ଆଜି ପହଂଚିଛନ୍ତି ସତ୍ୟବ୍ରତ ଦାସ ତରଭା ଅଂଚଳରେ

ତରଭା, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ସାରା ରାଜ୍ୟ ପଦଯାତ୍ରାରେ ବାହାରିଛନ୍ତି । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଛନ୍ତି । ଆଜି ପହଂଚିଛନ୍ତି ତରଭା ଅଂଚଳରେ । ତେବେ ତାଙ୍କୁ ସ୍ୱାଗତ କରିଛନ୍ତି ଆଜି ମଧ୍ୟାହ୍ନରେ ଭୋଜରାଜ ତ୍ରିପାଠୀ, ପ୍ରକାଶ ସାହୁ, ଅଜିତ କୁମାର ମିଶ୍ର ପ୍ରମୁଖ ।

Leave A Reply

Your email address will not be published.