Yearly Archives

2021

ମମିତା ମେହେର ହତ୍ୟାଘଟଣାକୁ ନେଇ କେଶରୀୟା ହିନ୍ଦୁ ବାହିନୀର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍‌ ସମୟରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବଳଦେବ ବେଦବାଗ୍‌ଙ୍କ ଉପସ୍ଥିତିରେ ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର
Read More...

ବେଲପଡା ଅଏଲାଭଟାଠାରେ ବ୍ଳକ ସ୍ତରୀୟ କଳା ଓ କଳାକାର ସମାବେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଏଁଲାଭଟାଠାରେ ବ୍ଳକ ସ୍ତରୀୟ କଲା ଓ କଲାକାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ କଳାକାର ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ନଗର ପରିକ୍ରମା
Read More...

ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ମହିଳାଙ୍କ ଦ୍ୱରାରା କୁମ୍‌କୁମ୍ ପର୍ବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଢେରାପଡାଠାରେ ଦେବାଙ୍ଗ ସଂପ୍ରଦାୟର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତି ଗୋଟିଏ ବର୍ଷ ଅନ୍ତରରେ ଶତାଧିକ ବର୍ଷ ଆଗରୁ ହୋଇ ଆସୁଥିବା ଏହି ଯାତ୍ରା ଦୀର୍ଘ ୯ଦିନ ଧରି ହେବାକୁ ଥିବା ବେଳେ ଏହାରି ମଧ୍ୟରେ ହର ଓ ଗୌରୀ
Read More...

ଭାରତ-ପାକ ଲଢ଼େଇ : ୬ରନରେ ୨ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ଭାରତ

ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଟସ୍‌ ପଡ଼ିଛି ।
Read More...

ଭାଲୁଡୁଙ୍ଗୁରି ଗ୍ରାମରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ଭାଲୁଡୁଙ୍ଗୁରି ବନ ସୁରକ୍ଷା ସମିତି ସଭାପତି ଚୈତନ୍ୟ ବରିହାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକମାନଙ୍କ ଏକ ବୈଠକ କଲ୍ୟାଣ ମଣ୍ଡପଠାରେ
Read More...

ସମଲେଶ୍ୱରୀ ମନ୍ଦିର ପୁନଃ ନିର୍ମାଣ ପ୍ରସଙ୍ଗ : ନରସିଂହ ମିଶ୍ରଙ୍କ ସହ ଆଲୋଚନା କଲେ ଦବୋତ୍ତର ଅଧିକାରୀ, ମନ୍ଦିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଲେଶ୍ୱରୀ ମନ୍ଦିର ପୁନଃ ନିର୍ମାଣ ପ୍ରସଙ୍ଗକୁ ନେଇ ଦେବୋତ୍ତର ଅଧିକାରୀମାନେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମୁଖ୍ୟତଃ ଦେବୋତ୍ତର ସମ୍ବନ୍ଧୀୟ ମନ୍ଦିରମାନଙ୍କ ସ୍ଥିତି ଉପରେ ଅଲୋଚନା ହୋଇଥିଲ। ।
Read More...

ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଥିବା ବେଳେ ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ
Read More...

ଓଏଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଜ୍ୟୋତି ପ୍ରକାଶ ଭୋଇଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟିକା ଗ୍ରାମର ଗାୟତ୍ରୀ କ୍ଲବ ଏବଂ ମହାତ୍ମାଗାନ୍ଧୀ ସମନ୍ୱିତ ବିକାଶ ପ୍ରତିଷ୍ଠାନ ତରଫରୁ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବଡଟିକା ଗ୍ରାମର ଜ୍ୟୋତି ପ୍ରକାଶ ଭୋଇଙ୍କୁ ଗାୟତ୍ରୀ କ୍ଲବ ପରିସରରେ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା : ଝରଣୀ ଗାଁକୁ ଆସି ମମିତାର ପରିବାରକୁ ଭେଟିଲେ ଜାତୀୟ…

ଦୋଷୀକୁ ଦଣ୍ଡ ଦେବା ସହ ରାଜ୍ୟ ଗୃହମନ୍ତ୍ରୀ ଓ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ଦାବୀଦୋଷୀଙ୍କୁ ଘଂଟ ଘଡାଉଥିବା ଓଡିଶା ସରକାରଙ୍କୁ କଲେ ତୀବ୍ର ନିନ୍ଦାଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବା ସହ ଗୃହ ରାଷ୍ଠ୍ର ମନ୍ତ୍ରୀଙ୍କ ଇସ୍ତାଫା ଦାବୀ, ଅନ୍ୟ ଅଭିଯୁକ୍ତକୁ କଠୋର
Read More...