Yearly Archives

2021

ଜିଲ୍ଲା ଓବିସି ମଂଚର କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା ଓବିସି ମଂଚ ରାଜେନ୍ଦ୍ରପଡା ସ୍ଥିତ କାର୍ଯ୍ୟାଳୟରେ ବ୍ରଜ ଭୂଷଣ ସାଏଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିନର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିବା ବେଳେ ୨୦୨୧ ବର୍ଷରେ ଓବିସି ଜାତି
Read More...

ମନରେଗା ଯୋଜନାରେ ବିନା କାମରେ ୮ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ : ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ କାମର ଦୁର୍ନୀତି ହୋଇଥିବା ନେଇ ବରତୁଣ୍ଡା ପଞ୍ଚାୟତର ଅଧିବାସୀ ଓ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମନରେଗା ଯୋଜନାରେ ଜାଳିଆତି କରି
Read More...

ବିଶ୍ୱ ପୋଲିଓ ଦିବସ ଅବସରରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : "ବିଶ୍ୱ ପୋଲିଓ ଦିବସ" ୨୪ ଅକ୍ଟୋବର ଉପଲକ୍ଷେ ରୋଟାରୀ ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ସାରା ବିଶ୍ୱରେ ପୋଲିଓ ଭୟାବହତା ସଂପର୍କରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଦେଶକୁ ପୋଲିଓ ମୁକ୍ତ କରିବା ନିମିତ୍ତ ଏହି ରାଲିରେ ଲୋକଙ୍କୁ ସଚେତନତା ସୃଷ୍ଟି
Read More...

ଖଡ଼ିଆଳ ବଣିକ ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଡୁଆଝର ଗ୍ରାମ ନିକଟସ୍ଥ ସୁନ୍ଦର ନଦୀ କୂଳରେ ଖଡ଼ିଆଳ ବଣିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ରାଜ୍ୟ ବ୍ୟବସାୟିକ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ । ଏହି
Read More...

କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୀୟମାନ ଯୁବକ ସଂଘ କମ୍ୟୁନିଟି ସେଣ୍ଟରର ବିଜେପୁର ବ୍ଲକ୍ ଅନ୍ତର୍ଗତ ବିଜେପୁର ଜୋନ୍ ସ୍ତରୀୟ ସାଂଗଠନିକ ବୈଠକ ମୁକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଲେଇପାଲି, ସମଲାଇପଦର, ବିଜେପୁର, ଗୁଡ଼ିମୁଣ୍ଡା, ଚାରପାଲି,
Read More...

ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ ବଡମାଧପୁରଠାରେ ଖୋଲାମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ପ୍ରତିହତ କରିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବିହିତ ପଦକ୍ଷେପ ଗ୍ରହଣ କରିଆସିଥିବା ବେଳେ ଏସପି ସାହେବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ ପୋଲିସ ସମିତି କାର୍ଯ୍ୟକାରୀ
Read More...

ବେଲପଡା ପୁଲିସ ଦ୍ୱାରା ୧୫ ଜଣଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ପୁଲିସ ଦ୍ୱାରା ୧୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକ ମାନେ ହେଲେ ଲୋଇସିଂହା ଥାନ ଅଞ୍ଚଳର । ଏହି ଶ୍ରମିକ ମାନଙ୍କୁ ବେଲପଡା ବେହେରମୁଣ୍ଡା ଗାଁର ଦାଦନ ଦଲାଲ ଧର୍ମେନ୍ଦ୍ର ରାଉତ ବାହାର ରାଜ୍ୟକୁ ଚାଲାଣ
Read More...

୧୮୯ ବାଟାଲିୟନ ସିଅର୍‌ପିଏଫ ତରଫରୁ ହରିଶଙ୍କର ପରିସରରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟରେ ଆଇନ ବ୍ୟବସ୍ଥା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସୁରକ୍ଷା ହେତୁ ୧୮୯ ବାଟାଲିୟନ ସିଆର୍‌ପିଏଫ ନିଜ ଡିଉଟି ସହିତ ଦେଶକୁ ସ୍ୱଚ୍ଛ ରଖିବା ଦିଗରେ ମଧ୍ୟ ନିଜର ଅମୁଲ୍ୟ ଯୋଗଦାନ ଦେଉଛନ୍ତି । ଏହି କ୍ରମରେ ପବନ କୁମାର ତିବାରୀ, କମାଣ୍ଡେଣ୍ଟ ୧୮୯
Read More...

ସ୍ୱଚ୍ଛ ଭାରତ ଓ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଭିନ୍ନ ଅଚଂଳରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହୁରୁ ଯୁବ କେନ୍ଦ୍ର, ପୁରୀ ଓ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଇଣ୍ଟେଲେକ୍‌ଚୁଆଲ କ୍ଲବ, ଘୋରଡିଆ ମଳିତ ଆନୁକୂଲ୍ୟରେ କ୍ଲିନ ଇଣ୍ଡିଆ
Read More...

ଗତ ୨୪ ଘଂଟାରେ ୪୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୫୪ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...