Yearly Archives

2021

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମାରାଥନ୍ ଉଦ୍‌ଘାଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମାଣ ପ୍ରକଳ୍ପଗୁଡ଼ିକର ମାରାଥନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆଜି ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ଉଠା ଜଳସେଚନ ପ୍ରକଳ୍ପର
Read More...

ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ଥାନ ଘେରାଓ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ସିବିଆଇ ହାତରେ କରାଯିବା ଏବଂ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀରେ ଗତକାଲି ବରଗଡ଼ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବରଗଡ଼ ଟାଉନ ଥାନା ଘେରାଉ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ମାସ ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଗତକାଲି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ
Read More...

ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ

• ‘ଟୋକନରୁ ଟୋଟାଲ’ ଦୃଷ୍ଟିକୋଣ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମକୁ ଏକ ବ୍ୟାପକ ସ୍ୱାସ୍ଥ୍ୟ ସେବାର ସଂକଳ୍ପ ପ୍ରଦାନ କରିଛନ୍ତି : ଡ. ମନସୁଖ ମାଣ୍ଡଭୀୟ• “ଆମେ ଏକ ‘ସନ୍ତୃପ୍ତି ଦୃଷ୍ଟିକୋଣ’ ସହିତ କାମ କରୁଛୁ, ଏଥିରେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଶସ୍ତା ଏବଂ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ପାଠ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦୈନିନ୍ଦିନ ଜୀବନରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ଉଚିତ୍‌ । ସମାଜରେ ଦୁର୍ନୀତିର ମୂଳୋତ୍ପାଟନ ହେଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ । ଏଥିପାଇଁ ସରକାରୀ ସ୍ତରରେ କର୍ମଚାରୀମାନେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆଜି ଶପଥ ଗ୍ରହଣରେ ବାର୍ତ୍ତା
Read More...

ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେବ ମୋ ହସ୍ପିଟାଲ୍ ମୋ ଗର୍ବ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଯେଉଁଠି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦେଖାଯାଉଛି, ସେହି ସ୍ଥାନ ଅବା ଅଞ୍ଚଳରେ ଜନ ପ୍ରତିନିଧି, ଗୋଷ୍ଠୀ ମୁଖ୍ୟ, ଗ୍ରାମ୍ୟ ଲୋକଙ୍କୁ ସଂପୃକ୍ତ କରାଇ ସଚେତନତା ଓ ଡେଙ୍ଗୁ ଲାର୍ଭା ସୃଷ୍ଟି ହେଉଥିବା ସାଧନର ମୂଳ ଉତ୍ପାଟନ କରିବା ପାଇଁ
Read More...

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ ଏବଂ ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ରାଜେନ୍ଦ୍ର ରଣା ଓ ମନ୍ଦୋଦରି ରାଉଳଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର
Read More...

ବିଧାୟିକା ରୀତା ସାହୁଙ୍କ ସଫେଇ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବରଗଡ଼ ଜିଲ୍ଲା ବିଜେପୁରଠାରେ ବିଜେପୁର ବିଧାୟିକା ରୀତା ସାହୁଙ୍କ ଅଧ୍ୟକ୍ଷତାରେ ସାମାଜିକ ଓ ଜନସେବାରେ ଅନ୍ତର୍ଭୁକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟିକା ରୀତା ସାହୁ,
Read More...

ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଛାତ୍ରବାସର ଛାତ୍ରଛାତ୍ରୀଙ୍କୁ ମସାରି ବଣ୍ଟନ

ବରଗଡ, (ନିରୋଜ କୁମାର ପାଣୀ) : ମ୍ୟାଲେରିଆ ନିରାକରଣ ପାଇଁ ସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଆମ୍ବଭୋନା ଗ୍ରାମର ବୁଲେଟ ଏବଂ ସ୍ମୃତି ଛାତ୍ରବାସର ଛାତ୍ରଛାତ୍ରୀ ମାନଙ୍କୁ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ଆଜି ମ୍ୟାଲେରିଆ ସଚେତନ ସହ ମସାରି ବଣ୍ଟନ କରାଯାଇଛି ।
Read More...

ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ୍ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅଧକ୍ଷା ପଦ୍ମିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ
Read More...