Yearly Archives

2020

ଧର୍ମପ୍ରାଣ ମହିଳା ବେଲମତୀ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମ ସାମ୍ବାଦିକ ବନବାସ ସାହୁଙ୍କ ମାତା ଧର୍ମପ୍ରାଣା ମହିଳା ବେଲମତୀ ସାହୁ(୯୦)ଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱର୍ଗୀୟା ସାହୁଙ୍କ ପରିବାର ଗତ ୨୩ ବର୍ଷ ହେଲା ଅତାବିରା ଥାନା ଜହ୍ନାପଡା କର୍ଣ୍ଣାଟିକା ଗ୍ରାମରୁ
Read More...

ଚନ୍ଦନଭାଟି ପେକ୍ସ୍ ଥି ସାର୍ ଅଭାବ୍ : ଡିଲର୍ ମାଲେମାଲ୍‌, ଚାଷୀର୍‌ ବୁଡଲା ହାଲ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗଲା ଚାଏରଦିନ୍ ତଲେ ପାଖର୍‌ ଚନ୍ଦନଭାଟି ପେକ୍ସ୍ କେ ଆସିଥିଲା ୧୮୦ ବସ୍ତା ୟୁରିଆ ସାର୍, ହେଲେ ରାତିର୍ ବାର ବଜେନୁ ଚାଷୀ ଲମ୍‌ବା ଧାଡି ଲମିଥିଲେ ପେକ୍ସ ଆଘେ । ସକାଲର ୯ ବଜେନୁ ଆଧାରକାର୍ଡ ଛିନିକରି ଗୁଟେ ଉତାରୁ ଗୁଟେ ଚାଷୀକେ ଦିଆଗଲା ସାର୍, ହେଲେ ୧୮୦
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁରରେ ପତ୍ରିକା ଗେଟ୍‌ ଉଦ୍‌ଘାଟିତ : ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ…

• ଭାରତୀୟ ଅନୁଷ୍ଠାନଗୁଡିକ ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ପୁରସ୍କାର ପ୍ରଦାନ କରିବା ଉଚିତ : ପ୍ରଧାନମନ୍ତ୍ରୀ• ସମାଜକୁ ସକାରାତ୍ମକଭାବେ କିଛି ଦେବା ସାମ୍ବାଦିକ ପାଇଁ କେବଳ ଜରୁରୀ ନୁହେଁ, ବ୍ୟକ୍ତି ହିସାବରେ ଏହା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ• ଉପନିଷଦର ଜ୍ଞାନ ଏବଂ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୨୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୩୮
Read More...

ହଠାତ୍‌ ଗାଏବ ହେଲେ ଏକ ପରିବାର : ଘର ମୁଖିଆଙ୍କ ଶବ ମିଳିଲା ଘର ଭିତରେ ମାଟି ତଳୁ

ବରେଲି : ନିକଟସ୍ଥ ପିଲିଭିତ ଅଧୀନସ୍ଥ ମାଧୋଦାଣ୍ଡା ଥାନାର କେସରପୁର ଗାଁରେ ଗତ ୪ ଦିନ ତଳେ ହଠାତ୍‌ ଗାଏବ ହୋଇଗଲେ ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର । ଘର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଅକସ୍ମାତ୍‌ ଗାଁରେ ଏକ ପରିବାରର
Read More...

ଜଳସମ୍ପଦ ମନ୍ତ୍ରୀଙ୍କ ତିର୍ତ୍ତୋଲ ବ୍ଲକର ବନ୍ୟାଂଚଳ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକର ବନ୍ୟାଂଚଳ ପରିଦର୍ଶନ କରି ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। କ୍ରିଷ୍ଣାନନ୍ଦପୁରଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ
Read More...

ନୂଆ ସଂକ୍ରମଣ ଦେଶରେ ଆଜି ୮୯,୭୦୬ : ୧୧୧୫ ଜଣଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ : ଆଜି ଦେଶରେ ପୁଣି ନୂଆ ସଂକ୍ରମଣଙ୍କ ସଂଖ୍ୟା ୮୯,୭୦୬ ରହିଥିବା ବେଳେ ଗତ ୨୪ ଘଂଟାରେ ୧୧୧୫ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି । ଦେଶରେ ଏବେ ୪୩.୭ ଲକ୍ଷ ଲୋକ ଏହି ମହାମାରୀର କବ୍‌ଜାକୁ ଆସି ଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୮,୯୭,୩୯୪ ଜଣ ଜୀବନ ହରାଇ ସାରିଛନ୍ତି କରୋନା
Read More...

ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର
Read More...

ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ

• ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ୟ୍ୟକ୍ରମରେ ସାମିଲ• ଆନ୍ତର୍ଜାତିକ ସୌର
Read More...

ପେକ୍ସରେ ମିଳୁନି ୟୁରିଆ ସାର : ବାଧ୍ୟ ହୋଇ କଳାବଜାରୀମୁହାଁ ହେଲେଣି ଚାଷୀ : ଚଢା ଦରରେ ବିକୁଛି ଡିଲର୍

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପେକ୍ସରେ ୟୁରିଆ ସାରର ଘୋର ଅଭାବ ଦେଖାଯାଉଛି । ଯାହାଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ୨ଶହ ପ୍ୟାକେଟ ବଦଳରେ ୧୮୦ ପ୍ୟାକେଟ ସାର୍ ବଣ୍ଟନ କରାଯାଇଥିଲା । ବହୁ ଚାଷୀ ସାର ନ ପାଇ ନିରାଶାରେ ଫେରି
Read More...