Yearly Archives

2021

ଚାମ୍ବର ଅଫ୍‌ କମର୍ସରେ ରେଳ ଡିଭିଜନ ପାଇଁ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରହିଛି ସଫଳ ରେଳ ଭିତ୍ତିଭୂମି । ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଜରିଆରେ ରାଜସ୍ୱର ସିଂହ ଭାଗ ଅର୍ଥାତ୍ ୭୦ପ୍ରତିଶତ ରାଜସ୍ୱ ଏହି ଅଂଚଳରୁ ଆଦାୟ ହେଉଛି । ସେହିପରି ରାଉରକେଲାର ବନ୍ଧମୁଣ୍ଡା ଅଞ୍ଚଳରେ ରହିଛି ଆବଶ୍ୟକ ଭିତ୍ତିଭୂମି…
Read More...

ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ବୃଦ୍ଧବୃଦ୍ଧାଙ୍କୁ ମାସ୍କ ଓ ଶୀତବସ୍ତ୍ର ବଣ୍ଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତାଡେପଲ୍ଲୀ ସାହିସ୍ଥ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୧ବୃଦ୍ଧି ପାଇଛି । ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଲା ଘାତକ କରୋନା ।…
Read More...

ଛତ୍ରପୁର ସହରାଞ୍ଚଳରେ ଆଶା ଦିଦିମାନେ ସକ୍ରୀୟ : ଘରେ ଘରେ ଚାଲିଛି ମାଆ ଓ ଶିଶୁଯତ୍ନର ପଦକ୍ଷେପ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ସର୍ବମୋଟ ୧୦ଜଣ ଆଶାଦିଦି ନିୟୋଜିତ ହୋଇଛନ୍ତି । ସହରାଞ୍ଚଳର ୧୪ଗୋଟି ୱାର୍ଡ ପାଇଁ ମାତ୍ର ୧୦ ଜଣ ଆଶାଦିଦି ନିୟୋଜିତ ହୋଇଥିବା ବେଳେ ଏବେ ଘରେ ଘରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ…
Read More...

ବିରୋଧୀ ସାଂସଦଙ୍କ ନିଲମ୍ବନକୁ ନେଇ ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ : ଆଜି ସଂସଦରେ ପୁଣି ଥରେ ହଙ୍ଗାମା ହେବାର ସମ୍ଭାବନା ଅଛି । ରାଜ୍ୟସଭାର ନିଲମ୍ବିତ ୧୨ ବିରୋଧୀ ସାଂସଦଙ୍କ ସହିତ କ’ଣ ହେବ, ତାହା ଆଜି ସ୍ପଷ୍ଟ ହେବ । କିନ୍ତୁ ବିରୋଧୀ କହିଛନ୍ତି ଯେ, ଏହା ଏକଛତ୍ରବାଦୀ ଶାସନ । ଗୋଟିଏ ପଟେ ଆଜି ୧୨ ଜଣ ସାଂସଦଙ୍କ ନିଲମ୍ବନ ଉପରେ ପରବର୍ତ୍ତୀ…
Read More...

ଗତ ୨୪ ଘଂଟାରେ ୨୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ…
Read More...

‘ସୁଧାର’ ସମ୍ପାଦକ ପରୀକ୍ଷିତ ଦାସଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇର ଶୋକ

ବ୍ରହ୍ମପୁର, (କେପିଏନଏସ୍‌) : ରାଉରକେଲାରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦପତ୍ର 'ସୁଧାର'ର ସମ୍ପାଦକ ପରୀକ୍ଷିତ ଚନ୍ଦ୍ର ଦାସଙ୍କ ପରଲୋକ ହୋଇଯାଇଛି । ଦାସଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ସଂଗଠନ ଜଣେ…
Read More...

କଂଗ୍ରେସର ଜନଜାଗରଣ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗତକାଲି ଏକ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦେଓଗାଁ ବସଷ୍ଟାଣ୍ଡରୁ ଆରମ୍ଭ କରି ଦେଓଗାଁ ବସ୍ତି ପରିକ୍ରମା କରି ଏକ ବାଇକ ରେଲିରେ ଜରାସିଂହାରେ…
Read More...

ଜିଲ୍ଲା କ୍ରିକେଟ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : କଟାପାଲି, ଜୟନ୍ତୀ ଯୁବକ ସଂଘ, ଉତ୍କଳ ଶାନ୍ତି କ୍ଲବ, ଗୋଡଭଗା…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହେଉଥିବା ଭିଜନ ୨୦-୨୪ ଅନ୍ତର୍ଗତ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ଗୁଡିକରେ କଟାପାଲି, ନବଜ୍ୟୋତି କ୍ଲବ, ଗୋଡଭଗା ସେଣ୍ଟ୍ରାଲ କ୍ଲବ, ଜୟନ୍ତୀ ଯୁବକ ସଂଘ ପ୍ରମୁଖ ବିଜୟୀ ହୋଇଛନ୍ତି ।…
Read More...

ରାଜ୍ୟସ୍ତରୀୟ ଥାଇବକ୍ସିଙ୍ଗ ଚାମ୍ପିୟନ ସିପ୍‌ରେ ପୁରୀ ଜିଲ୍ଲା ଡେଲାଙ୍ଗ ତୃତୀୟ ସ୍ଥାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନୁଗୁଳ ତାଲେଚେର ସାଉଥ ବଲଣ୍ଡାଠାରେ ରାଜ୍ୟସ୍ତରୀୟ ଥାଇ ବକ୍ସଙ୍ଗି ଚାମ୍ପିୟନସିପ୍‌ -୨୦୨୧, ନଭେମ୍ବର-୨୭, ୨୮ ଦୁଇଦିନ ଅନୁଷ୍ଟିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲା ପକ୍ଷରୁ ଡେଲାଙ୍ଗ ସ୍ପୋର୍ଟସ ଏକାଡେମୀର ୧୯ଜଣ କ୍ରୀଡାବିତ ଅଂଶ ଗ୍ରହଣ କରି…
Read More...