Yearly Archives

2020

ପାକିସ୍ତାନ ମନ୍ତ୍ରୀଙ୍କ ବିବୃତ୍ତି ଉପରେ ବିଜେପି ଟାର୍ଗେଟ କଲା କଂଗ୍ରେସକୁ : ପାକ୍ ସ୍ୱୀକାର କରିଛି, ଏବେ କଂଗ୍ରେସ…

ନୂଆଦିଲ୍ଲୀ : ଗତ ବର୍ଷ ପୁଲୱାମା ଆକ୍ରମଣ ସଂପର୍କରେ ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ତାଙ୍କ ଦେଶର ଭୂମିକା ସ୍ୱୀକାର କରିବାର ଗୋଟିଏ ଦିନ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଦିନ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି । ଏହା ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Read More...

ଏଥର ଫିକା ଫିକା ଇଦ୍ ମିଲାଦ୍ ଉନ୍ ନବି

ବଲାଙ୍ଗିର , (ଦେବାଶିଷ ମିଶ୍ର) : ଆଜି ଇଦ୍ ମିଲାଦ୍ ଉନ୍ ନବି ପାଳନ କରାଯାଉଛି । ଆଜିର ଦିନରେ ପ୍ରୋଫେଟ୍ ମହମ୍ମଦ୍ ଜନ୍ମ ନେଇଥିଲେ ବୋଲି ବିଶ୍ୱାସ କରାଯାଏ । ତାଙ୍କର ଜନ୍ମ ଦିନକୁ ଇଦ୍ ମିଲାଦ୍ ଉନ ନବି ଭାବେ ପାଳନ କରାଯାଏ । ଉଭୟ ସିଆ ଓ ସୁନ୍ନି ସଂପ୍ରଦାୟ ଏହି ଦିନକୁ ବେଶ ଭକ୍ତିର ସାହ
Read More...

ସମ୍ବଲପୁର ରୋଡ ଡକାୟତି ଘଟଣା : ଦୁଇ ଲୁଟେରା ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୋଲିସ ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଇନ୍ଦ୍ରଜିତ ଘିବେଲା(୧୯) ଓ କୁନା ବିଶି (୨୧) ହୋଇଥିବା ବେଳେ ଉଭୟ ଅଭିଯୁକ୍ତ ସ୍‌ସ୍ଥାନୀୟ ମାଧିଆପାଲି ବାସିନ୍ଦା ବୋଲି ଜଣାପଡିଛି । ତେବେ ଏହି ମାମଲାରେ
Read More...

ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପାଟଣାଗଡ ମୁଖ୍ୟ ରାସ୍ତା ମରାମତି

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଏକ ପ୍ରମୁଖ ସହର । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଯାନବାହାନ ଚଳାଚଳ ହେଉଛି । ଲକ୍ଷଲକ୍ଷ ଲୋକଙ୍କ ଲାଇଫ୍‌ଲାଇନ୍‌ ସାଜିଛି । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା କାହାରି ନିଘା ନାହିଁ । ସତେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନରେ ଆକାଶ ଟପ୍ପର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନରେ ଟପ୍ପର୍‌ ହୋଇଛନ୍ତି ଆକାଶ ବିଶ୍ୱାଳ । ଆକାଶ ୯.୧୧ ସିଜିପିଏ ରଖି ଏହି ସଫଳତା ହାସଲ କରିଥିବା ବେଳେ ତାଙ୍କ ପରିବାର ବର୍ଗ ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳିଯାଇଛି । ଆକାଶ ହେଉଛନ୍ତି
Read More...

ପୁଣି ୧୧ ଜଣଙ୍କ ରାଜ୍ୟରେ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର ଦିନ କରୋନାରେ ପୁଣି ୧୧ ଜଣଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟରେ ଏବେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮କୁ ପହଂଚିଛି । ଆଜି ଖୋର୍ଦ୍ଧାରୁ ୩ ଜଣ, କଟକରୁ ୨ ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ
Read More...

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ଦୁବାଇ : କ୍ରିକେଟ ପୁଣି ଥରେ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି । ଏଥିପାଇଁ ଜୋର୍‌ ପ୍ରୟାସ କରୁଛି ଆଇସିସି । ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ବିଶ୍ୱ କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ସଦସ୍ୟ ବୋର୍ଡକୁ ଆହ୍ୱାନ କରିଥିବା
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୫୪୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୫୪୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୯୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୫୬
Read More...

ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ

ଭୁବନେଶ୍ୱର : ଚଳିତ ବର୍ଷ ପ୍ରସିଦ୍ଧ ବାଲିଯାତ୍ରା କରୋନା କଟକଣା ଯୋଗୁଁ ବ‌ନ୍ଦ ହେବ । ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । କଟକରେ ପ୍ରତିବର୍ଷ
Read More...

ଟ୍ରମ୍ପଙ୍କ ଚାପକୁ ମାନିଲା ନାହିିଁ ଭାରତ, ଆମେରିକୀୟ ଘାତକ ଡ୍ରୋନ କ୍ରୟକୁ ମଂଜୁରି ଦେଲାନାହିିଁ

ୱାଶିଂଟନ୍ଆ : ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଭାରତ ଠାର ଲାଭ ଉଠାଇବାକୁ ଚେଷ୍ଟା କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଏକ ବଡ଼ ଝଟକା ଦେଇଛି । ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ଚାପ ସତ୍ତେ୍ୱ ଆମେରିକା ସଶସ୍ତ୍ର ଡ୍ରୋନ୍ ଏମ୍‌କ୍ୟୁ-୯ ରିପର୍ କିଣିବାକୁ
Read More...