Yearly Archives

2021

ଟାଉନ ହାଇସ୍କୁଲରେ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ବ୍ୟକ୍ତିର ଚିନ୍ତା ଓ ଚେତନାକୁ ପ୍ରସାରିତ କରେ । ପୁସ୍ତକର ସ୍ଥାନ ମୋବାଇଲଠାରୁ ଢେର ଉର୍ଦ୍ଧ୍ବରେ । ବ୍ୟକ୍ତିର ଚରିତ୍ର ଗଠନ ଓ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବା ଦିଗରେ ପୁସ୍ତକର ସ୍ଥାନ କେହି ବି ନେଇ ପାରିବେ ନାହିଁ । ତେଣୁ ପାଠ୍ୟ ପୁସ୍ତକ ସହ
Read More...

ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା କମିଟି ଗଠିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା କମିଟି ଗଠନ କରାଯାଇଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୁରା ହୋଇଯାଇଥିବା ନେଇ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କର
Read More...

ଅହମଦ ନଗରରୁ ବାହାରିଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳଙ୍କୁ ବରଗଡରେ ସମ୍ବର୍ଦ୍ଧନା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ମହାରାଷ୍ଟ୍ରର ଅହମଦ ନଗରରୁ ବଙ୍ଗଳାଦେଶର ନୌଖାଲୀକୁ ବାହାରି ଥିବା ସଦ୍‌ଭାବନା ସାଇକେଲ ଶୋଭାଯାତ୍ରା ଦଳକୁ ଆଜି ବରଗଡଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଶୋଭାଯାତ୍ରା ଦଳ ରାୟପୁରରୁ ସୋହେଲା ଦେଇ ଆଜି ବରଗଡ ସହରରେ
Read More...

ଦୁର୍ନୀତି ନିବାରଣ ସପ୍ତାହରେ ବାରି ହେଉଛି ଦୁର୍ନୀତିର ଗନ୍ଧ

ଖପ୍ରାଖୋଲ, (ଅଶୋକ ବାଗ) : ଦୁର୍ନୀତିର ଗନ୍ଧ କେତେ ଦୂର ପର୍ଯ୍ୟନ୍ତ ବାରି ହେଉଛି ତାହା ଜଳଜଳ ପ୍ରତ୍ୟକ୍ଷ୍ୟଦର୍ଶୀଙ୍କୁ ଦେଖିବାକୁ ମିଳୁଛି । ବିଭିନ୍ନ ଖବରକାଗଜ ଏବଂ ପୋର୍ଟାଲ ନିୟୁଜରେ ଖବର ପ୍ରସାରଣ ହେଲା ପରେ ଖପ୍ରାଖୋଲ ପ୍ରଶାସନ ତତ୍ପରତା ସହିତ ରାତାରାତି ବିଶ୍ୱକର୍ମା ଭଳି ସୂଚନା ଫଳକ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାମ୍ବାଦିକଙ୍କୁ ଶପଥ ପାଠ କରାଇଲେ ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଜିଲ୍ଲା
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଅଛି । ତେବେ ଏହି ଅବସରରେ ଆଜି ନେହେରୁ ଯୁବ କେନ୍ଦ୍ର
Read More...

ଅଙ୍ଗନବାଡି ଚୟନ କ୍ଷେତ୍ରରେ ଜାଳିଆତି, ଥାନାରେ ମାମଲା : ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ପାଇକମାଲର ୱାର୍ଡ ନମ୍ବର - ୬ ଓ ଭେଙ୍ଗରାଜପୁର ଗ୍ରାମ ଅନ୍ତର୍ଗତ ଡେଙ୍ଗନାଡିହୀ ଗ୍ରାମର ୱାର୍ଡ ନମ୍ବର - ୧ ପାଇଁ ଅଙ୍ଗନବାଡି ନିଯୁକ୍ତି ସକାଶେ ଜାଳିଆତି ହୋଇଥିବା ନେଇ
Read More...

ଓଡିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟସଭାରେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନସଭାର ବାଚସ୍ପତି ନିକଟରେ ନୂଆଦିଲ୍ଲୀ ଯାଇ ଫେରିଛନ୍ତି । ଡଃ.ସୂର୍ଯ୍ୟ ନାରାୟଣ ପାତ୍ର ଓଡିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ନୂଆଦିଲ୍ଲୀରେ ରାଜ୍ୟସଭାର ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏ ଦିଗରେ ଏହି
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜ ଠାରେ ଅକ୍ଟୋବର ୨୬ ରୁ ୨୮ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ପାଳିତ ହୋଇଯାଇଛି । ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ରୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ
Read More...

ବିଶ୍ୱ ହାତଧୁଆ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ପ୍ରାଙ୍ଗଣରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା
Read More...