csstore

ଦୁର୍ନୀତି ନିବାରଣ ସପ୍ତାହରେ ବାରି ହେଉଛି ଦୁର୍ନୀତିର ଗନ୍ଧ

ଖପ୍ରାଖୋଲ, (ଅଶୋକ ବାଗ) : ଦୁର୍ନୀତିର ଗନ୍ଧ କେତେ ଦୂର ପର୍ଯ୍ୟନ୍ତ ବାରି ହେଉଛି ତାହା ଜଳଜଳ ପ୍ରତ୍ୟକ୍ଷ୍ୟଦର୍ଶୀଙ୍କୁ ଦେଖିବାକୁ ମିଳୁଛି । ବିଭିନ୍ନ ଖବରକାଗଜ ଏବଂ ପୋର୍ଟାଲ ନିୟୁଜରେ ଖବର ପ୍ରସାରଣ ହେଲା ପରେ ଖପ୍ରାଖୋଲ ପ୍ରଶାସନ ତତ୍ପରତା ସହିତ ରାତାରାତି ବିଶ୍ୱକର୍ମା ଭଳି ସୂଚନା ଫଳକ କୁଆଡେ ଆଣି ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମର ବନ୍ଧନାଲା କାର୍ଯ୍ୟରେ ଠିଆ କରିଥିବା ଦେଖିବାକୁ ମିଳୁଛି । ସୂଚନା ଫଳକ ତ ଠିଆ କରିଦେଲେ ଏବେ ମୃତ ବ୍ୟକ୍ତିଙ୍କୁ କେମିତି ସର୍ବ ସମ୍ମୁଖରେ ଠିଆ କରାଇବେ ତାହା ଏବେ ବାକି ରହିଲା ଆଗାମୀ ଅଧ୍ୟାୟକୁ ।

jayashree
Leave A Reply

Your email address will not be published.