csstore

ୟୁଜିବି ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମେନରୋଡ଼ଠାରେ ୟୁଜିବି ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହେଇଯାଇଛି । ସିଡ଼ିପିଓ କୁସୁମ ପ୍ରହରାଜ ଏହି ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିବା ବେଳେ ଜୀବିକା ମିଶନ ସଂଯୋକକ ଦିପ୍ତୀ ରଂଜନ ନାୟକ, ଏପିଓ ମୋନାଲିସା ସାମଲ ପ୍ରମୁଖ ଉପସ୍ଥିତ ରହି ଏହି କେନ୍ଦ୍ର ଉଦ୍‌ଘାଟନ କରିଥିବା ବେଳେ ଏହା ଗ୍ରାହକଙ୍କୁ ଅନେକ ସେବା ଯୋଗାଇ ଦେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.