ୟାଳୟଠାରେ ବଣ୍ଟନ କରାଯାଇଛି । ଆସୋସିଏସନ୍‌ର ସଭାପତି ଆଇନଜୀବୀ ବୈଦ୍ୟନାଥ ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଭୂବନ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନଳକୂପ ଅଚଳ : ପିଇବା ପାଣି ପାଇଁ ଲୋକେ ଡ଼ହକ ବିକଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟ ତିନି ଛକଠାରେ ଥିବା ନଳକୂପ ଅଚଳ ହୋଇପଡିଛି । ଫଳରେ ପାଣି ଟୋପେ ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏହି ନଳକୂପରେ ବହୁ ପରିବାର ନିର୍ଭର କରନ୍ତି । କିନ୍ତୁ ଏହା ଅଚଳ ଥିବାରୁ ବହୁ ଲୋକ
Read More...

ବଲାଙ୍ଗିର ଜିଲ୍ଲା ୬୦ଘର ଡୁମାଲ ସମାଜର ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୬୦ ଘର ଡୁମାଲ ସମାଜ ସାଂଗଠନିକ ସଭା ସଦର ବ୍ଲକ ସ୍ଥିତ ରାଣୀପାଲି ମାଁ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବାରେ
Read More...

ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍, ଅହମ୍ମଦାବାଦ ଓ ଲକ୍ଷ୍ନୌ

ଦୁବାଇ: ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଟିମ୍ ଅହମ୍ମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌ ଟିମର ମାଲିକନା ହାସଲ କରିଛି
Read More...