Yearly Archives

2020

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଆହତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହୋଇଛି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ ।
Read More...

ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟରେ ରୋଗୀ କଲ୍ଯାଣ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଚିକିତ୍ସାଳୟ ରୋଗୀ କଲ୍ଯାଣ ସମିତିର ଗଭଣ୍ଣିଙ୍ଗ ବଡି ବୈଠକ ଚିକିତ୍ସାଳୟ ପରିସର ମଧ୍ୟରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଉପଖଣ୍ତ ଚିକିତ୍ସାଧିକାରୀ
Read More...

ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କଙ୍ଗନାଙ୍କ ହାତରେ ପଦ୍ମ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରନୌତ ଆଜି ସଂଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହ ସାକ୍ଷାତ କରିଛନ୍ତି । ନିକଟରେ ବିଏମ୍‌ସି ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ତାଙ୍କ କାର୍ଯ୍ୟାଳୟରେ ବୁଲ୍‌ଡେଜର୍‌ ଲାଗିବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
Read More...

ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଟଙ୍କା ଅଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମର ହରିଜନ ପଡାର ମୋତିଲାଲ କନ୍ଧେର ( ୪୨) ଆଜିକୁ ଦୀର୍ଘ ଅନେକ ବର୍ଷରୁ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ପାରୁନାହାନ୍ତି। ଛୋଟ ସମୟରୁ ତାଙ୍କର ଶରୀରରେ ସିକିଲ୍‌ସେଲ୍‌ ରୋଗ ଥିଲା । ସରକାରୀ
Read More...

ଆସନ୍ତା ୨ଠ୨୧ ସୁଦ୍ଧା ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଗୋପାଳପୁର ବନ୍ଦରର ପାଶ୍ୱର୍ବର୍ତ୍ତୀ ଅଂଚଳର ବିକାଶ, ରେଳ ସଂଯୋଗୀକରଣ ସମେତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଅନେକ
Read More...

ସରକାରୀ ଆର୍ଥିକ ସହାୟତା ଦାବୀ : ସାମ୍ବାଦିକ ସଂଘ ବୈଠକରେ ପ୍ରସ୍ତାବ ଆଗତ

କଂଟାବାଂଜି, (ଗୁରୁଦୟାଲ ହଂସ) : ସାଂବାଂଦିକ ସଂଘ କଂଟାବାଂଜିର ଏକ ଜରୁରୀକାଳୀନ ବୈଠକ ଆଜି ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବିଭିନ୍ନ ସମସ୍ୟା ସହିତ ଅଂଚଳର ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏପରିକି କରୋନା ମହାମାରୀ ସଂକ୍ରମଣ ଯୋଗୁଁ
Read More...

ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗ ସଫେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସେଠଙ୍କ ନେତୃତ୍ୱରେ ଡା. ରବିନ୍ଦ୍ର କୁମାର ମାହାର, ସୁରଜ ଭୋଇ, ଅରୁନ ବରିହା, ଗୁପ୍ତେ ସ୍ୱେଚ୍ଛାସେବୀ ଓ
Read More...

ଅର୍ଥାଭାବ ବଇରୀ ସାଜିଛି କିଡ଼୍‌ନୀ ଓ ବାତ ରୋଗୀ ବୃନ୍ଦାବନଙ୍କ ପାଇଁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ଖଗସା ଗାଁର ବୃନ୍ଦାବନ ବେହେରା(୫୮) କିଡ଼୍‌ନୀ ଓ ବାତ ରୋଗରେ ପୀଡ଼ିତ ହୋଇ ବହୁତ କଷ୍ଟ ପାଉଛନ୍ତି । ତାଙ୍କ ପତ୍ନୀ ବିମଳା ବେହେରା ବହୁ ଥର ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ ବି ବୃନ୍ଦାବନ ସୁସ୍ଥ ହୋଇ ପାରିନାହାନ୍ତି । ତେବେ
Read More...

ଆଦର୍ଶ ସ୍କୁଲର ହଷ୍ଟେଲ କୋଠାରେ ନିମ୍ନମାନର କବାଟ ଓ ପ୍ଲାଇଉଡର ଝରକା ତିଆରି ଅଭିଯୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକରେ ନିର୍ମାଣ ଚାଲିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ କୋଠାରେ ଲଗା ଯାଇଥିବା କବାଟ ଓ ଝରକା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସ୍କୁଲ କୋଠାରେ ଆଲୁମିନିୟମ ଝରକା ଓ ନିମ୍ନ ମାନର କବାଟ ଲଗାଯାଇଛି । ହେଲେ ହଷ୍ଟେଲ କୋଠାରେ ଅତି କମ୍
Read More...

କବିତା : ଚାଲ, ଫେରିଯିବା

ସସ୍ମିତା ମହାପାତ୍ରଚାଲ, ଫେରିଯିବା !ସମୟକୁ ସ୍ତବ୍ଧ କରିଦେଇକିଛି ବର୍ଷ ପଛକୁ ଲେଉଟି ଚାହିଁବା,ବୋଝ ବୋଝ ମନେ ହେଉଥିବାଜୀବନକୁ କାନ୍ଧରୁ ଓହ୍ଲେଇ ଦେଇଚାଲ, ଫେରିଯିବା ! ଆମେ ଭୋଗୁଥିବା ଆକାଶଟାଏବେ ଅଦିନିଆ ମେଘରେ ଥମ୍ ଥମ୍ହାତଧରି ଖଣ୍ଡିଉଡା ଦେଉଥିବାପକ୍ଷୀମାନେ ଉଡିଗଲେଣିଅନେକ
Read More...