Yearly Archives

2020

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ : ୧୭ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ ୧୭ ଜଣ ସାଂସଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହେବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି. ସାଂସଦ ଅନନ୍ତ କୁମାର ହେଗ୍‌ଡେ଼ ମଧ୍ୟ ସାମିଲ୍‌ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ
Read More...

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣାଙ୍କ ଦାୟିତ୍ୱ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା, ଆଇଏଏସ୍‌ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କଠାରୁ ଦାୟିତ୍ୱ ନେଇଛନ୍ତି । ଶ୍ରୀ ରାଣା ୨୦୧୪ ବ୍ୟାଚ୍‌ର ଆଇଏଏସ୍
Read More...

କ୍ୱାରେନଟାଇନ ସେଣ୍ଟର ହୋଇଥିବା ରିନବଚନ ସ୍କୁଲ ଅନାବନା ଲଟାରେ ପରିପୂର୍ଣ୍ଣ : ସରପଞ୍ଚଙ୍କ ନିଘା ନାହିଁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ସ୍କୁଲ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ସୂଚନାରୁ ପ୍ରକାଶ ଯେ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ପ୍ରବାସୀ ଶ୍ରମିକମାନେ ରହିବା
Read More...

ମୋ’ ଭାଇ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି : ମୃତ ଅଧ୍ୟାପକ ପ୍ରକାଶଙ୍କ ବଡ଼ଭାଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୋ’ ଭାଇ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମୃତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ବଡ଼ଭାଇ ସରୋଜ କୁମାର ସାହୁ ବଲାଙ୍ଗିର ଏସ୍‌ପି.ଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୩୧ ତାରିଖ
Read More...

୯ ଦଫା ଦାବୀ ନେଇ ଏସ୍.ୟୁ.ସି.ଆଇ.(ସି)ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଭିନ୍ନ ଜନ ସମସ୍ୟାର ସମାଧାନ ଦାବୀ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍.ୟୁ.ସି.ଆଇ(ସି) ବଲାଙ୍ଗିର ଶାଖା ତରଫରୁ ଅଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ୯ ଦଫା ଦାବୀ ସମ୍ମିଳିତ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଜରୁରୀ କାଳୀନ
Read More...

କାଠ ଚୋର ଓ ବନ୍ୟଜନ୍ତୁ ଶିକାରୀଙ୍କ କପାଳ ଖୋଲିଲା : ସମସ୍ତ ରେଂଜରମାନଙ୍କଠାରୁ ରାଜ୍ୟ ସରକାର ପ୍ରତ୍ୟାହାର କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର କବଳରେ ରାଜ୍ୟର ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ସମସ୍ତ ରେଂଜରଙ୍କଠାରୁ ଚାରିଚକିଆ ଯାନ ପ୍ରତ୍ୟାହାର କରି ନେଇଥିବା କୁହାଯାଇଛି । ତେବେ ସରକାରଙ୍କ ଏହି ପଦକ୍ଷେପ କାଠ ଚୋର ଏବଂ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ
Read More...

୨୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ଧୂଳିରୁ ରକ୍ଷା ପାଇବାକୁ ହେଲମେଟ୍ ବ୍ୟବହାର କରୁଛନ୍ତି ଯାତ୍ରୀ

ଦେଓଗାଁ, (ମନିଷ କୁମାର ସାହୁ) : ବରଗଡ଼-ବୋରିଗୁମା ଜାତୀୟ ରାଜପଥରେ ଯମପୁରକୁ ରାସ୍ତା ଦେଖାଉଛି ବଲାଙ୍ଗୀର-ଦେଓଗାଁ ରାସ୍ତା । ମାତ୍ର ୨୦ କିମି ରାସ୍ତାରେ ଅଗଣିତ ଖାଲ । ଜୀବନକୁ ପାଣି ଛଡ଼ାଇ ଲୋକେ ଯାତାୟାତ କରୁଛନ୍ତି । ବଲାଙ୍ଗୀରରୁ ବାହାରିଲେ ଶିଳ୍ପାଞ୍ଚଳରୁ ଆରମ୍ଭ ହୋଇଛି ରାସ୍ତାର
Read More...

ସାପ କାମୁଡ଼ାରେ ଯୁବତୀଙ୍କ ପ୍ରାଣହାନୀ

ଚାନ୍ଦବାଲି : ସାପ କାମୁଡ଼ାରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ସୂଚନାରେ କୁହାଯାଇଛି । ତେବେ ସେ ପରିବାର ସଦସ୍ୟଙ୍କ ମଝିରେ ଶୋଇଥିବା ବେଳେ ଏକ ୫ ଫୁଟିଆ ନାଗ ସାପ ତାଙ୍କୁ କାମୁଡ଼ିଥିଲା । ସୂଚନା ଅନୁସାରେ ଚାନ୍ଦବାଲି ଏନ୍‌ଏସି.ର କୁଆଁରସର ଗାଁ ବାସିନ୍ଦା ପ୍ରଭାକର ପଣ୍ଡାଙ୍କ ଝିଅ
Read More...

ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ,
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁଲା : ୪୧୯୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଡେଇଁ ଯାଇଥିବା ବେଳେ ଓଡ଼ିଶାରେ ୪୧୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୭୬ ଜଣ
Read More...