Yearly Archives

2020

କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ବିଧବା ଓ ବିକଳାଙ୍ଗମାନଙ୍କୁ ମିଳୁନି ରାସନ ଚାଉଳ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ୟ୍ୟକାରୀ ହେଉଛି ଓ ଉପଯୁକ୍ତ ଲୋକଙ୍କ ପାଖକୁ ପହଞ୍ଚି ପାରୁଛି କି ନାହିଁ ତାହା ତଦାରଖ କରିବ କିଏ ? ସରକାରଙ୍‌ଙ୍କ ପକ୍ଷରୁ ସମସ୍ତ ଗରିବ ଓ ନିଃସହାୟ, ବିଧବା ଏବଂ ବିକଳାଙ୍ଗ ପରିବାର
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୨୯୯୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୯୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୨୫୮
Read More...

ଦେଶରେ ଗତ ୨୪ ଘଂଟାରେ ୭୨୦୪୯ ଜଣ ନୂଆ ଆକ୍ରାନ୍ତ, ୯୮୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୭୨୦୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ଟପି ଯାଇଛି । କରୋନା ମହାମାରୀର ସଂକ୍ରମଣରେ ବର୍ତ୍ତମାନ
Read More...

ଡ୍ରଗ୍ସ କନେକ୍‌ସନ୍‌ ମାମଲା : ରିୟାଙ୍କୁ ମିଳିଲା ବେଲ୍‌

ମୁମ୍ବାଇ : ଡ୍ରଗ୍ସ କନେକ୍‌ସନ୍‌କୁ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତ୍ତମୂଳକ ଭାବେ ଜମାନତ ଦେଇଛନ୍ତି । କିନ୍ତୁ ରିୟାଙ୍କ ଭାଇ ସୋବିକଙ୍କ ଜମାନତ୍‌ ଯାଚିକା ଖାରିଜ୍‌ ହୋଇଯାଇଛି । ଡ୍ରଗ୍‌ସ ପେଡ୍‌ଲର ବାସିତ ପରିହାରଙ୍କ ବେଲ୍‌ ମଧ୍ୟ କୋର୍ଟ ଦ୍ୱାରା
Read More...

ଆସନ୍ତା ଏପ୍ରିଲ ୨୦୨୧ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ହାଇ ସ୍ପିଡ୍‌ ଇନ୍‌ଟେର୍‌ନେଟ୍‌ ସେବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୨୦୨୧ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ହାଇ ସ୍ପିଡ୍‌ ଇନ୍‌ଟେର୍‌ନେଟ୍‌ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହାଫଳରେ ଯୋଗାଯୋଗ ସେବା ବଳବତ୍ତର ରହିପାରିବ । ରାଜ୍ୟ
Read More...

ବୁଲା ଗାଈଗୋରୁଙ୍କୁ ଥଇଥାନ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : କଂଟାବାଂଜି ଟାଉନ୍‌ ଭିତରେ ରାସ୍ତା ଉପରେ ବୁଲୁଛନ୍ତି ଦଳ ଦଳ ଗାଈଗୋରୁ । ଏହାଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିବା ବେଳେ ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ନିଜ ନିଜ
Read More...

ବିକାଶ ପରିଷଦର ପାଣ୍ଠି ବିଜୁ ଜନତା ଦଳର ଦଳୀୟ ପାଣ୍ଠି ଭାବେ ବ୍ୟବହୃତ ହେଉଛି : ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ଜନମତ ଓ ଜନ ଆନ୍ଦୋଳନକୁ ସ୍ୱୀକାର କରି ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଥିଲେ । ବିଜୁ ଜନତା ଦଳର ସରକାର ରାଜ୍ୟରେ ନେତୃତ୍ୱ ନେବା ପରେ ଗତ
Read More...

ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ସୋପିଆନ ଜିଲ୍ଲାର ସୁଗନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତଲାସୀ ଅଭିଯାନ ଜାରି ରହିଥିବା ବେଳେ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା କୁହାଯାଇଛି । ଖବର ଅନୁସାରେ ସୁଗନ ଅଞ୍ଚଳରେ
Read More...

୪୨ଟି ସିଏନଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍‌ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ : ଗ୍ୟାସ ଭିତିଭୂମିରେ ୪…

• ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି• ଦେଶରେ ସିଜିଡି ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ପୁଞ୍ଜିନିବେଶ କରିବଟୋରେଂଟ୍‌• ବହୁତ କମ୍‌ ସମୟ ମଧ୍ୟରେ ଦେଶରେ ଟେରେଂଟ୍‌ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ• ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି
Read More...

କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ : ଗତ ୪ ବର୍ଷରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ଦେଇଛି ୭.୭୫ କୋଟି –…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ• ଏହି ଆର୍ଥିକ ଅନୁଦାନ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ• ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବ• ଓଡିଶାରେ ଜଙ୍ଗଲ କୃଷିର ଅପାର ସମ୍ଭାବନା
Read More...