Yearly Archives

2021

ବିଜୟ ସ୍ମାରକୀ ଜ୍ୟୋତିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରତିରକ୍ଷା ବାହିନୀର ବିଜୟ ସ୍ମାରକୀ ଜ୍ୟୋତିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଡିଆରଡିଏ କାର୍ଯ୍ୟାଳୟଠାରେ ଭବ୍ୟ-ସମ୍ବର୍ଦ୍ଧନା ଦିଆଯାଇ ଭାରତୀୟ ଶହୀଦ ବୀର ସୈନିକଙ୍କ ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Read More...

ମୋହନଗିରୀ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଭାରତର ସାଂସ୍କୃତିକ ବିବିଧତା, ପ୍ରତିବଦ୍ଧତା ତଥା ସାଂସ୍କୃତିକ ବୈଭବକୁ ଲୋକଲୋଚନକୁ ଆଣିବାର ଉଦ୍ଧେଶ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ଭବାନୀପାଟଣା
Read More...

ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ : ଜନ ଜୀବନରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାର ସଂକଳ୍ପ

ପ୍ରତ୍ୟେକ ନିଜେ ନିଜ ସ୍ତରରେ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ ସହ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇବାକୁ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତର ପୂର୍ବତନ ପ୍ରଥମ ଉପପ୍ରଧାନମନ୍ତ୍ରୀ ଭାରତରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ତିଥି
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ତିନୋଟି ଶିବିର ଯଥାକ୍ରମେ ବରିକେଲ, ସିଂହନପୁର ଓ ଚାରପାଲି ଗ୍ରାମରେ ଉଦ୍‌ଘାଟିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।
Read More...

ସୌନ୍ଦର୍ଯ୍ୟରେ ଭରପୂର ପୂଝାରୀପାଲି ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା ଏହାକୁ ସରସ ସୁନ୍ଦର ଗଢି ତୋଳିବାରେ ସରକାରଙ୍କ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ ଦେଶର ସଫଳତା ଏକ ଉଦାହରଣ ପାଲଟିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁଝାରିପାଲି ସେବାଶ୍ରମ ଦେଖିଲେ ଏହା ଏକ
Read More...

ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜଠାରେ କ୍ଲଷ୍ଟର ସ୍ତରୀୟ ରେଡ଼କ୍ରସର ତିନି ଦିନିଆ ତାଲିମ ଓ ଶିକ୍ଷା ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ୟାମଲାଲ ପ୍ରଧାନଙ୍କ ଦ୍ୱାରା ରେଡକ୍ରସ ପତାକା ଉତ୍ତୋଳିତ ହେବା ପରେ ଉଦ୍‌ଘାଟନୀ ସମାରୋହ
Read More...

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଛତୁଚାଷ ତାଲିମ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଦୁଇ ଦିନିଆ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ସେକ୍ଟର ୫ସ୍ଥିତ ଗୋଲଘର ବିଶ୍ୱଭାରତୀ ବିଦ୍ୟାମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଛତ୍ରପୁରରେ ଭାଜପା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ପରେ ହତ୍ୟା କରାଯାଇଥିବା ଘଟଣା, ସମଗ୍ର ନାରୀ ସମାଜକୁ ଲଜ୍ୟା, କଳଙ୍କ ଆଣିଦେଇଛି । ଜଣେ ସ୍କୁଲ ମାଲିକ ଶାସକ ଦଳର ମନ୍ତ୍ରୀ, ଉଚ୍ଚପଦାଧିକାରୀଙ୍କୁ ହାତ କରି ତାଙ୍କ ସମ୍ପର୍କରେ
Read More...

କମରଲଗା ସ୍କୁଲରେ ପ୍ରବେଶ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କମରଲଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜି ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ
Read More...

ରୋଟାରୀ ଇଲାଇଟି ପକ୍ଷରୁ ଆସନ୍ତା ୩୧ ତାରିଖରେ ମହିଳା ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ୍‌ ଅବସରରେ ଆସନ୍ତା ୩୧ ତାରିଖରେ ରୋଟାରୀ ଇଲାଇଟି ପକ୍ଷରୁ ୩୧ରେ ମହିଳା ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଛି । ଯେଉଁଥିରେ କେବଳ ମହିଳାମାନେ ରକ୍ତଦାନ କରିପାରିବେ । ଏହି ଶିବିର ଆସନ୍ତା ୩୧ ତାରିଖ ରବିବାର ସକାଳ ୯ଟାରେ ପିପି ଏକାଡେମୀଠାରେ
Read More...