Yearly Archives

2020

ଓଡିଶା ବିଶ୍ୱବିଦ୍ୟାଳୟ ଆଇନକୁ ଏଆଇଡିଏସଓ.ର ଦୃଢ ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ବିଶ୍ୱ ବିଦ୍ୟାଳୟ ଆଇନ ୨୦୨୦କୁ ତୁରନ୍ତ ରଦ୍ଦ କରିବା ତଥା ବିଶ୍ୱ ବିଦ୍ୟାଳୟ ଗୁଡିକର ସ୍ୱୟତ୍ୱତାକୁ ଅକ୍ଷୁର୍ଣ୍ଣ ରଖିବା ଦାବୀରେ ଆଜି ଏଆଇଡିଏସଓ. ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read More...

ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ, ଗାଁ ଛାଡ଼ିବାକୁ ଚାହୁଁଛନ୍ତି ପରିବାର ସଦସ୍ୟ : ପୀଡ଼ିତାଙ୍କ ବାପା…

ଲଖ୍‌ନଉ : ହାଥ୍‌ରସ୍‌ ମାମଲାରେ ଗୋଟିଏ ପଟେ ଦଙ୍ଗା କରାଇବା ପାଇଁ ଚକ୍ରାନ୍ତ ଚାଲିଥିବାର ପର୍ଦ୍ଦାଫାଶ ହେଉଥିବା ବେଳେ ଅନ୍ୟପକ୍ଷରେ ହାଥ୍‌ରସ୍‌ କାଣ୍ଡର ପୀଡ଼ିତାଙ୍କ ପରିବାର ଭୟଭୀତ ହୋଇ ଗାଁ ଛାଡ଼ିବାକୁ ଚାହୁଁଥିବା ସୂଚନା ମିଳିଛି । ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ଭୀତତ୍ରସ୍ତ
Read More...

ଦେଶର ଏଇ ଜିଲ୍ଲାଗୁଡ଼ିକରେ ଦାୟର ହୁଏ ସବୁଠୁ ଅଧିକ ଦୁଷ୍କର୍ମ ମାମଲା : ଟପ୍‌ ଟେନ୍‌ରେ ରାଜସ୍ଥାନର ୮ ଜିଲ୍ଲା

ନୂଆଦିଲ୍ଲୀ : ହାଥ୍‌ରସ୍‌ ଅମାନୁଷିକ ଗଣ ଦୁଷ୍କର୍ମ ଘଟଣା ପରେ ଦେଶରେ ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ହିଂସା ପୁଣି ଜାତୀୟ ବିଚାର ବିମର୍ଷର ଶୀର୍ଷରେ ରହିଛି । ଆକଳନ ଅନୁସାରେ ଦେଶର ପାଖାପାଖି ସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ଦାୟର୍‌ ହେଉଛି । କିନ୍ତୁ ସବୁଠାରୁ ଅଧିକ ଘଟଣା ଘଟୁଛି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୯୪ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୨୩ ଜଣ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୱାର୍ଡ ନଂ.୧ରୁ ୨, ୨ରୁ ୧୧, ୫ରୁ ୩, ୯ରୁ ୨, ୧୫ରୁ
Read More...

ପେଟ୍ରୋଲ ପମ୍ପରେ ଭୟ‌ଙ୍କର ବିସ୍ଫୋରଣ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ଫଳରେ ରାଜଭବନ ନିକଟରୁ ୨ କିଲୋମିଟର ଅଞ୍ଚଳକୁ ସିଲ୍ କରିଛି ପୋଲିସ ପ୍ରଶାସନ । ତେବେ ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ, ପାୱାର ହାଉସ ଛକରୁ ରାଜଭବନ ଛକ ପର୍ୟ୍ୟନ୍ତ
Read More...

ଲାଞ୍ଜିଗଡ-ମୁନିଗୁଡା ରାସ୍ତା ମରଣଯନ୍ତା : ଲୋକେ ହନ୍ତସନ

କଳାହାଣ୍ଡି, (କେପିଏନ୍‌ଏସ୍‌): ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ ହୋଇପଡିଛି । ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ ଖାଲ ଖମା
Read More...

ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ପାଇଁ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ତୁର୍କା ଗ୍ରାମବାସୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ୭ ଅକ୍ଟୋବର ୨୦୨୦ ବଣ ପାହାଡ଼ ଭିତରେ ରାସ୍ତା ନଥିବା ଯୋଗୁଁ କିପରି ବନ୍ଦୀ ଜୀବନ ଜାପାନ କରୁଛନ୍ତି, ଏନେଇ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ତୁର୍କା
Read More...

ଟିଟିଲାଗଡ଼ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ପୌରପରିଷଦର ନିଦ ଭଙ୍ଗୁନାହିଁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ବଲାଙ୍ଗିର ଜିଲ୍ଲାର ଏକ ବଡ଼ ସହର ତଥା ଏକ ବଡ଼ ସବ୍‌ ଡିଭିଜନ୍‌ । ଟିଟିଲାଗଡ ରେଳ ଜଂକ୍ସନ୍ ବି ବେଶ୍ ଜଣାଶୁଣା । ଏଠାକାର ଜନସଂଖ୍ୟା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ । କିନ୍ତୁ ପରିମଳ ବ୍ୟବସ୍ଥା ଠପ୍ । ସହରର ବିଭିନ୍ନ ରାସ୍ତା ଉପରେ
Read More...

କାନ୍ଥ ଭୁଷୁଡି ମୃତ୍ୟୁବରଣ କରିଥିବା ଦୀପାଳିଙ୍କ ପରିବାର ପ୍ରତି ପ୍ରଶାସନର ଅବହେଳା : ପ୍ରତିଶ୍ରୁତିକୁ ପୂରିଲା ଦୁଇ…

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଦୁଇ ମାସ ତଲେ ଘଟିଥିଲା ଏକ ଦୁଖଃଦ ଘଟଣା । ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଗାଁର ଶୋଭାବନ ବାରଲେଣ୍ଡିଆଙ୍କ ଘରକାନ୍ଥ ଭୁଷୁଡି ପଡିବାରୁ ପରିବାରର ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ
Read More...

ଠକ କମ୍ପାନୀ ବ୍ୟବସାୟିକ ଲୋଭ ଦେଖାଇ ମହିଳାମାନଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରାର୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ରାଜ୍ୟରେ ପ୍ରତିଦିନ କୋଉଠୁ ନା କୋଉଠୁ ଠକ କମ୍ପାନୀମାନେ ବିଭିନ୍ନ ଢଙ୍ଗରେ ଲୁଟ୍ କରିବା କିଛି ନୁଆ କଥା ନୁହେଁ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ନଜରକୁ ଆସିଛି ଏଭଳି ଏକ ଘଟଣା । ଏଠି ଏକ ଠକ କମ୍ପାନୀ ବିଭିନ୍ନ ବ୍ୟବସାୟିକ ଲୋଭ ଦେଖାଇ
Read More...