Yearly Archives

2021

ପାଇକମାଲ ବସ୍ତି ମଝିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେର ବିଭିନ୍ନ ସମସ୍ୟାକୁ ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଜନସାଧାରଣ, ନାଗରିକ କମିଟି, ବଣିକ ସଂଘର କର୍ମକର୍ତ୍ତା, ସାମ୍ବାଦିକ ସଂଘ, ଲାୟନ୍ସ କ୍ଲବ ସଭ୍ୟ ତଥା ମାରୱାଡି ଯୁବାମଞ୍ଚ କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତାମାନେ ପାଇକମାଲ ମୁଖ୍ୟ ଛକଠାରେ ଏକତ୍ରିତ ହୋଇ ବ୍ଲକ୍ 
Read More...

ଖଲିଆପାଲିରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ର ସତର୍କତା ମୂଳକ ପଦକ୍ଷେପ ଅନୁଯାୟୀ ଦୀର୍ଘ ୧୮ ମାସର ବ୍ୟବଧାନ
Read More...

ଗାଁ ସାଥୀ ସଂଘର ବ୍ଲକ ସମ୍ମୁଖରେ ଗଣଧାରଣା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଆଜି ବ୍ଲକ ସମ୍ମୁଖରେ ଗାଁ ସାଥୀ ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଦୁର୍ଗାମଣ୍ଡପଠାରୁ ଗାଁ ସାଥୀମାନେ ଏକ ରାଲିରେ ଆସି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ସଂଘ
Read More...

ବିଦ୍ୟାଳୟରେ ପ୍ରବେଶ ଉତ୍ସବ

କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଚ୍ଛାଡେଙ୍ଗେନରେ କୋଭିଡ-୧୯ କଟକଣା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ଦୀର୍ଘ ୧୮ ମାସରୁ ଅଧିକ ଦିନ ହେବ
Read More...

ଲାୟନ୍ସ କ୍ଲବ ତରଫରୁ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ବେଷ୍ଟ ଇଣ୍ଟରନେସେନାଲ୍ ଫାଉଣ୍ଡେସନ ତରଫରୁ ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ରାଉରକେଲା, ଲାୟନ୍ସ କ୍ଲବ ପାନପୋଷ ଓ ଲାୟନ୍ସ କ୍ଲବର ଛେଣ୍ଡର ମିଳିତ ଆନୁକୂଲ୍ୟରେ ଏହି ଦୁଇଦିନିଆ କର୍ମଶାଳା
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଶ୍ରମିକ ଅଶାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପରିଚାଳନା ମଣ୍ଡଳୀର ମନମୁଖୀ ଶାସନର ପ୍ରତିବାଦରେ ଗତ ତା.୧୭/୧୦/୨୦୨୧ରେ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏହାର ତିବ୍ର ବିରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନିଷ୍ପତ୍ତି ମୁତାବକ ସଂଘର ଆଭିମୁଖ୍ୟ ଓ ସଂଘକୁ
Read More...

ପ୍ରାୟ ୧୯ ମାସ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ : ପ୍ରଥମ ଦିନରେ ଖୁସିବ୍ୟକ୍ତ କଲେ ଛାତ୍ରଛାତ୍ରୀ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ପ୍ରାୟ ୧୯ ମାସରୁ ଅଧିକ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିଲେ । ତେବେ ଅନୁମତି ମିଳିବା ପରେ ଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ଆଗରୁ ସ୍କୁଲ ପରିସରକୁ
Read More...

ବୀଣାପାଣି ଶିକ୍ଷା ସୌଧଠାରେ ପ୍ରାଥମିକ ଚିକିତ୍ସା କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧଠାରେ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମେହେରଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ
Read More...

ଉପାନ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ

ଗମ୍ଭାରୀଗୁଡାରେ ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-କଲାହାଣ୍ଡି-ବୌଦ୍ଧ ଜିଲ୍ଲାର ସୀମାବର୍ତୀ ବଣ ପାହାଡ ଘେରା ଗୁଡଭେଲା ବ୍ଲକର ଏକ ଉପାନ୍ତ ଅଞ୍ଚଳ ଗମ୍ଭାରୀଗୁଡାଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...