Yearly Archives

2021

ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ

କଳାହାଣ୍ଡି, (ପି.କେ ସାହୁ) : ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଏହି
Read More...

ଅନ୍ୟା ଆସରରେ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ସମ୍ବଲପୁର କଳାକେନ୍ଦ୍ର ପ୍ରେକ୍ଷାଳୟରେ ଗତକାଲି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଅନ୍ୟା’ ପକ୍ଷରୁ ଆୟୋଜିତ ଏକ ସଭାରେ ଡ. ଦ୍ୱାରିକାନାଥ ନାୟକ ଓ ପ୍ରଶାନ୍ତ ମାଝୀଙ୍କ ଲିଖିତ 'ସମ୍ବଲପୁର ରଙ୍ଗମଞ୍ଚର ସୃଷ୍ଟି ଓ ସ୍ରଷ୍ଟା' ନାମକ ଏକ ପୁସ୍ତକ ଉନ୍ମୋଚିତ
Read More...

ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏସ୍‌ଭିଏ(ସହଭାଗୀ ବିକାଶ ଅଭିଯାନ) ସଭା ଗୃହଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଆଗ୍ରହୀ କୃଷକ ଦଳ ଓ କୃଷକ ଉତ୍ପାଦକ ଦଳର ଚିହ୍ନଟ ତଥା ଗଠନ ପକ୍ରିୟା
Read More...

ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଥିବା
Read More...

ଟି୨୦ ବିଶ୍ଵକପ : କୋହଲିଙ୍କ ୫୭ ଓ ପନ୍ତଙ୍କ ୩୯ବଳରେ ପାକିସ୍ତାନ ବିପକ୍ଷରେ ୧୫୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଟସ୍‌ ପଡ଼ିଛି ।
Read More...

ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ଗଣେଶ ପୋଡ ପରିଚାଳନା
Read More...

ପ୍ରଦୁଷଣ ମୁକ୍ତ ଭାରତ ସଚେତନତା ପଦଯାତ୍ରୀଙ୍କୁ ରେଡକ୍ରସ କର୍ମୀଙ୍କ ଉତ୍ସାହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଦୁଷଣ ମୁକ୍ତ ଓ ସ୍ଵଚ୍ଛ ଭାରତ ବର୍ଷର ସପ୍ନ ନେଇ ବାହାରିଥିବା ତିନି ପଦଚାରୀଙ୍କୁ ରେଡକ୍ରସ କର୍ମୀମାନେ ଉତ୍ସାହ ପ୍ରଦାନ କରିଛନ୍ତି । ଅକ୍ଟୋବର ମାସ ୭ ତାରିଖରୁ ରାୟପୁର ଠାରୁ ପଦଯାତ୍ରା ଶୁଭାରମ୍ଭ କରି ସମଗ୍ର ୨୯ ଗୋଟି ରାଜ୍ୟକୁ ଭ୍ରମଣରେ ଯାଇ ସଚେତନ
Read More...

ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୨
Read More...

ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି । ଏନେଇ ଆଜି ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିବା ବେଳେ ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ
Read More...

ଟେମରୀ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେ ଗଣ୍ତା ସମାଜ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ ସଂପାଦକ ଦେବାର ଛତର ତତ୍ତ୍ବାବଧାନରେ ଟେମରୀ ପଞ୍ଚାୟତ ସ୍ତରୀୟ
Read More...