Yearly Archives

2021

ମଦନପୁରଠାରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁରଠାରେ ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ମଦନପୁର ୟଙ୍ଗଷ୍ଟାର ତରଫରୁ ଡ୍ୟାନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରାଜେଶ ଧଙ୍ଗଡ଼ା ମାଝୀ, ବକ୍ତା ହରି
Read More...

ମା’ କାଳୀଙ୍କ ପୂଜା ସମ୍ପନ୍ନ

ମ.ରାମପୁର, (ହେମନ୍ତ ସାହୁ) : ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ଦୁର୍ଗାମଣ୍ଡପଠାରେ ମା' କାଳୀଙ୍କ ପୂଜା ସମ୍ପନ୍ନ ହେଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ କର୍ମକର୍ତ୍ତା ଓ ପୂଜକଙ୍କ ମଧ୍ୟରେ ସୀମିତ ରହିଥିଲା ପୂଜାର୍ଚ୍ଚନା । ପ୍ରଥମେ ନିକଟସ୍ଥ ହରିହରସାଗରରୁ ଗଂଗା ଆବାହନ ସହ
Read More...

ଶ୍ରୀ ଶ୍ରୀ ରାମଜୀ ମନ୍ଦିରରେ ଦୀପାବଳି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ରାମଜୀ ମନ୍ଦିରଠାରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏକଜୁଟ ହୋଇ ଧୁମଧାମରେ ଦୀପାବଳି ପର୍ବ ପାଳନ କରିଥିଲେ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ
Read More...

ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକଙ୍କ ବିଶାଳ ରାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : କନିଷ୍ଠ ଶିକ୍ଷକ ସଂଘର ବିଶାଳ ରାଲି । ପିଏବି ହାରରେ ପରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ସଂଶୋଧନ କରି ଅନ୍ତର୍ଭୁକ୍ତ କରିବା ଦାବୀ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ବରଗଡ଼ ସହରର ନିଶାମଣି ପଡ଼ିଆରୁ ଆଜି ଏକ ବିଶାଳ
Read More...

ରତାଖଣ୍ଡି ରାସ୍ତାରେ ଦୁଇ ଟ୍ରକ ମୁହାଁମୁହିଁ : ଅଳ୍ପକେ ବର୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜାତୀୟ ରାଜପଥ ୨୬ ରତାଖଣ୍ଡି ମଦଦ୍ଭାଟି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ହୋଇଥିବା ବେଳେ ଅଳ୍ପକେ ଦୁଇ ଡ୍ରାଇଭର ବର୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୃତ ଗତିରେ ଟ୍ରକ ଗାଡିଟି ଆସୁଥିବା ବେଳେ ଦୁଇ ଗାଡି
Read More...

ଗତ ୨୪ ଘଂଟାରେ ୧୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୫୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

୨୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ : ନଷ୍ଟ ହେଲା ହଜାର ହଜାର ଗଛ

ଆଗଲପୁର, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ବରପାଲିଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଶସ୍ତିକରଣ ପାଇଁ ବଳି ପଡୁଛି ହଜାର ହଜାର ଗଛ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ସରକାର ଗଛ ଲଗାଇବା ପାଇଁ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ପାଇଁ ପ୍ରସ୍ତୁତ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ୩୧ତମ ବୋଇତବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ବୋଇତବନ୍ଦାଣ ଉତ୍ସବକୁ ପ୍ରତିକାତ୍ମକ ଭାବେ ଓ ନିରାଡମ୍ବର ରୂପେ
Read More...

ହମିରପୁର ଉନ୍ନୟନ ପରିଷଦର ସାଧାରଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ବିଭିନ୍ନ ସମସ୍ୟା ଓ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ହମିରପୁର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ତାରିଣୀ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ନିରଞ୍ଜନ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ସାବିତ୍ରୀ ଦାସ (୭୫) ତାଙ୍କ ସ୍ୱାମୀ କେଶବ ଦାସ (୮୦)ଙ୍କୁ ୭ ଦିନ ହେବ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ । ହେଲେ ଆଜି ସକାଳୁ କେଶବଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଏହି ସମୟରେ
Read More...