Yearly Archives

2020

ଡଭା ସରପଞ୍ଚଙ୍କ ଅନାସ୍ଥା ପ୍ରସ୍ତାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ସରିଯାଇଛି । ସମସ୍ତ ୧୪ ଜଣ ୱାର୍ଡ ସଭ୍ୟ ବିପକ୍ଷରେ ଭୋଟ ଦେଇଥିବା ୱାର୍ଡ ସଭ୍ୟମାନଂକ ଠାରୁ ଜଣାପଡ଼ିଛି । କୋର୍ଟଂକ ନିର୍ଦ୍ଦେଶ କ୍ରମେ ଫଳାଫଳ
Read More...

ବିଧାନସଭା ଅଧିବେଶନ ଶେଷ : ଆଜି ଶେଷ ଦିନରେ ପାରିତ ହେଲା ୫ ବିଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସମା‌ପ୍ତ ହୋଇଛି । ଅଧିବେଶନ ଶେଷ ବୋଲି ବାଚସ୍ପତି ଘୋଷଣା କରିଛନ୍ତି । ଆଜି ଶେଷ ଦିନରେ ୫ଟି ବିଲ୍ ପାରିତ ହୋଇଥିବା ବେଳେ ଏଥର ମୌସୁମୀ ଅଧିବେଶନରେ ମୋଟ ୭ଟି ବିଲ୍ ପାରିତ ହୋଇଥିବା ସୂଚନାରେ
Read More...

ହାଥ୍‌ରସ କାଣ୍ଡ : ପିଏଫ୍‌ଆଇ.ର ୪ କର୍ମକର୍ତ୍ତା ଗିରଫ, ଜାମିୟା ଛାତ୍ରକୁ କହିଲେ ମାଷ୍ଟର ମାଇଣ୍ଡ

ଲଖ୍‌ନଉ : ହାଥ୍‌ରସ କାଣ୍ଡ ପରେ ହିଂସା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ୍‌ କରାଯାଇଛି । ସେମାନଙ୍କୁ ମଥୁରାରୁ ଗିରଫ୍‌ କରାଯାଇଥିବା କୁହାଯାଇଛି । ଚାରି ଜଣ ଯାକ ଦିଲ୍ଲୀରୁ ହାଥ୍‌ରସ୍‌ ଅଭିମୁଖେ ଯାଉଥିଲେ । ତାଙ୍କ ସହ ଏକ ଜାମିୟା ଛାତ୍ର ବି ସାମିଲ୍‌
Read More...

ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌ପି, ଏସ୍‌ଡ଼ିପିଓ ଓ ଆଇଆଇସି.ଙ୍କ ବଦଳି ଦାବୀ କଲେ ବିଧାନସଭାରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ମାସ ୪ ତାରିଖରେ ବଲାଙ୍ଗିର କୋଭିଡ କେଆର ସେଂଟରରେ ମହିଳାଙ୍କୁ କାର୍ଯ୍ୟରତ ଡାକ୍ତରଙ୍କ ଦ୍ୱାରା ଯୌନ ନିର୍ଯାତନା ଘଟଣାକୁ ନେଇ ଆଜି ବିଧାନସଭା ପୁଣି ଗରମ ହୋଇଛି । ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ
Read More...

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଲା ପୋଲିସ

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ର‍୍ୟାଲିକୁ ହରିୟାଣା ଆସିବା ପୂର୍ବରୁ ଅଟକାଇ ଦେଇଛି ପୋଲିସ । ସୂଚନା ଅନୁସାରେ ଆଜି ରାହୁଲ ଗାନ୍ଧୀ ଟ୍ରାକ୍ଟର ର‍୍ୟାଲିରେ ପଞ୍ଜାବରୁ ହରିୟାଣା ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ତିନି ଦିନ ପାଇଁ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଜଲିଆଦର୍ହ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସଂପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲିଆଦର୍ହ ଗାଁର କିଛି ଜଣ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ,
Read More...

ଟେମରୀ ଗ୍ରାମର ମଗରା ନାଳା ଡେମ ରାସ୍ତା ମରାମତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଲୋକମାନେ ଏସଡିଓ କ୍ଷୁଦ୍ର ଜଳସେଚନ ଅଧିକାରୀ ପଦ୍ମପୁରଙ୍କ ଠାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ନିକଟରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୧୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୧୫ ଜଣ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୧, ୮ରୁ ୧, ୧୦ରୁ ୨, ୧୮ରୁ ୩, ୨୦ରୁ ୨ ଏବଂ ୨୧ରୁ ୨
Read More...

ଉଜୁଡି ଯାଇଛି ଓଡିଶାର ଭାତହାଣ୍ଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାରା ଓଡିଶାରେ ଭାତହାଣ୍ଡି ଭାବେ ପରିଚିତ । ମୁଖ୍ୟତଃ ରାଜ ବୋଡାସମ୍ବର ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଖରିଫ ଋତୁରେ ଧାନ ଚାଷକୁ ପ୍ରଧାନ୍ୟ ଦେଇଥାନ୍ତି, କାରଣ ଏ ଅଞ୍ଚଳରେ ଚାଷୀମାନଙ୍କ ପାଇଁ ଚାଷ କାର୍ୟ୍ୟ ସକାଶେ ସ୍ଥାୟୀ ସୁବିଧା ଆଜି
Read More...

ହାଥରସ ଗଣ ଦୁଷ୍କର୍ମ ଘଟଣା : ଯୋଗୀ ସରକାରଙ୍କ ଇସ୍ତାଫା ଦାବୀ କଲା ଲକ୍ଷେ ଘର ଗଣ୍ଡା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ୟୁପି ସରକାରର ଦଳିତ ମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରାଯାଇଛି । ସମାଜର ଶତାଧିକ ଯୁବକ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ ହାଥରସରେ ଗଣ
Read More...