Yearly Archives

2020

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଇନ୍ଦ୍ରମଣି ତ୍ରିପାଠୀ ବରଗଡ କୋଭିଡ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଲେ

ବରଗଡ଼, (ନିରଂଜନ ତ୍ରିପାଠୀ) : ଜିଲ୍ଲାର ବିଭିନ୍ନ ବ୍ଲକର ସମାଜିକ କର୍ମୀମାନଙ୍କ ପ୍ରବଳ ଚାପ ପ୍ରୟୋଗ ଏବଂ ବରଗଡ଼ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲୁଥିବାରୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା ହେବା ପରେ ଶେଷକୁ ବରଗଡ଼ ଜିଲ୍ଲାରେ କୋଭିଡ୍‌ ପରିଚାଳନା ନିମନ୍ତେ କୋଭିଡ ନୋଡ଼ାଲ
Read More...

ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ

ନୂଆଦିଲ୍ଲୀ : ଭାରତ ଏବଂ ଚୀନ୍‌ ମଧ୍ୟରେ ଲଦ୍ଦାଖରେ କୋର୍‌ କମାଣ୍ଡର୍‌ ସ୍ତରର ଷଷ୍ଠ ବୈଠକ ପରେ କିଛି ସାକାରାତ୍ମକ ସଂକେତ ଆସୁଥିବା କୁହାଯାଉଛି । ଏବେ ସୀମାରେ ସେନା ସଂଖ୍ୟା ବଢ଼ା ନଯିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି । ତେବେ ଗତ ସୋମବାର ଦିନ ଦୀର୍ଘ ୧୪ ଘଂଟା ପର୍ଯ୍ୟନ୍ତ ଚାଲିଥିବା
Read More...

କଂଟାବାଂଜି ସହରରେ ୧୪ଟି ସ୍ଥାନରେ ଜିଲ୍ଲା ବନ ବିଭାଗର ମିଳିତ ଚଢଉ : ଶାଗୁଆନ ପଟା, ଅର୍ଦ୍ଧନିର୍ମିତ ଆସବପତ୍ର, କାଠ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବୁଧବାର ସକାଳୁ କଂଟାବାଂଜି ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ବନ ବିଭାଗ ଦ୍ୱାରା ବେଆଇନ ଚୋରା ଶାଗୁଆନ କାଠ ଫର୍ଣ୍ଣିଚର ୟୁନିଟ ଏବଂ ଚୋରା ବେପାରୀଙ୍କ ଘରେ ଚଢଉ କରାଯାଇଛି । ସହରର ଆଶ୍ରମପଡା, ଧୋବାପଡା, ଶିଙ୍ଗାଲପଡା ତଥା ବିଭିନ୍ନ ସ୍ଥାନରେ ଚଢଉ ବେଳେ
Read More...

ଅପରିଷ୍କାର ଗାଁ, ମୁଖ୍ୟ ଛକରେ ପଡ଼ିଛି ଗଦା ଗଦା ଅଳିଆ : କୁମ୍ଭକର୍ଣ୍ଣ ନିଦ୍ରାରେ ପଞ୍ଚାୟତ ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥକୁ ଲାଗି ରହିଥିବା ଦେଓଗାଁ ପଞ୍ଚାୟତର କଛାରପାଲିର କ୍ଳବ୍ ଛକ ଓ ଗାଁ ମୁଣ୍ଡ କଛାରପାଲି ସ୍କୁଲ୍ ଛକରେ ଗାଁକୁ ଅପରିଷ୍କାରରୁ ହିିଁ ସ୍ୱାଗତ କରାଯାଇଥାଏ । ଘରକୁ କୁଣିଆଁ ଆସିଲେ ଗୋଡ଼ ଧୋଇବାକୁ ପାଣି ଦିଆ ଯାଇଥାଏ । ହେଲେ ଯେକୌଣସି ବ୍ୟକ୍ତି ଏହି
Read More...

ଅସହାୟ ନିରୀହ ବୃଦ୍ଧାଙ୍କୁ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ନିଃସହାୟ, ଅବହେଳିତ, ଭିନ୍ନକ୍ଷମ ବିଧବା ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର ରାଜ୍ୟର ପ୍ରକୃତ ହିତାଧିକାରୀମାନଙ୍କୁ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ
Read More...

ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ପାଇଁ ସ୍ୱାମୀ କରିଥିଲେ ଆବେଦନ, ସ୍ୱାମୀଙ୍କ ମୃତ୍ୟୁ ପରେ ଆବେଦନ କଲେ ପୁଣି ସ୍ତ୍ରୀ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନରେ ଯାଏ ମିଠାପାଲି ଗ୍ରାମପଂଚାୟତ । ଏଠାରେ ଦୁର୍ଲଭ ସରାଫ ନିଜ ପରିବାରଙ୍କୁ ନେଇ ବସବାସ କରି ଆସୁଅଛନ୍ତି । ଦୁର୍ଲଭ ୨୦୧୮-୧୯ରେ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ବ୍ଲକର ସଦାଶିବ ନାଏକଙ୍କୁ ସରକାରୀ
Read More...

କୋଭିଡ-୧୯ ନିୟନ୍ତ୍ରଣ କମିଟି ଗଠିତ : ଆସନ୍ତା ସାତ ଦିନ ପାଇଁ ଦିନ ଗୋଟାଏ ପରେ ଦୋକାନ ବଜାର ବନ୍ଦ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେବାକୁ ବସିଛି । ପ୍ରତିଦିନ କାହାର ନା କାହର ମୃତ୍ୟୁବରଣରେ ଅନେକ ପରିବାର ସର୍ବସ୍ୱାନ୍ତ ହେଲେଣି । ଅନ୍ୟ ପଟେ ସରକାର ଓ ପ୍ରଶାସନ ହାତ ବାନ୍ଧି ମୁକଦ୍ରଷ୍ଟା ସାଜିଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣ ଏକଜୁଟ ହୋଇ
Read More...

ଆଜି ପହଂଚିଛନ୍ତି ସତ୍ୟବ୍ରତ ଦାସ ତରଭା ଅଂଚଳରେ

ତରଭା, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସାରା ରାଜ୍ୟ ପଦଯାତ୍ରାରେ ବାହାରିଛନ୍ତି । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଛନ୍ତି । ଆଜି ପହଂଚିଛନ୍ତି ତରଭା ଅଂଚଳରେ । ତେବେ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କରୋନା ଆରୋଗ୍ୟ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ଅଶୋକ କୁମାର ମିଶ୍ର ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାରରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଶ୍ରୀ
Read More...

ଅଜଣା ରୋଗ : ଚାଷୀଙ୍କୁ ଘାରିଲା ଚିନ୍ତା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ଚାଷୀମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି । କେତେ ବେଳେ ବର୍ଷା ନାହିଁ ତ କେତେବେଳେ ବର୍ଷା ବହୁତ । କିନ୍ତୁ ଚଳିତ ବର୍ଷ ଠିକ୍ ଭାବରେ ବର୍ଷା ହୋଇଥିଲେ ହେଁ ଧାନକୁ ନୂଆ ନୂଆ ରୋଗର ଶିକାର ହେବାକୁ ପଡୁଛି । ତେବେ କେତେ ଟଙ୍କା ଖର୍ଚ୍ଚ କରିବ
Read More...