Yearly Archives

2021

ମାଣ୍ଡୋସିଲରେ ସାଇ ଭଜନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସନ୍ଧ୍ୟା ୭ଟାରେ ମାଣ୍ଡୋସିଲ ହାରାବତୀ କଂପ୍ଲେକ୍ସଠାରେ ଏକ ଶ୍ରୀ ସତ୍ୟସାଇ ଭଜନ ଅନୁଷ୍ଠିତ ହୋଇଯାଇଛି । କଂପ୍ଲେକ୍ସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଭଜନରେ ଛିନ୍ଦେଇକେଲା ଓ ମାଣ୍ଡୋସିଲ ସାଇ ଭକ୍ତମାନେ ଉପସ୍ଥିତ ଥିଲେ । ଅରୁଣା ସାହୁ ମଞ୍ଚ
Read More...

ମହନନ୍ଦ ଫୁଏଲ ମଦନପୁରଠାରେ ଲଟେରୀ ମାଧ୍ୟମରେ ୧୦ ଜଣ ଭାଗ୍ୟଶାଳୀ ବିଜେତା ପାଇଲେ ପୁରସ୍କାର

କଳାହାଣ୍ଡି, (ପି. କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମହନନ୍ଦ ପେଟ୍ରୋଲ ପମ୍ପଠାରେ ବି.ପି.ସି.ଏଲ ସହାୟତାରେ ଗତକାଲି ଦୀପାବଳି ଅବସରରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଦର୍ଶନ ଦଣ୍ଡିଆ, ସମ୍ମାନିତ ଅତିଥି
Read More...

ପାର୍ବତ୍ୟ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ : ସୋଲାର ସିଷ୍ଟମ ପ୍ରକଳ୍ପ ଅଚଳ, ଆଲୋକୀକରଣରେ ବାଧା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭାଇସାଦାନୀ ଗ୍ରାମପଂଚାୟତ ପାଟଦର କୁଇମୁଣ୍ଡା ଗ୍ରାମରେ ସୋଲାର ସିଷ୍ଟମରେ ଆଲୋକ ସେବା ପ୍ରଦାନ କରାଯାଉଥିବା ବେଳେ ପ୍ରକଳ୍ପ ଆରମ୍ଭରୁ ଏକ ବର୍ଷ ପରେ ସୋଲାର ସିଷ୍ଟମ ପ୍ରକଳ୍ପ ଅଚଳ ହୋଇ ପଡିରହିଛି । ଯଥା ପୂର୍ବମ ତଥା
Read More...

ଝିତ୍ରୀଢୋଡା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଳସ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଝିତ୍ରୀଢୋଡା ଗ୍ରାମ ଠାରେ ହେବାକୁ ଥିବା ଗିରି ଗୋବର୍ଦ୍ଧନ ପୁଜା ପାଇଁ କଲସ ଯାତ୍ରା ହର୍ଷ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କଲସ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ନୁଆପଡା ଜିଲ୍ଲା ଯାଦବ ସମାଜର ସଭାନେତ୍ରୀ
Read More...

କଳାକାରଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ନୂଆପଡା ଜିଲ୍ଲା କଳାକାର ସଂଘର ପ୍ରେସମିଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଂସ୍କୃତି ସଂଘର ଡିସିଓ ଦାୟିତ୍ୱରେ ଥିବା ଅଧିକାରୀ କଳାକାର ମାନଙ୍କୁ ଅଣଦେଖା କରୁଥିବାରୁ ଆଜି ଜେକେଏସ୍‌ଏସ୍‌ ଏବଂ ବିକେଏସ୍‌ଏସ୍‌ର ସମସ୍ତ କଳାକାର ମେମ୍ବର ମିସି ଏକ ପ୍ରେସ୍‌ମିଟ୍‌ ରଖିଥିଲେ । ଜିଲ୍ଲା ଉପସଭାପତି ତ୍ରିମନ ମାଝୀଙ୍କ
Read More...

ଟିଟିଲାଗଡ଼ରେ ଦୀପାବଳି ପାଳନ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁ ଠୁ ସହର ସବୁଠି ଉତ୍ସବ ମୁଖର । ଛୋଟରୁ ବଡ଼ ପର୍ୟ୍ୟନ୍ତ ଦୀପାବଳି ପର୍ବକୁ ଧୁମଧାମରେ ପାଳନ ମଧ୍ୟ କରୁଛନ୍ତି । ମହିଳା ମାନେ ନିଜ ଘରରେ ଦୀପ ଜାଳିବା ସହ ଘର ବାହାରେ ବିଭିନ୍ନ ପ୍ରକାରର ଝୁଣ୍ଟି ମଧ୍ୟ ଆଙ୍କୁଛନ୍ତି
Read More...

ଆଗାମୀ ୬ ବର୍ଷରେ ଚାଇନା ପାଖରେ ଥିବ ୭୦୦ ପରମାଣୁ ବୋମା : ପେଣ୍ଟାଗନ୍ ରିପୋର୍ଟ ସାରା ବିଶ୍ୱକୁ ତାଜୁବ୍‌ କରିଛି

ୱାଶିଂଟନ୍ : ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ୱାରା ବୁଧବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ତାର ଆଣବିକ ଶକ୍ତିକୁ ଏକ ବର୍ଷ ପୂର୍ବରୁ ଆମେରିକା ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି କରୁଛି । ଏହା ସହିତ ରିପୋର୍ଟରେ କୁହାଯାଇଛି ଯେ, ଶତାବ୍ଦୀର ମଧ୍ୟଭାଗରେ ଚୀନ୍ ଆମେରିକୀୟ
Read More...

ଦେଢ଼ କୋଟି ଟଙ୍କାର ମୋବାଇଲ ଡକାୟତ ଗିରଫ, ୧୫୦୦ରୁ ଅଧିକ ମୋବାଇଲ୍‌ ଫୋନ୍ ଉଦ୍ଧାର

ନୋଏଡା : ନୋଏଡାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ମଥୁରା ପୋଲିସର ମିଳିତ ଚଢ଼ଉରେ ୧.୫୮ କୋଟି ଟଙ୍କାର ୧,୫୮୯ ମୋବାଇଲ୍ ଫୋନ୍ ଜବତ୍‌ କରିବା ସହିତ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡ଼କାୟତମାନେ ନୋଏଡାରୁ ବାଙ୍ଗାଲୋର ରାସ୍ତାରେ ଡକାୟତି ଘଟଣା ଘଟାଇଥିଲେ। ଏହାପୂର୍ବରୁ ଯାତ୍ରୀଙ୍କ ଠାରୁ
Read More...

ବାଣ ଭିଡ଼ିବା ବେଳେ ଅଘଟଣ : ଯୁବକ ଗୁରୁତର ଆହତ

ଢ଼େଙ୍କାନାଳ : ଦୀପାବଳି ଦିନ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ବାଣ ଭିଡ଼ା ସମୟରେ ହାତରେ ଫୁଟି ଯାଇଥିଲା ବାଣ । ଢ଼େଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି । ଆହତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦିଗନ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳେ ଦିଗନ୍ତ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ କଲେ ନରସିଂହ

ଦିବ୍ୟାଙ୍ଗଙ୍କୁ ସହାୟତା ଏକ ଦୟା ନୁହେଁ, ଏହାର ତାଙ୍କ ଅଧିକାର : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଯେଉଁ ଶିକ୍ଷଣୀୟ ସାମଗ୍ରୀ ତଥା ସହାୟତା ଉପକରଣ ପ୍ରଦାନ କରାଯାଉଛି ଏହା କାହାରି ଦୟାରେ ନୁହେଁ, ଏ ସବୁ ପାଇବା
Read More...