Yearly Archives

2021

ଗତ ୨୪ ଘଂଟାରେ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପାନ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ସୃଷ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ରାହ୍ମଣପଡାର ଏକ ପାନ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ
Read More...

୪ ଜଣ କରୋନା ପଜିଟିଭ ଚିହ୍ନଟ ହେଲେ ଟିଟଲାଗଡ ଡିଏଭି କଲେଜରେ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟଲାଗଡ ଡିଏଭି କଲେଜରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଖବର ପାଇବା ପରେ ଡିଏଭି କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ କ୍ୟାନ୍ସର ସଚେତନତା ରାଲି

ବରଗଡ, (ନିରୋଜ କୁମାର ପାଣୀ) : କ୍ୟାନ୍ସର ରୋଗର ଚିହ୍ନଟ ଓ ଚିକତ୍ସା ଯେତେ ଆବଶ୍ୟକ ଅଟେ ତା'ଠୁ ଢେର ଅଧିକ ଆବଶ୍ୟକ ଅଟେ ଲୋକଙ୍କୁ କ୍ୟାନ୍ସର ବିଷୟରେ ସଚେତନ କରିବା କାରଣ ଆମେ ପ୍ରତ୍ୟେକ ଦିନ ଏମିତି କିଛି ଦ୍ରବ୍ୟ ବ୍ୟବହାର କରୁଛୁ ଯାହା କ୍ୟାନ୍ସରର ମୁଖ୍ୟ କାରଣ ହୋଇପାରେ ତେବେ ଆସନ୍ତାକାଲି
Read More...

ସାରସ୍ୱତ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବଦୁଲ କଲାମ୍ ଜନକଲ୍ୟାଣ ପରିଷଦ ତରଫରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲିନା କୁମାରୀ ଖେସଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ସାରସ୍ୱତ ପ୍ରତିନିଧି ମଣ୍ଡଳୀ । ଉନ୍ମୋଚିତ ପୁସ୍ତକ ସ୍ମୃତି ସୁଧା ଓ ଫୁଲତୋଡା
Read More...

ବାର୍ଦ୍ଧକ୍ୟ ଆବାସରେ ଦୀପାବଳି ପାଳନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଜଗତ ମଙ୍ଗଳ କାମନା କରି ସାମୁହିକ ଦୀପଦଳି ପାଳନ କରାଯାଇଥିଲା । ପ୍ରଥମରେ ସମସ୍ତଙ୍କୁ ମାକ୍ସ ଓ ସାବୁନ ବଣ୍ଟନ କରାଯାଇଥିଲା । ପରେ ହାତଧୁଆର ୬ଟି
Read More...

ଯାଦବ ସମାଜ ଦ୍ୱାରା ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଯୁବ ଯାଦବ ସମାଜ କଂଟାବାଂଜି ଦ୍ୱାରା ସ୍ଥାନୀୟ ଗୋରୁବଜାର ଠାରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଶୁକ୍ରବାର ଦିନ ଧୁମଧାମରେ ପାଳିତ ହୋଇଯାଇଛି । ଏହି ପୂଜା ଅବସରରେ କଂଟାବାଂଜି ସହରାଂଚଳର ଶତାଧିକ ଯାଦବ ପରିବାର ଅଂଶ ଗ୍ରହଣ କରିଥିଲେ । ପ୍ରଥମେ
Read More...

୩୩ ବର୍ଷ ବୟସରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲି

ମୁମ୍ବାଇ : ଆଜି ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଜନ୍ମଦିନ । ବିରାଟ ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି । ନିଜ ଖେଳରେ ଭଲ ପ୍ରଦର୍ଶନ ସାଙ୍ଗକୁ ଚାର୍ମିଂ ଲୁକ୍ ପାଇଁ କୋହଲିଙ୍କ ସାରା ଦେଶରେ ବେଶ୍ ଲୋକ ପ୍ରିୟତା ରହିଛି । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ
Read More...

ମାନବିକତା ଦେଖାଇଲେ ଦରଦୀ ପ୍ରାଣ ଛତ୍ରପୁର ଥାନା ବାବୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅସୁସ୍ଥ ହୋଇ ରାସ୍ତା ପାଶ୍ୱର୍ରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧାଙ୍କୁ ଉଠାଇ ଆଣି ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଛନ୍ତି, ବୃଦ୍ଧାଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

ହୃଦଘାତରେ ଯୁବ ଚାଷୀଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମର ଯୁବ ଚାଷୀ ରାଧାକାନ୍ତ ଭୋଇଙ୍କ ୫୧ ବର୍ଷ ବୟସରେ ହୃଦଘାତ ରୋଗରେ ମୃତ୍ୟୁବରଣ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ନିଜ କ୍ଷେତକୁ ଭେଣ୍ତି ତୋଳିବା ପାଇଁ ଯାଇଥିଲେ ହାଠତ୍‌ ଅସୁସ୍ଥ ହେବାରୁ ଘରକୁ ଫେରି ଗ୍ରାମର ଘରୋଇ
Read More...