pakka

ଓଡିଶା ବ୍ଲଡ ବ୍ୟାଙ୍କ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ବ୍ଲଡ ବ୍ୟାଙ୍କ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଭୀମ ଭୋଇ ମେଡିକାଲର ରେଡକ୍ରସ ବ୍ଲଡ ବ୍ୟାଙ୍କ ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବ୍ଲଡ ବ୍ୟାଙ୍କର କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ଲଡ ବ୍ୟାଙ୍କ ତରଫରୁ ଦୀପକ ବରାଳ, ଅନିଲ କୁମାର ନନ୍ଦ, ନରେଶ ଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର ବାଗ ଓ ସବୀତା ପୁରୋହିତ ରକ୍ତଦାନ କରିଥିଲେ । ଏହି ଅବସରରେ ଡା. ଆରତୀ ପଣ୍ଡା, ରଞ୍ଜନ ବରାଡ, ଅସିତ ସାହୁ ଓ ଡ. ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

8 + 7 =

error: Content is protected !!