Daily Archives

ଓଡିଶା ବ୍ଲଡ ବ୍ୟାଙ୍କ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ବ୍ଲଡ ବ୍ୟାଙ୍କ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭୀମ ଭୋଇ ମେଡିକାଲର ରେଡକ୍ରସ ବ୍ଲଡ ବ୍ୟାଙ୍କ ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବ୍ଲଡ ବ୍ୟାଙ୍କର କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେ
Read More...

କେସିଙ୍ଗାରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଶୁଭାରମ୍ଭ

କେସିଙ୍ଗା, (ପି.କେ. ସାହୁ) : ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେସିଙ୍ଗା ସହର ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରୁ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀଙ୍କ ମୂର୍ତ୍ତିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏସ୍‌ଡିପିଓ କେସିଙ୍ଗା
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଭାତ ଫେରି ଏବଂ ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରାଧିକରଣ ସଚିବ ଦେବାଶିଷ ଦାଶଙ୍କ ତତ୍ତ୍ୱାବଧାନରେ ଏବଂ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେରଙ୍କ ସହଯୋଗରେ ଏକ ପ୍ରଭାତ ଫେରି ସ୍ଥାନୀୟ ସିଭିଲ୍‌ କୋର୍ଟରୁ
Read More...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଭାତରୁ ସୂଚନା ଓ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ଦାବୀରେ ଆଜିଠୁ ଗଣ ଆନ୍ଦୋଳନ : ଅକ୍ଟୋବର ମାସ ସାରା ହେବ ଗଣଧାରଣା

ପ୍ରଶାସନ ନଶୁଣିଲେ ଦୋକାନ, ବଜାର ବନ୍ଦ ଓ ବିଧାନସଭା ଘେରାଉ ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ଛବିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ ହୋଇଆସୁଛି । କିନ୍ତୁ ସରକାରଙ୍କ ଉଦାସୀନତା ତଥା
Read More...

ମ.ରାମପୁର ଡାକବଙ୍ଗଳା ଠାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ : ମ. ରାମପୁର ଶାଖାର ସ୍ୱତନ୍ତ୍ର ବୈଠକ…

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍‌ଡ କାଷ୍ଟ ଫେଡେରେସନ କଳାହାଣ୍ଡି, ମ. ରାମପୁର ବ୍ଲକ ଶାଖାର ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଫେଡେରେସନର କଳାହାଣ୍ଡି ଜିଲ୍ଲା
Read More...

ୟୁଜିବି ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମେନରୋଡ଼ଠାରେ ୟୁଜିବି ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହେଇଯାଇଛି । ସିଡ଼ିପିଓ କୁସୁମ ପ୍ରହରାଜ ଏହି ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିବା ବେଳେ ଜୀବିକା ମିଶନ ସଂଯୋକକ ଦିପ୍ତୀ ରଂଜନ ନାୟକ, ଏପିଓ ମୋନାଲିସା ସାମଲ ପ୍ରମୁଖ
Read More...

ସାମ୍ବାଦିକ ଶିବଶଙ୍କର ବିଶ୍ୱାଳଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ଵାଳଙ୍କ ପିତା ଆଦିକନ୍ଦ ବିଶ୍ଵାଳଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ ଭଲ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ
Read More...

ଗାନ୍ଧୀ ଜୟନ୍ତୀ ଉପଲେକ୍ଷ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ଖରମୁଣ୍ଡା ଠାରେ ସଚେତନ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବେଡା ଝାଙ୍କର୍, ନାରାୟଣ ଖମାରୀ, ବିପିନ୍ ପଧାନ, ମନୋଜ ରଣା,
Read More...