Monthly Archives

March 2021

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ : ଏକ୍‌ଟିଭ୍‌ ଆକ୍ରାନ୍ତ ୧୨ ଚିକିତ୍ସାଧୀନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଛି । ସରକାରୀ ସୂତ୍ର ଅନୁସାରେ ଜିଲ୍ଲାରେ ୧୨ ଜଣ କରୋନ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୮୬୯ ଜଣ କରୋନା ଆକ୍ରାନ୍ତ ହୋଇଥିବା
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ : ଆଜି ୮୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ ରହିଛି । ଆଜି ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

‘ନବୀନ’ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ‘ନବୀନ’ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟୋବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ
Read More...

ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ କଳାହାଣ୍ଡିର କବି

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ବିଶ୍ୱ କବିତା ଦିବସ ଅବସରରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ ଡେଙ୍ଗ ଥେନ, ଆମେରିକାରୁ ମିହୋ ନୋନାକା, ଜାପାନରୁ
Read More...

ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲା : ନ୍ୟାୟ ମାଗୁଛି ନାବାଳିକା, ବିଦ୍ୟାଳୟ ପରିସରରେ ଶିକ୍ଷକଙ୍କୁ ରହିବାକୁ…

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନନିର୍ୟ୍ୟାତନା ମାମଲା ହେବା ପରେ ,ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ତେବେ ଗତ ୧୩
Read More...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ବ୍ଳକ କାର୍ୟ୍ୟାଳୟ ଆଗରେ ଧାରଣା, ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି…

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ଧୂନକେଡା ଗ୍ରାମର ଭାସ୍କର ଛତ୍ରିଆଙ୍କ ଗତକାଲି ୪ଘଣ୍ଟା ସମୟରେ ପାଖରେ ଥିବା ଏକ ପତ୍ର ଫଡ଼ି ନିକଟସ୍ଥ(ପୋଲ) ଠାରେ ଯୁବକଙ୍କ ଅଚେତ ଅବସ୍ଥାରେ ତାଙ୍କ ଶରୀର ପରିବାର ଲୋକେ ଉଦ୍ଧାର କରିଥିଲେ । ସେହି
Read More...

ଓସିଏ ଭିଜନ ୨୦୨୪ : ବୁଡାବାହାଲ ଓ କଣ୍ଟାବାଞ୍ଜି କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ବୁଡାବାହାଲ କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ
Read More...

୧୦ ଦଫା ଦାବୀରେ ଅଭିଭାବକ ମହାସଂଘର ଆମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୦ ଦଫା ଦାବୀ ତଥା ଜିଲ୍ଲାପ୍ରଶାସନର ଅପାରଗତା ବିରୁଦ୍ଧରେ ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜି‌ଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନର ଡାକରା ଦେଇଛି । ସେହି କ୍ରମରେ ମହାସଂଘର ଉପାଧକ୍ଷ୍ୟ ପ୍ରଦ୍ୟୁମ୍ନ ମିଶ୍ର, ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ରପାଣୀ
Read More...

ବୌଦ୍ଧ ବରିଷ୍ଠ ସାମ୍ବାଦିକ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ କାର୍ୟ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର
Read More...

ମୁରିବାହାଲ ଠାରେ ଯୁବ କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ‘ଧରନୀ’ ମହୋତ୍ସବ

ମୁରିବାହାଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧପଡ଼ା ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ, ବଲାଙ୍ଗିରର ଆନୁକୂଲ୍ୟରେ ପ୍ରଥମ ବାର୍ଷିକ 'ଧରନୀ' ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟ ଦେବୀ ମା' ଜାଡେନ ପୀଠରେ କୁକୁଡ଼ା ବଳି ଦେଇ ସାମାଜିକ ରୀତିନୀତିରେ
Read More...