Yearly Archives

2020

ସକ୍ରିୟ ମାମଲାଗୁଡିକୁ ହ୍ରାସ କରିବା ପଥରେ ଭାରତ

● ମୋଟ କରୋନା ପଜିଟିଭ୍ ମାମଲାର କେବଳ ୧୩.୭୫% ସକ୍ରିୟ ମାମଲା● ୭୪% ନୂତନ ସୁସ୍ଥ ୧୦ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରୁ● ୨୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ନୂତନ ସୁସ୍ଥଙ୍କ ସଂଖ୍ୟା ନୂତନ ପଜିଟିଭ ମାମଲାଠାରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ଭାରତରେ ମୋଟ ପଜିଟିଭ୍ ମାମଲା ତୁଳନାରେ
Read More...

ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

● ୫୦% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗତକାଲି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ
Read More...

ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତକାଲି ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ୍‌’ ଆସନ୍ତା ୧୦ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ-୧୯ ନଲେଜ୍‌ ହବ’ ଆସନ୍ତା ୧୦ ତାରିଖ ଦିନ ଅନୁଷ୍ଠିତ ହେବ । ଏ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୱିଟର୍‌ ଲାଇଭ୍‌ ଏବଂ ୟୁଟ୍ୟୁବ୍‌ରେ ୧୦ ତାରିଖ ରବିବାର ସଂଧ୍ୟା
Read More...

କବିତା : ଦହନାଙ୍କ

ପ୍ରବାସିନୀ ହୋତା ବିଶ୍ୱାସ କରଏ କଥା ମୋତେ ଜଣା ଯେଯେଉଁ ଜିନିଷକୁ ତୁମେ ପ୍ରକାଶ୍ୟରେ ବଦନାମ୍ କରତାହା ତମ ପାଖେ ନ ଥିବାର ଅନୁଭବତମକୁ ଏକାନ୍ତରେ ଝୁଣି ଖାଏ । ତମ ଅପାରଗତା କୁହ କିକୁହ ତମର ଅସହାୟତାତମକୁ ଏକା ଏକା ଖୁବ୍ ଦଂଶେସେଇ ବିଷ ଝାଡିବାକୁ ତମେତମ ବିଷଦନ୍ତ ବାହାର
Read More...

ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବ : ଜେଇଇ ଆଡଭାନ୍ସ ପରୀକ୍ଷାରେ କଣ୍ଟାବାଞ୍ଜି ର ଦୁଇ ଭାଇ କୃତକାର୍ଯ୍ୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ଗତକାଲି ଜେଇଇ ଆଡଭାନ୍ସର ସର୍ବ ଭାରତୀୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଗୋଟିଏ ପରିବାର ଦୁଇ ଭାଇ ରେକର୍ଡ କରିଛନ୍ତି । ସର୍ବ ଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ର‌୍ୟାଙ୍କ ରଖି ଓଡ଼ିଶାରେ ପ୍ରଥମ ସ୍ଥାନ
Read More...

ବରିଷ୍ଠ ବିଜେପି ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଅଜିତ ପୁରୋହିତ) : ବରିଷ୍ଠ ବିଜେପି. ନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଠାକୁରଙ୍କ ବିୟୋଗରେ ସ୍ଥାନୀୟ ରାଜଖମାର ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସମେତ
Read More...

ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ୧ ଗିରଫ୍‌

ନୂଆଦିଲ୍ଲୀ : ନକଲି ଦସ୍ତାବିଜ ଆଧାରରେ ଋଣ ନେଇ ଏକ ଘରୋଇ ବ୍ୟାଙ୍କକୁ ୯୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ୍‌ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାଜେଶ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ବ୍ୟାଙ୍କରୁ ଋଣ ନେବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର କରିଛି । ପୋଲିସ
Read More...

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ
Read More...

ଚାଷୀର ଭାତହାଣ୍ଡିକୁ ଗିଳି ଦେଉଛି ଚକଡ଼ା : ମିଳୁନି ସରକାରୀ ଔଷଧ, ବାଧ୍ୟ ହୋଇ ବଜାରରୁ ଚଢା ଦରରେ ଔଷଧ କିଣୁଛନ୍ତି ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଧାନ ଫସଳରେ ଏବେ ଚକଡ଼ା ମାଡ଼ିଛି । ଚାଷୀର ଭାତହାଣ୍ଡିକୁ ଚକଡା଼ ଗିଳି ଦେଉଛି । ଆଖି ପିଛୁଲାକେ ଗୋଟିଏ ବିଲରୁ ଅନ୍ୟ ବିଲକୁ ଡେ଼ଉଛି । ପ୍ରତିକାର ପାଇଁ ଚାଷୀଙ୍କୁ ଔଷଧ ବା ପରାର୍ମଶ ମିଳୁନାହିଁ । କରୋନା ଆଳରେ କର୍ମଚାରୀମାନେ
Read More...