Yearly Archives

2021

ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ନିର୍ମାଣ ହେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜାମୁଟପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଉତଖଣ୍ଡିରୁ ଜାମୁଟପାଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା । ସାଉତଖଣ୍ଡି ଗ୍ରାମର ହାରାହାରି ଦୁଇ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ
Read More...

ଆଗଲପୁର ବ୍ଲକ ଗାଁ ସାଥୀଙ୍କୁ ପରିଚୟ ପତ୍ର ବଣ୍ଟନ

ଆଗଲପୁର, (ସୁଶୀଳ ମିଶ୍ର) : ଆଗଲପୁର ବ୍ଲକ ପ୍ରଶାସନ ତରଫରୁ ଗାଁ ସାଥୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରର ଗାଁ ସାଥୀ ସଂଘର ସଭାପତି ଆନନ୍ଦ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏପିଓ ଜଗତଜିତା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ
Read More...

ଅପହଞ୍ଚ ଏରିଆରେ ଟୀକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଜୋରା ଡ଼ବରା ପଞ୍ଚାୟତ ଟେର୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କର୍ଲ।ମୁଣ୍ଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଆଜି କୋଭିଡ ଟୀକାକରଣ ଶିବିର ଆୟୋଜନ ହୋଇଯାଇଥିଲା । ଏଥିରେ
Read More...

ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ସମାରୋହ : ପାରମିତା ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୪୨ତମ ଶାରଳା ପୁରସ୍କାର ସମାରୋହ ଇମ୍ପାକ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଇମ୍ପାକ୍ଟ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା । ଏଥିରେ ଉପନ୍ୟାସ ଅଭିପ୍ରେତ କାଳ ପାଇଁ କଥାକାର ପାରମିତା ଶତପଥୀଙ୍କୁ ଶାରଳା
Read More...

ସୁସ୍ଥ ଓ ଅବାଧ ନିର୍ବାଚନ ସକାଶେ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ଜରୁରୀ

ଅକ୍ଟୋବର ୩୦ ତାରିଖ ସୁଦ୍ଧା ବୃହତ୍ତମ ଗଞ୍ଜାମ ଜିଲ୍ଲାରେ ସମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶସମସ୍ତ ଗ୍ରାମପଞ୍ଚାୟତ ଅଧିକାରୀମାନଙ୍କୁ ଦକ୍ଷତା ଭିତ୍ତିରେ କାର୍ଯ୍ୟକରି ସମ୍ପନ୍ନ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତାଗିଦ ବ୍ରହ୍ମପୁର, (କେ.ସତ୍ୟନାରାୟଣ
Read More...

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଫେସନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଫେସନ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭାଗ ନେଇଥିବା ଯୁବତୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ରାଜ୍ୟ ସ୍ତରୀୟ ଫେସନ ସୋ ସ୍ଥାନୀୟ ପାର୍କଲ୍ୟାଣ୍ଡ ହୋଟେଲ ଠାରେ
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ : ରାଜ୍ୟ ଭାଜପା ପ୍ରତିନିଧି ଦଳ ପରିବାରକୁ ଭେଟିଲେ

କଂଟାବାଂଜି, (ମନିଷ କୁମାର ହଂସ) : ମମିତା ହତ୍ୟାକାଣ୍ଡକୁ ନେଇ ଥମୁନି ଚର୍ଚ୍ଚା, ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଭାଜପାର ଅଭିଯୋଗ କହିଲେ ନିରପେକ୍ଷ ଭାବତରେ ହେଉ ନାହିଁ ତଦନ୍ତ, ଜାଣିଶୁଣି ପ୍ରମାଣ ସବୁ ନଷ୍ଟ କରିବାକୁ ସରକାର ଚଳାଉଛନ୍ତି ଉଦ୍ରମ । ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର
Read More...

ମମିତାଙ୍କ ହତ୍ୟାକାରୀଙ୍କୁ ଫାଶୀ ଓ ପରିବାର ବଗର୍ଗଙ୍କୁ ନ୍ୟାୟ ଦାବୀ ନେଇ ଭୁଲିଆ ସମାଜର ଦାବୀପତ୍ର

କଂଟାବାଂଜି, (ମନିଷ କୁମାର ହଂସ) : କଲାହାଣ୍ଡି ମହାଲିଙ୍ଗ ଆଂଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡି ସହ ଅନ୍ୟ ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ସହ ପରିବାର ବର୍ଗକୁ ଉଚିତ ନ୍ୟାୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ବ୍ଲକ ନାରେନ୍‌ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମ ସାରସ୍ୱତ ସାଧକ ବକୁଳବନର ବାଗ୍ମୀ ପଣ୍ଡିତ ଗୋଦାବରୀଶ ମିଶ୍ର ୧୩୬ତମ ଜୟନ୍ତୀ ଇସ୍ପାତ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ
Read More...