Daily Archives

ସମାଜସେବୀ ପବିତ୍ର ଦେହେରିଙ୍କ ମାତୃ ବିୟୋଗ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଶିଷ୍ଟ ସମାଜସେବୀ ପବିତ୍ର ଦେହେରିଙ୍କ ମାଆ ରାତ୍ନୀ ଦେହେରିଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ତିନି ଦିନ ପୂର୍ବେ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଖେଦା ପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁତାଙ୍କର ପରଲୋକ
Read More...

ଗଛ ତଳେ ସମ‌ନ୍ୱୟ ଶିଶୁ ବିକାଶ ଯୋଜନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ପଞ୍ଚାୟତ ଅନ୍ତର୍ଗତ ସିଂହନପୁର ଗ୍ରାମରେ ଗଛତଳେ ଅଙ୍ଗନୱାଡି ସେଣ୍ଟର ଚାଲିଛି । ପରିତାପର ବିଷୟ ଯେ, ଆଜକୁ ୧୧ ବର୍ଷ ହେଲା ଅଙ୍ଗନୱାଡି ଗୃହ ନ ଥିବାରୁ ଗୋଟିଏ ବ୍ଲକ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିଲା । ବ୍ଲକ ଘରେ
Read More...

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କ୍ଷ ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ
Read More...

ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ : ‘ପଶ୍ଚିମ ଓଡିଶା…

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୱରେ ତଥା ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକତ୍ସାଲୟ, ଟୁକୁର୍ଲ୍ଲା ବରଗଡ଼ ଠାରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ
Read More...

କେବେ କାର୍ୟ୍ୟକ୍ଷମ ହେବ ଝାରବନ୍ଧ ପ୍ରାଣୀ ଚିକିତ୍ସାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ନୂତନ ନିର୍ମିତ ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ଧରି ବନ୍ଦ ରହିଛି । ଏଠି ଡାକ୍ତର ନିଯୁକ୍ତି ହୋଇଛି କି ନାହିଁ, କି ଡାକ୍ତର ନିୟମିତ ଆସୁନାହାନ୍ତି, ଏ ବିଷୟରେ ଅଞ୍ଚଳର ଲୋକମାନେ ମଧ୍ୟ
Read More...

ମୁକ୍ତିଲାଭ ଅପେକ୍ଷାରେ ସଚେତନଧର୍ମୀ ସମ୍ବଲପୁରୀ ଗୀତ ‘ମାଲ୍ ଟା କଲା ମତେ କାଲ୍’

ଆଗଲପୁର, (ପୁସ୍ତମ ଯୁଆଡି) : ଆଗଲପୁର ଶଙ୍ଖୁଆର ରୋହିତ୍ ଜେ ୭ ପ୍ରଡକ୍ସନ ହାଉସରେ ପ୍ରସ୍ତୁତ ହୋଇଯାଇଛି ବହୁତ୍ ସୁନ୍ଦର ମଦ ଉପରେ ଏକ ସଚେତନ ଧର୍ମୀ ଗୀତ "ମାଲ୍‌ ଟା କଲା ମତେ କାଲ୍‌"। ଏହି ଗିୀତର ରେକର୍ଡିଂ ଏମ.ଏସ. ଷ୍ଟୁଡିଓ ଡୁଙ୍ଗୁରିପାଲିରେ ସରିଯାଇଛି । ଏହି ଗୀତଟିକୁ ସୁନ୍ଦର ଭାବେ
Read More...

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ଅନୁଷ୍ଠିତ

ସମ୍ୱଲପୁର : ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶର ରାଜ୍ୟ କାର୍ୟ୍ୟକାରିଣୀ ଅଧିବେଶନ ସମ୍ୱଲପୁର ସ୍ଥିତ କୁଲତାକାନି ଖୋଳଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ ସଭାପତି ମହେନ୍ଦ୍ର ନାଏକ ଅଧକ୍ଷତାରେ ପାଟ୍ରନ୍ ରବିନାରାୟଣ ନାୟକ, ପ୍ରଦେଶ ମହିଳା
Read More...

ସମ୍ବଲପୁରୀ ୟୁଆଇ ମୋବାଇଲ୍ ଆପ୍ଲିକେସନ୍ ନୋଡସ୍ ବ୍ଲଗ୍ ପ୍ରସ୍ତୁତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁନିଆର ସର୍ବପ୍ରଥମ ସମ୍ବଲପୁରୀ ୟୁଆଇ (ୟୁଜର୍ ଇଣ୍ଟରଫେସ୍) ମୋବାଇଲ୍ ଆପ୍ଲିକେସନ୍ ନୋଡସ୍ ବ୍ଲଗ୍ ପ୍ରସ୍ତୁତ କରାଯାଇଛି । ଯାହାର ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ୟ୍ୟ ପଶ୍ଚିମ ଓଡ଼ିଆରେ ସ୍ଥିତ ସଫ୍ଟୱେର୍ କମ୍ପାନୀ ଟିବିଏସ ସଫ୍ଟୱେର୍ ଦ୍ଵାରା ସମ୍ପାଦନା
Read More...

କଂଗ୍ରେସ ଦଳ ପକ୍ଷରୁ ଆସନ୍ତା କାଲି ବନ୍ଦ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ସୋମବାର ଦିନ ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ସାରା ଓଡିଶାରେ ବନ୍ଦ ପାଳନ କରାଯିବାର କଂଗ୍ରେସଦଳ ପକ୍ଷରୁ କାର୍ୟ୍ୟକ୍ରମ ରହିଛି । ପେଟ୍ରୋଲ, ଡିଜେଲ ଅହେତୁକ ଦରବୃଦ୍ଧି ତଥା ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୂତୁହୂତୁ ମୂଲ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ୨ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ଜଣେ ଓ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ.୨ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୩ ଜଣ ଏକ୍‌ଟିଭ୍‌
Read More...