Yearly Archives

2021

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୮ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ, କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ମହଖଣ୍ଡ ଜଙ୍ଗଲରେ ହାତୀ ଉପଦ୍ରବ : ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଅଭିଯୋଗ କଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସାତଦିନ ହେଲା ମହଖଣ୍ଡ ଜଙ୍ଗଲରେ ହାତୀମାନେ ଆସି ଚାଷୀଙ୍କ ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଜଙ୍ଗଲ ବିଭାଗକୁ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କିଛି ପଦକ୍ଷେପ ନେଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ହାତୀପଲ
Read More...

ଗତ ୨୪ ଘଂଟାରେ ୫୪୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୭୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଅଜଣା ରୋଗରେ ଶଯ୍ୟାଶାୟୀ ଗଙ୍ଗାବାଳି : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆପଡା, (ନିରାକାର ମେହେର) : ମୁଁ ବଂଚିବାକୁ ଚାହେଁ ବୋଲି ହାତ ଜୋଡି କରୁଣ ନିବେଦନ କରୁଛନ୍ତି ଅଜଣା ରୋଗରେ ଆକ୍ରାନ୍ତ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡାର ଗଙ୍ଗାବାଳି ମାଝି । ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସ୍ତ୍ରୀକୁ ସୁସ୍ଥ କରିବା
Read More...

ୟୁବୋଦୟ କଲେଜ୍ ଲେଡିଜ୍‌ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁବୋଦୟ କଲେଜ୍ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର ଲେଡିଜ୍‌ ହଷ୍ଟେଲରୁ ଜଣେ
Read More...

ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଚଟିଆଗୁଡା ସେବାଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମାଝିଙ୍କ ସଭାପତିତ୍ୱରେ ପରିଚାଳନା କମିଟି ଗଠନ କରାଯାଇଛି । ଏହି କମିଟିର ନୂତନ
Read More...

ଅଧାପନ୍ତରିଆ ପୋଲ ସମ୍ପୂର୍ଣ୍ଣ ହେବ କେବେ ?

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା–ଚଚରାଭଟା ପାଖ ସହାଜଜୋର ନାଳରେ ହୋଇଥିବା ପୋଲ ଅର୍ଧ ନିର୍ମିତ ହୋଇ ପଡିରହିଛି । ପୋଲର ସୁରକ୍ଷା ବାଡ଼ ନ ଥିବାରୁ ଏ ଠାରେ ବହୁବାର ଦୁର୍ଘଟଣା ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ
Read More...

ଡକ୍ଟର କାଲାମଙ୍କ ୯୦ତମ ଜୟନ୍ତୀରେ ସ୍ମରଣୀକା ସ୍ମୃତିସୁଧା ଲୋକାର୍ପିତ

ଖଲ୍ଲିକୋଟ, (ପ୍ରଦୀପ କୁମାର ପଣ୍ଡା) : ଡକ୍ଟର ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ପକ୍ଷରୁ ଡକ୍ଟର କାଲାମଙ୍କ ୯୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସମ୍ପାଦିତ ସ୍ମରଣିକା ସ୍ମୃତିସୁଧାର ଲୋକାର୍ପଣ ଉତ୍ସବ ଓ ସାମ୍ପ୍ରତିକ ସ୍ଥିତିରେ ବୃକ୍ଷ ରୋପଣର ପ୍ରାସଙ୍ଗିକତା
Read More...

ବର୍ଷା ହେଲାନି କି ଉତେଇ କେନାଲ ପାଣି ଆବଂଟନ କରିପାରିଲାନି : ବଁଚିଥିଲା ଧାନଗଛ ଇଛେନ୍‌ ମରୁଛେ, ବିହନ ଫିର୍‌ବାର…

କଳାହାଣ୍ଡି, (ନରୋତ୍ତମ ସେଲମା) : ଏ ବର୍ଷ ଚାଷକାମ ଆରମ୍ଭରୁ ମରୁଡି ରଣହୁଙ୍କାର ଦେଇ ଆସୁଛି । ତଥାପି ଯେଉଁ ଚାଷୀ କଷ୍ଟେମଷ୍ଟେ ଧାନଗଛ ବଂଚାଇ ଥିଲା, ତାର ଶେଷ ଆଶା ଥିଲା ଲଘୁଚାପ ବର୍ଷା ଉପରେ । କିନ୍ତୁ ଲଘୁଚାପ ବି ଧୋକା ଦେଲା । ବର୍ଷା ଅଭାବରୁ ବଂଚିଥିବା ଧାନଗଛଗୁଡିକ ଏବେ ଶୁଖିତାଟି
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାମୂହିକ ଶପଥ ପାଠ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ । 'ସ୍ୱତନ୍ତ୍ର ଭାରତ ଅ ୭୫ସତ୍ୟ ଆତ୍ମ ନିରଭରତା' ବିଷୟ ବସ୍ତୁକୁ ଆଧାର କରି ଚଳିତ ବର୍ଷ ସଚେତନତା ସପ୍ତାହ ପାଳନ ହୋଇଯାଇଛି
Read More...