Yearly Archives

2021

ମାକ୍ରି ଗ୍ରାମବାସୀଙ୍କୁ ଘର ଯୋଗେଇ ଦେବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦେଉଥିବା ବାହା ବାହା ମାରୁଛନ୍ତି ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ହିତାଧିକାରୀଙ୍କୁ ପକ୍କା ଘର ମଧ୍ୟ ମିଳିପାରି ନାହିଁ ବୋଲି ଅଭିଯୋଗ ହେଉଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା
Read More...

ସରକାରୀ ଯୋଜନା ଅପହଞ୍ଚ : କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତର ଚିଖିଲି ଗ୍ରାମରେ ଏକ ଭଙ୍ଗା କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ସୂଚନା ଅନୁସାରେ ବୃଦ୍ଧ ଘରନୁ ସାହୁ (୭୧) ତାଙ୍କ ସ୍ତ୍ରୀ ମଥୁରା ସାହୁ(୬୨)
Read More...

ବଲାଙ୍ଗିର ଦିନ୍‌ ପାଇଁ ଫେନ୍ସି ଡ୍ରେସ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠିକାଦାରପଡା ସ୍ଥିତ ଯାଦବ ଭବନଠାରେ ଆଗାମୀ ନଭେମ୍ବର ୧ରେ ଅନୁଷ୍ଠିତ ହେବାକୁ ଥିବା ବଲାଙ୍ଗିର ଦିନ୍‌ ପାଇଁ ଏକ ଫେନ୍ସି ଡ୍ରେସ ପ୍ରତିଯୋଗିତା ୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଟଙ୍କା ପାଇଁ ନିଜ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବାପାଙ୍କ ପେନ୍‌ସନ୍‌ ଟଙ୍କା ପାଇଁ ନିଜ ବଡ଼ ଭାଇକୁ ପିଟିପିଟି ମାରି ଦେଲା ସାନ ଭାଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଟିଟିଲାଗଡ଼ର ହାଟପଦାପଡ଼ା ଗୋରୁବଜାରରେ । ମୃତ ବ୍ୟକ୍ତି ଜଣକ ସଞ୍ଜୟ ବେହେରା ବୋଲି ଜଣାପଡି ଥିବା ବେଳେ ପୁଲିସ ତାଙ୍କ ସାନ ଭାଇ
Read More...

ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପଡିଲା ଅଭିଯୁକ୍ତ : ହାତୀ ଦାନ୍ତ ଜବତ

ଅନୁଗୁଳ : ହାତୀଦାନ୍ତ ବିକ୍ରି ସମୟରେ ଏସଟିଏଫ୍ ହାତରେ ଧରାପଡିଲା ଜଣେ ଅଭିଯୁକ୍ତ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଅନ୍ତୁଲିଆରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ସମୟରେ ଏସଟିଏଫ୍ ଖବର ପାଇ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ହାତୀ ଦାନ୍ତ ଶିକାର
Read More...

ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହେରଫେର ହେଉଥିବା ନେଇ ସିଡିପିଓଙ୍କୁ ଅଭିଯୋଗ : ଅଙ୍ଗନବାଡି କର୍ମୀ ଓ ନକିଲ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ଗ୍ରାମ ପଞ୍ଚାୟତ ଚିତାମରା ଗ୍ରାମର ଅଙ୍ଗନବାଡି କର୍ମୀ ସରୋଜିନୀ ମହାନନ୍ଦ ଓ ନକଲି ୱାର୍ଡମେମ୍ବର ଶାନ୍ତରା କୁମ୍ଭାରଙ୍କ ବେଆଇନ କାର୍ଯ୍ୟ କଳାପ ଓ ଆଥିର୍କ ଅନିୟମିତତାକୁ ନେଇ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ
Read More...

ହାତୀପଲଙ୍କ ଉପଦ୍ରବ : ଉଜାଡ଼ି ଦେଲେ ଏକର ଏକର ଧାନ ଫସଲ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନ ଫସଲ ଉଜାଡି ଦେଲେ ହାତୀପଲ । ପ୍ରକାଶ ଯେ, ସୋନାପୋଲି ଗାଁରେ ପ୍ରାୟ ୭ରୁ ୮ଟି ହାତୀ ପଶି ୧୦ରୁ ୧୨
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୩ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଦନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଦୁରାଗାଁଠାରେ ଟୀକାଦାନ ଶିବିର ଅନୁଷ୍ଠିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ବ୍ଲକ୍ ବି.ଏମ.ସେମଳା ପଞ୍ଚାୟତ ଅନ୍ତର୍ଗତ ଦୁରାଗାଁଠାରେ ଆଜି କୋଭିଡ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ଦ୍ୱାରା ସଚେତନ କରାଯିବା ପରେ ବର୍ତ୍ତମାନ ଲୋକମାନେ ଟୀକା ନେବାକୁ ଆଗ୍ରହ ପ୍ରକାଶ
Read More...

ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା : ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଆସି ଜେଲ ଗଲେ ସ୍ୱାମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଥିବା ୟୁନିୟନ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା । ଶେଷରେ ବନ୍ଧା ହୋଇ ଜେଲ ଗଲେ ଯୁବକ । ସୂଚନା ମତେ କନ୍ଦକେଲଗାଁ ପଞ୍ଚାୟତ ଜଳିଆଦରହଁ ଗାଁର ପ୍ରଶାନ୍ତ ମେହେର ନିଜ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଥିବା ବେଳେ
Read More...