Daily Archives

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ମହକୁମାଠାରେ ଆଜି ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ଛତ୍ରପୁର ଆମ ପୋଲିସ ସମିତି ପକ୍ଷରୁ ସହରରେ ଟ୍ରାଫିକ ସଚେତନତା ରାଲି

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଜୀଙ୍କ ସ୍ମୃତିପ୍ରତି ସମ୍ମାନ ଜଣାଇ ଛତ୍ରପୁର ଆଦର୍ଶ ଥାନା ତଥା ଆମ ପୋଲିସ ସମିତି ଆନୁକୂଲ୍ୟରେ ଛତ୍ରପୁର ସହରରେ ଟ୍ରାଫିକ ଶୃଙ୍ଖଳା ସଚେତନତା ଉପରେ ଏକ ରାଲି ବାହାରିଥିଲା । ରାସ୍ତାର ନିୟମମାନି ଗାଡିଚଳାଇବା,
Read More...

ସିନ୍ଧି ଚୋରଠୁ ସାଇବର୍‌ ଚୋର

✍ ମୀନକେତନ ବାରଲେବଡ଼ିଆ ସିନ୍ଧିଚୋର - ମାଟିକାନ୍ଥକୁ କଣା କରି ଚୋର ଘର ଭିତରକୁ ପଶୁଥିଲା ଓ ବାସନକୁସନ ସମେତ ଘରେ ଯାହା ପାଇଲା ତାକୁ ନେଇଯାଉଥିଲା । ଭଲ କଂସା ବାସନ ଦୁଇଖଣ୍ଡ କାହା ଘରେ ଥିଲେ ମଧ୍ୟ ସିନ୍ଧି ଖୋଳି ନେଇଯାଉଥିଲେ । ଏମିତି ବି ହେଇଛି, ଝିଅ ବାହାଘର ପାଇଁ ସବୁ ଜିନିଷ କିଣା
Read More...

ସାମାଜିକ ସେବା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯ୍ୟକ୍ରମ ପାଟଣାଗଡ ବ୍ଲକ ଉଲବା ଗ୍ରାମର ହାଇସ୍କୁଲ ପରିସର ଓ ରାସ୍ତା ସଫେଇ କାର୍ଯ୍ୟକ୍ରମରେ ପାଟଣାଗଡ
Read More...

ସିନାପାଲିରେ ଜଳସେଚନ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ବିଜେଡ଼ି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଜଳସେଚନ ସୁବିଧା ପାଇଁ ବିଜେଡ଼ି ପକ୍ଷରୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ଵରେ ଏକ
Read More...

ବଲାଙ୍ଗିର ଜେଏସ୍‌ଏମ୍‌ କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ଥିବା ଜେଏସ୍‌ଏମ୍‌ ବାଣିଜ୍ୟ କଲେଜରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କଲେଜର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ
Read More...

ସିନାପାଲିରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା

ସିନାପାଲି, (ନିରାକାର ମେହରେ) : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ବିଜେପିର ସେବା ଓ ସମର୍ପଣ ପକ୍ଷକୁ ନେଇ ଚାଲୁଥିବା ଜନ ଆଶୀର୍ବାଦ ଯାତ୍ରା ଆଜି ସିନାପାଲିରେ ପହଞ୍ଚିଛି । କଳାହାଣ୍ଡି ସାଂସଦ ବସନ୍ତ
Read More...

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର ଆୟୋଜନ କରି ଜାତୀୟ ରକ୍ତଦାନ ଦିବସ ପାଳନ କଲା ନିଷ୍ଠା ପରିବାର । ଏଥିରେ ମୁଖ୍ୟ ଅତିଥି ଭାବରେ ପାର୍ବତୀ ଗିରି ବୃଦ୍ଧାଶ୍ରମ ମୁଖ୍ୟ
Read More...

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗାନ୍ଧୀ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗର ପରିସରରେ ଗାନ୍ଧୀ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଇଛି । ଏହି ଉତ୍ସବ କ୍ରମରେ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପରେ ଗାନ୍ଧୀ ଭଜନ ପରିବେଷଣ
Read More...
error: Content is protected !!