Yearly Archives

2021

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ନିଜ ଅଫିସରେ ଦୀପାବଳି ପୂଜା ପାଇଁ ପୂଜା ଥାଳି ସହ

ମୁମ୍ବାଇ : ଦୀପାବଳି ପର୍ବ ସମସ୍ତଙ୍କ ମୁହଁରେ ଆଲୋକ ଆଣିଦେଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ମୁହଁରେ ମଧ୍ୟ ସମାନ ଆଲୋକ ରହିଛି । ଦୀପାବଳି ପୂଜା ପାଇଁ ପ୍ରସ୍ତୁତି ବେଳେ କଙ୍ଗନା ସୋସିଆଲ ମିଡିଆରେ ଅନେକ ଛବି ସେୟାର କରିଛନ୍ତି । ଏହି ଚିତ୍ରଗୁଡ଼ିକରେ ଅଭିନେତ୍ରୀ ହସୁଥିବା ନଜରକୁ
Read More...

ଯଦି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ…

ମୁମ୍ୱାଇ : ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ମୂଲ୍ୟ ହ୍ରାସ କରିବା ଗୋଟିଏ ଦିନ ପରେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ବ୍ୟଂଗୋକ୍ତି କରି କହିଛନ୍ତି ଯେ, ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଯଦି ଚାହୁଁଛନ୍ତି, ତେବେ ବିଜେପିକୁ ସଂପୂର୍ଣ୍ଣ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୪ରୁ ୨ ଜଣ, ଟିଟିଲାଗଡ ବ୍ଲକ ମନିଗାଁ ଗ୍ରା.ପ.ରୁ ଜଣେ ଓ କତରକେଲା ଗ୍ରା.ପ.ରୁ ଜଣେ ଚିହ୍ନଟ
Read More...

ପଣ୍ତରିପାଣିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ମେଲଛାମୁଣ୍ତା ଗ୍ରାମ ପଞ୍ଚାୟତ ପଣ୍ତରିପାଣି ଗ୍ରାମରେ ଯୁବକମାନଙ୍କର ଏକ ବୈଠକ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦେଇ ବୃକ୍ଷ ରୋପଣ ଜଙ୍ଗଲ
Read More...

ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ

ପାଟନା : ବିହାରରେ ବିଷାକ୍ତ ମଦ ପିଇ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବେତିଆରେ ୮ ଜଣ ଏବଂ ଗୋପାଳଗଞ୍ଜରେ ୧୦ ଜଣଙ୍କର ମୃତ୍ୟୁ ସରକାରୀ ଭାବେ ନିଶ୍ଚିତ ହୋଇଛି । ଆଜି ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣଙ୍କର
Read More...

ଗୁଜୁରାଟର କଚ୍ଛରେ ଭୂକମ୍ପ : ରିକ୍‌ଟର ସ୍କେଲରେ ୫.୦ ତୀବ୍ରତା

ଗୁଜୁରାଟ : ଆଜି ଦିୱାଲୀ ଦିନ ଗୁଜୁରାଟର କଚ୍ଛରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍‌ଟର ସ୍କେଲରେ ୫.୦ ମାପ କରାଯାଇଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି କମ୍ପନ ଅପରାହ୍ନ ୩ ଟା ୧୫ମି. ସମୟରେ ଆସିଥିଲା । ଏହି ଭୂକମ୍ପ ସ୍ଥଳ ଦ୍ୱାରକାଠାରୁ
Read More...

ଅସ୍ଥାୟୀ ପିଅନ ନିଯୁକ୍ତିରେ ଅନିୟମିତତା ଅଭିଯୋଗ : ପ୍ରଶାସକଙ୍କ ଭୂମିକା ସନ୍ଦେହ ଘେରରେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକରେ କିଛିଦିନ ତଳେ ଅସ୍ଥାୟୀ ପିଅନ ତଥା କର୍ମଚାରୀ ନିଯୁକ୍ତି ଦିଆଯାଇଛି । ତେବେ ଏହି ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା
Read More...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଶିକ୍ଷୟିତ୍ରୀ ରଞ୍ଜିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭଗବାନଙ୍କ ଦ୍ଵାରା ସୃଷ୍ଟି ସମସ୍ତ ଜୀବ ଜଗତ ଓ ପ୍ରାଣୀ ଜଗତର ସର୍ବ ଶ୍ରେଷ୍ଠ କୃତି ହେଉଛି ମାନବ, ଯିଏ ନିଜ ନିଜକୁ ପ୍ରତିପାଳିତ କରିବା ସହ ଅନ୍ୟମାନଙ୍କ ସହାୟକ ପାଲଟିଥାଏ । ତେବେ ବହୁ କ୍ୱଚିତ୍‌ ମନୁଷ୍ୟ ନିଜର ଜନ୍ମକୁ ସାର୍ଥକତା କରି ନିଜ ଛଡା ଅନ୍ୟର
Read More...

ବିଜେପି ଦଳକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ବାଏ ବାଏ : ବିଜେଡି ଦଳରେ ହାଜର

ସଇଁନ୍ତଲା, (ଅଜିତ କୁମାର ସାହୁ) : କିଛି ମାସ ପରେ ପଞ୍ଚାୟତ ନିର୍ବାଚନ । ସବୁ ଦଳରେ ନେତାଙ୍କ ଅଦଳ ବଦଳ ଲାଗି ରହିଥାଏ ହେଲେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ ବିଜେପି ଦଳରୁ ବିଧିବଦ୍ଧ ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ପରିଷଦ ସଭାପତି ଶିବାଜୀ
Read More...

ଅସହାୟ ମହିଳାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ମହିଳା ବୟସ ୩୫ବର୍ଷ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ସୂଚନା ଅନୁସାରେ ମହିଳା ଜଣକଙ୍କ ଜୀବିତ ଅବସ୍ଥାର କିଛି ଭୁଲ ପାଇଁ ତାଙ୍କ ସ୍ଵାମୀ ତାଙ୍କର ଶବ ସତ୍କାର ପାଇଁ ରୋକ୍ ଠୋକ୍ ମନା କରିଦେଇ ଥିଲେ ।
Read More...