Yearly Archives

2021

ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟରେ ମହିଳା କଂଗ୍ରେସକୁ ସୁଦୃଢ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ନେତ୍ରୀ ସୁଶ୍ରୀ ନେତା ଡି ସୌଜା ପ୍ରଦେଶ ମହିଳା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କ ନାମ
Read More...

କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ମୋଦି : ୨୦୧୩…

ଉତ୍ତରାଖଣ୍ଡ : ପ୍ରଧାନମନ୍ତ୍ରୀ ମୋଦି କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନା କରିଛନ୍ତି । ୨୦୧୩ ପ୍ରଳୟଙ୍କାରୀ ବନ୍ୟା ପରେ ଉତ୍ତରାଖଣ୍ଡର ପୁନଃବିକାଶ ହେବ ବୋଲି ମୋଦି କହିଛନ୍ତି । କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
Read More...

ନାବେଡା ଅଭୟାରଣ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପରମ୍ପରା ଲାଲ୍‌ ବଙ୍ଗଳା, ଛୁଇଁବା ମନା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ । ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ
Read More...

୩୫ତମ ସାର୍ବଜନୀନ କାଳୀପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡାଠାରେ ଅନୁଷ୍ଠିତ ୩୫ତମ ସାର୍ବଜନୀନ କାଳୀପୂଜା ପାଇଁ ଗୁରୁବାର ଅପରାହ୍ନରେ କଳସ ଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିରାଡ଼ମ୍ବର ଭାବେ ହନୁମାନପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ
Read More...

ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ ଗୋଟି ହାଇସ୍କୁଲ ରୂପାନ୍ତରୀକରଣ ହେବାକୁ ଯାଉଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଫାଇଭ-ଟି, ଯୋଜନାକୁ ସଫଳ ରୂପାୟନର ଆନୟନ ନିମନ୍ତେ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବା ନିମିତ୍ତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୩ ଗୋଟି
Read More...

ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଦୀପାବଳି ଅବସରରେ ବରଗଡ଼ ସ୍ଥିତ ଏସ୍‌ଆର ପ୍ରେସ କାର୍ଯ୍ୟାଳୟରେ ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଦିବ୍ୟକିଶୋର ଦେବତା ଯୋଗଦାନ କରି
Read More...

ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୪୪…

ବରଗଡ, (ନିରୋଜ କୁମାର ପାଣୀ) : ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ୱର୍ଗତା ଶୈଳବାଳା ଧରଙ୍କ ସ୍ମୃତିରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସ୍ୱର୍ଗତା ଧରଙ୍କ ସ୍ଵାମୀ ଭୁବନେଶ୍ୱର ଧର ଫିତା କାଟି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରା.ପ.ରୁ ଜଣେ, ଟିଟିଲାଗଡ ବ୍ଲକ ମନିଗାଁ ଗ୍ରା.ପ.ରୁ ଜଣେ, ଦେଓଗାଁ କୁତୁର୍ଲା ଗ୍ରା.ପ.ରୁ ଜଣେ ଚିହ୍ନଟ
Read More...

ସରିଲା ସର୍ଟ ଫିଲ୍ମ ‘କପାଲ’ର ସୁଟିଂ : ଭିନ୍ନ ଏକ ସଂପର୍କର ନୀରବ କାହାଣୀ କହିବ ‘କପାଲ’

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ହେଉଛି ଷଷ୍ଠ ଫିଲ୍ମ ‘କପାଲ’ । ଏହାର ସୁଟିଂ କଳାହାଣ୍ଡି ଜିଲ୍ଲା ମ.ରାମପୁର ଏବଂ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଂଚଳରେ ଶେଷ ହୋଇଥିବା ଜଣାଯାଇଛି । ତେବେ
Read More...

ମମିତା ମେହେର ହତ୍ୟାକାଣ୍ଡ : ଚୁଡାପାଲିଠାରେ ଶୋକସଭା ଓ ପ୍ରତିବାଦ ସଭାରେ ଯୋଗଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟାକାଣ୍ଡ ଏକ ବିରଳ ଅପରାଧିôକ ଘଟଣା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ କେବେ ହେଁ ଜଣେ ବ୍ୟକ୍ତି ଘଟାଇ ପାରିବ ନାହିଁ । ସ୍ୱର୍ଗତ ମମିତା ମେହେରଙ୍କ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବାକୁ ସମାଜର ସମସ୍ତ ବର୍ଗର ଲୋକେ ଦାବୀ କରୁଛନ୍ତି ତେଣୁ ଏ ଘଟଣାରେ
Read More...