Monthly Archives

March 2021

ପାଇକମାଲ ବ୍ଲକ ସ୍ତରୀୟ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିଶୁ ଅଧିକାର ସମିତି ବରଗଡ ଦ୍ୱାରା ପାଇକମାଲ ବ୍ଲକ ସଭା ଗୃହରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଏକ ତାଲିମ ଶିବିର ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାଦେବ ବେହେରା ତାଲିମ ପ୍ରଦାନ କରିଥିବା
Read More...

ବିଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସାନପୋଡାଗୁଡା ଗ୍ରାମ ପଞ୍ଚାୟତର ମଙ୍ଗଳପୁର ଠାରେ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା ବ୍ରହ୍ମଯଜ୍ଞ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ମାର୍ଚ୍ଚ ଶୁକ୍ରବାରକୁ ହେବାକୁଥିବା ତିନି ଦିନିଆ ବି‌ଶ୍ୱଶାନ୍ତି ମହିମା ବାଲ୍ୟଲୀଳା
Read More...

ବେଲଘର ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ସହ ବିଭିନ୍ନ ଜନହିତକର କାର୍ୟ୍ୟକ୍ରମ ଆୟୋଜିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ୧୨୭ ବାଟାଲିୟନର ଇନ୍ସପେକ୍ଟର ବେଣୁକୁମାର ଏବଂ ଏଏସଆଇ ଇସଲାମ ଖାନ
Read More...

ଆମରଣ ଅନଶନକୁ ବଲାଙ୍ଗିର କେଶରୀୟା ହିନ୍ଦୁ ବାହିନୀର ସମ୍ପୂର୍ଣ୍ଣ ସମର୍ଥନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ୧୦ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲା । ତେବେ ଏହାକୁ ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଯାଇଥିବା ବେଳେ ଏଥିରେ କେଶରୀୟା ହିନ୍ଦୁ
Read More...

ଡେଲାଙ୍ଗ ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା : ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫଣି ବାତ୍ୟାରେ ଘରଭଙ୍ଗା ପ୍ରାପ୍ୟରୁ ବଂଚିତ ହିତାଧିକାରୀ ମାନଙ୍କୁ ପୂର୍ଣ୍ଣ ସହୟତା ରାଶି ପ୍ରଦାନ ନେଇ ଡେଲାଙ୍ଗ ବ୍ଲକର ୨୧ଟି ପଚାଂୟତର ଫଣି କ୍ଷୟକ୍ଷତି ହିତାଧିକାରୀ ମଚଂ ପକ୍ଷରୁ ଆଜି ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା ସମିତି ସଭ୍ୟ ଦୁର୍ଗା ଚରଣ
Read More...

ଆଖି ଲାଗି ଯିବାରୁ ଗଛରେ ପିଟି ହେଲା ଟାଟା ପିକ୍‌ଅପ୍‌

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ମଧୁପୁର-ଖୁଂଟବନ୍ଧ ମଝିରେ ଆଜି ଭୋର ପ୍ରାୟ ସାଢ଼େ ୪ ଟା ବେଳେ ଏକ ଟାଟା ପିକ ଅପ ଗାଡି ନଂ ଓଡ଼ି ୦୭/ଇ -୧୬୧୪ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୌଭାଗ୍ୟକୁ ଗାଡିର ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇ ଅଳ୍ପକେ ନିଶ୍ଚିତ ବଡ
Read More...

ପଥରଚେପାରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଞ୍ଚାୟତର ପଥରଚେପା ଠାରେ ଆଜି ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ପରିବେଶ ସଚେତନା କାର୍ଯ୍ୟକ୍ରମ କରାଯାଇଛି । ଗତକାଲି ପ୍ରଥମେ ଗନ୍ଧରେଲକୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇ ଗାଁରେ ବୈଠକ କରାଯାଇ ଲୋକଙ୍କୁ ସଚେତନ
Read More...

ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ !

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ । ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର
Read More...

କରୋନା ବିରୁଦ୍ଧରେ ଲଢେଇ ଜାରି ରଖନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ, ଶାରିରୀକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା
Read More...

ବିନା ନୋଟିସରେ ବିଦ୍ୟୁତ କାଟ୍‌କୁ ଆମ୍ ଆଦମୀ ପାର୍ଟିର ଵିରୋଧ

ବରଗଡ଼, (ନିରୋଜ କୁମାର ପାଣୀ) : ମାର୍ଚ୍ଚ ମାସର ଆଳ ଦେଖାଇ ୱେସ୍କୋ ଏବେ ଉପଭୋକ୍ତାଙ୍କ ଠାରୁ ଟଙ୍କା ଅସୁଲି କରିବା ସହ ପୈଠ ନକଲେ ବିଦ୍ୟୁତ ସଂଯୋଗ କାଟ୍ କକରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ୧୫ ଦିନର ନୋଟିସ ନଦେଇ ଜୋରଜବରଦସ୍ତ ବିଦ୍ୟୁତ କାଟ୍ କୁ ଜନ ସାଧାରଣ ସହ୍ୟ କରି
Read More...