ଫିଲାଡେଲ୍ଫିଆରେ ପୋଲିସ ଗୁଳିରେ କଳା ନାଗରିକଙ୍କ ହତ୍ୟା : ହିଂସା ଏବଂ ଅଗ୍ନିକାଣ୍ଡ ପରେ ସହରରେ କର୍ଫ୍ୟୁ ଲାଗୁ
ଫିଲାଡେଲ୍ଫିଆ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ କଳା ନାଗରିକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଜାର ହଜାର ଲୋକ ଫିଲାଡେଲ୍ଫିଆ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଏବଂ ହିଂସା ଘଟଣା ସାମ୍ନାକୁ ଆସିଛି ।!-->…
Read More...
Read More...