Yearly Archives

2020

‘ଟିକି କାଇଁଚ’ ତରଫରୁ ପଞ୍ଚମ ଅଧ୍ୟାୟ ଅନ୍‌ଲାଇନ୍‌ କୋଶଲୀ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ପଞ୍ଚମ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ କୋଶଲୀ ଶିଶୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ ଜିଲ୍ଲାରୁ ଚାରି
Read More...

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଗରେ କୋରୋନା ଫୁ

ଟିଟିଲାଗଡ, ( ଗୌରବ ଦରଜୀ) : ଆଜି ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଦେଖିବାକୁ ମିଳୁଛି ଛାତ୍ରଛାତ୍ରୀ ଓ ଅଭଭାବକଙ୍କ ଭିଡ଼। ଦେଖନ୍ତୁ ଏହି ଦୃଶ୍ୟ, ଏହା ହେଉଛି ଟିଟିଲାଗଡ ପୋଲିସ ଷ୍ଟେସନ ନିକଟସ୍ଥ ମହେଶ୍ୱର ହିନ୍ଦୀ ଉଚ୍ଚ ବିଦ୍ୟାଳୟର ।
Read More...

ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

• ଅକ୍ଟୋବର ପହିଲା ପର୍ୟ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ରହିବ ୧୮ଟି କାର୍ୟ୍ୟଦିବସ, ୪୭ ପ୍ରସଙ୍ଗରେ ଆଲୋଚନା• ଅଧ୍ୟାଦେଶ ସ୍ଥାନରେ ଆଗତ ହେବ ୧୧ଟି ବିଲନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର
Read More...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ଆରୋଗ୍ୟଙ୍କ ପାଇଁ ପରବର୍ତ୍ତୀ ସାମଗ୍ରିକ ଯାଞ୍ଚ ଓ ସ୍ୱାସ୍ଥ୍ୟ ଯତ୍ନ ନିୟମାବଳୀ…

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ସମନ୍ୱୟ ଓ ସହଯୋଗ ଜରିଆରେ ଭାରତ ସରକାର ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଏବଂ ଚିକିତ୍ସା ପରିଚାଳନାର ନେତୃତ୍ୱ ନେଉଛନ୍ତି। କୋଭିଡ-୧୯ରୁ ସୁରକ୍ଷା, ଏହାର ନିୟନ୍ତ୍ରଣ ଏବଂ ଚିକିତ୍ସା
Read More...

କଂଗ୍ରେସର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦାନ କରଛନ୍ତି । ଏହି ଉପଲକ୍ଷେ ଏକ ନିରାଡ଼ମ୍ବର ସଭାରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶ୍ରୀମତୀ ସାହୁଂକୁ ସ୍ୱାଗତ
Read More...

ପୋଡ଼ିଗଲା ଘର : ଘଟଣାର ତଦନ୍ତ କଲେ ତହସିଲଦାର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୁନାଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ମତେ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଗତ
Read More...

ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ରାଉତମୁଣ୍ଡା ଗ୍ରାମରେ ଗରିବ ଶ୍ରେଣୀର ବହୁ ପରିବାର ରହିଥାନ୍ତି । ତେବେ ଏହି ଗ୍ରାମର ଅନେକ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନେ ଭତ୍ତା ପାଇ ପାରି ନଥିବା
Read More...

ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳଙ୍କଠାରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ପାଇକମାଲ ଅଞ୍ଚଳବାସୀଙ୍କ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପାଇକମାଲ ବ୍ଲକ ନିକଟରେ
Read More...

ଜିଲ୍ଲା ଯାଦବ ମହାସଭା ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ସମ୍ମାନିତ

ଟିଟିଲାଗଡ, (ଗୌରବ ଦରଜୀ) : ୨୦୧୯-୨୦ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଯାଦବ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ଯାଦବ ମହାସଭା ତରଫରୁ ସମ୍ମାନିତ କରାଯାଇଥିଲା । ପ୍ରଭୁ ଶ୍ରୀକଷ୍ଣଙ୍କ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ସମ୍ବର୍ଦ୍ଧନା ସଭା ଆରମ୍ଭ ହେଇଥିଲା
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ ସହ ୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ
Read More...