Yearly Archives

2021

କାଟିଲେ ନୁହେଁ, ପିଆଜ କିଣିଲେ ଆଖିରେ ଲୁହ : ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି

ପାଟଣାଗଡ, (ଗୋରେଖନାଥ ବରିହା) : ସାଧାରଣତଃ ପିଆଜ କାଟିଲେ ସମସ୍ତଙ୍କର ଆଖିରେ ଲୁହ ଝରିଥାଏ । କିନ୍ତୁ ବର୍ତ୍ତମାନ ବଜାରକୁ ପିଆଜ କିଣିବାକୁ ଗଲେ ଦର ଶୁଣି ସମସ୍ତଙ୍କର ଆଖିରେ ଲୁହ ଝରିବା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ପରିବା ଦର ଅହେତୁକ ବୃଦ୍ଧି ଘଟୁଥିବା ବେଳେ ପାଟଣାଗଡ଼ ବଜାର
Read More...

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ : ଆଜି ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ 'ଦାଦା ସାହେବ ଫାଲକେ' ପୁରସ୍କାର । ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, 'ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା
Read More...

୧୮ମାସ ପରେ ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ : ପିଲାଙ୍କ ମଧ୍ୟରେ ଉତ୍କଣ୍ଠା

ଭୁବନେଶ୍ୱର: ୧୮ମାସ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି । କୋଭିଡ଼ ଗାଇଡ଼ଲାଇନକୁ ମାନି ଅନ୍‌ଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ । ତେବେ ଦୀର୍ଘ ମାସ ପରେ ସ୍କୁଲ
Read More...

ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା

ବାରିପଦା : ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ ସହ ୧୬ଦଫା ଦାବୀ ନେଇ ଏହି ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀ କରିଛି ବିଜେପି । ଏହି
Read More...

ଚାଲିଗଲେ ଜିଲ୍ଲା ଶିଳ୍ପକେନ୍ଦ୍ରର ଅବସରପ୍ରାପ୍ତ ମେନେଜର ବାଳକୃଷ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିଳ୍ପକେନ୍ଦ୍ରର ଅବସରପ୍ରାପ୍ତ ମେନେଜର ବାଳକୃଷ୍ଣ ମହାପାତ୍ରଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଶ୍ରୀ ମହାପାତ୍ର ଆର୍ଦଶପଡାର ନିବାସୀ ଥିବା ବେଳେ ତାଙ୍କର ବିୟୋଗରେ ତାଙ୍କ ପରିବାର ତଥା ବନ୍ଧୁ ମହଲରେ ଶୋକର ଛାୟା
Read More...

କନଷ୍ଟେବଳ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଭୁବନେଶ୍ୱର ଡିସିପି ବୋଲି ସୂଚନା ମିଳିଛି । ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗର ପ୍ରୋସେସିଂ ଚାଲିଥିବା ବେଳେ ତାଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ବେଆଇନ ଭାବରେ ଚାଲିଥିବା
Read More...

ରାଜ୍ୟ ଘରୋଇ ଆଇଟିଆଇର ନିର୍ବାଚନ : ବ୍ରହ୍ମପୁରଠାରେ ଶପଥ ଗ୍ରହଣ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଆଜି ସ୍ପିଟିଆ ରାଜ୍ୟ ଘରୋଇ ଆଇଟିଆଇ ସଂଘର ନିର୍ବାଚନ ପରେ ଶପଥ ଗ୍ରହଣ ସରିଯାଇଛି । କରୋନା ନିୟମ ଅନୁଯାଇ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହୋଟେଲଠାରେ ଏହି ଶପଥ ଗ୍ରହଣ କରାଯାଇଥିଲା । ସଭାପତି ଡ. ଅରୁଣ କୁମାର ନାୟକ, ସାଧାରଣ ସମ୍ପାଦକ ଦେବାଶିଷ
Read More...

ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଦ୍ୱାରା ହେବ ପ୍ରତିଯୋଗିତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ମାଧ୍ୟମରେ ଦେଶପ୍ରେମ ଓ ରାଷ୍ଟ୍ର ନିର୍ମାଣ ସମ୍ବନ୍ଧରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଏହାର ଉଦ୍ଦେଶ୍ୟ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱ।ସ, ସବକା ପୟାସ (ଆମେ ଏକାଠି
Read More...

ସରିଲା ୪ ଦିନିଆ ରିମାଣ୍ଡ ଅବଧି : ଜେଲ ଯିବ ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା ବଲାଙ୍ଗିର ପୋଲିସ । ଏହି ୪ ଦିନ ମଧ୍ୟରେ ଗୋବିନ୍ଦ କେମିତି ମମତାକୁ ହତ୍ୟ କରିଥିଲା ସେନେଇ ପୁଲିସ ଗୋବିନ୍ଦ ଦ୍ୱାରା ପୁରା ଘଟଣାର ସିନ ରିକ୍ରିଏସନ କରିଥିଲା ।
Read More...

ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ସମାଜସେବୀ, ଶିକ୍ଷାବିତ୍, ରାଜନେତା, ସଂଗଠକ ତଥା ସର୍ବୋପରି ଜଣେ ହୃଦୟବାନ ମଣିଷ ରତ୍ନାକର ଭାରିମଲ୍ଲଙ୍କ ବିୟୋଗ ସଚେତନ ନାଗରିକ ମଞ୍ଚ ପାଇଁ ଅପୂରଣୀୟ କ୍ଷତି । ସ୍ୱର୍ଗତ ଭାରିମଲ୍ଲ ସଚେତନ ନାଗରିକ ମଞ୍ଚର
Read More...