Yearly Archives

2021

ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ବିଜେଡି କର୍ମୀଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତାହାକୁ ଆଖି ଆଗରେ ରଖି ଗତକାଲି ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁର ଏସପି ଅଫିସ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆଜି ସୁବର୍ଣ୍ଣପୁର
Read More...

କୋଶଲ କଳାମଣ୍ଡଳ ପୁରୁଣା ମଂଚରେ ହେବ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ସ୍ଥାନୀୟ ଅମଲା ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ବିନୋଦ କୁମାର କାଲସାଏ ବଲାଙ୍ଗିର ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ
Read More...

ମାଁ ସମଲେଶ୍ୱରୀଙ୍କ ମନ୍ଦିର ଭାଙ୍ଗିବା ଘଟଣା : ରାଜ୍ୟ ଦେବୋତ୍ତର ବିଭାଗର କମିଶନରଙ୍କ ସହିତ ଯୋଗାଯୋଗ କରି ବିଭାଗୀୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୨ ତାରିଖ ସନ୍ଧ୍ୟାରେ ବଲାଙ୍ଗିର ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଷୁଡ଼ି ଯିବା ପରେ ବଲାଙ୍ଗିର ସହରରେ ଭକ୍ତଙ୍କ ମନରେ ଦେଖାଯାଇଥିଲା ଅଶାନ୍ତର ବାତାବରଣ । ୨୩ ତାରିଖରେ ବଲାଙ୍ଗିର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ହସ୍ତକ୍ଷେପ କରି ମନ୍ଦିର
Read More...

ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନରୁ ବିଧିବଦ୍ଧ ବ୍ୟବସ୍ଥିତି ଆର୍ମି ବିଧାନକ୍ରମେ ବିଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପ୍ରତିରକ୍ଷା ବାହିନୀର ସ୍ୱର୍ଣ୍ଣିମ ବିଜୟ ସ୍ମାରକୀ ଜ୍ୟୋତି ଗୋପାଳପୁର ମିଲଟାରୀ ଷ୍ଟେସନରୁ ବିଦାୟ ସମ୍ବର୍ଦ୍ଧନା କରାଯାଇଛି । ବିଧିବଦ୍ଧ ଭାବେ ସମ୍ମାନ ପ୍ରଦର୍ଶନ ସହ ଅଖଣ୍ଡ ସ୍ମାରକୀ ଏହି ବିଜୟ ମଶାଲକୁ ଭବ୍ୟ ସମ୍ବର୍ଦ୍ଧନାର ସହ ବିଦାୟ
Read More...

ପଶ୍ଚିମ ଓଡ଼ିଶାରେ ପୋଲିସ ତଦନ୍ତରେ ଶିତଳତା ପ୍ରତିବାଦରେ ଆମରଣ ଅନଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସର ତଦନ୍ତ କାର୍ଯ୍ୟରେ ଶିତଳତାର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀଛକଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ସେନା କର୍ମୀମାନେ
Read More...

ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ କରାତଳିଠାରେ ଖୋଲାମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କରତଳି ଗ୍ରାମରେ ଛତ୍ରପୁର ଥାନା ତରଫରୁ ଆମ ପୋଲିସ ସମିତିର ଏକ ଖୋଲାମଞ୍ଚ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ଭାବେ
Read More...

ସଇଁନ୍ତଲାରେ ନୂତନ ତହସିଲଦାରଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ନୂତନ ତହସିଲଦାର ସୁରେନ୍ଦ୍ର ମେହେର ଯୋଗଦାନ କରିଛନ୍ତି । ସେ ଆଗରୁ ପାଇକମାଲ ବ୍ଳକରେ ବିଡିଓ ଭାବେ କାର୍ଯ୍ୟତୁଲାଉ ଥିବା ବେଳେ ଆଜି ଯୋଗଦେବା ପରେ ତହସିଲ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତେବେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୫ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଚନ୍ଦନଭାଟିରେ ମମିତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ ପ୍ରତିବାଦ ସଭାରେ ଯୋଗଦେଲେ ନରସିଂହ : ମମିତାଙ୍କ ପରିବାର ନ୍ୟାୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚନ୍ଦନଭାଟି ପଞ୍ଚାୟତର ଆଞ୍ଚଳିକ ଭୁଲିଆ ସମାଜ ତରଫରୁ ସ୍ୱର୍ଗତ ମମିତା ମେହେରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଭୁଲିଆ ସମାଜ ଚନ୍ଦନଭାଟିର ସଭାପତି
Read More...