Yearly Archives

2020

ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ସାନିଟାରୀ ପେଡ ବଣ୍ଟନ

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ଓ ସଚେତନତା ଆଜି ବୋଲି ନୁହେଁ, ସବୁ ସମୟରେ ଜୀବନ ଜୀଇଁବାର ମୂଳମନ୍ତ୍ର । ଏହାକୁ ପାଥେୟ କରି ମାହେଶ୍ୱରୀ ମହିଳା ଶାଖାର ସଦସ୍ୟାମାନେ କୁଡ଼ାସିଂହା ଗ୍ରାମରେ ସ୍କୁଲ ପଢ଼ା ଝିଅମାନଙ୍କୁ ସାନିଟାରୀ ପେଡ ବଣ୍ଟନ କରି ତାର ବ୍ୟବହାର କରି କିପରି ସ୍ଵଛତା
Read More...

କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା
Read More...

ବଲାଙ୍ଗିରରେ ଜୟ କିଶାନ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଗତକାଲି ଦେଶର ବିିଭିନ୍ନ ୪୨୦ଟି ସ୍ଥାନରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ ପ୍ରଦର୍ଶନ କରିବା ପୂର୍ବକ ରାସ୍ତାରୋକ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର-କଂଟାବାଂଜି ରାସ୍ତା ବେଲପଡ଼ା କଲେଜ
Read More...

ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵରରେ ପୁଣି ବାଜିଲା ଘଣ୍ଟ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘ ତରଫରୁ ଭୁବନେଶ୍ଵର ରାମମନ୍ଦିର ଠାରେ ଆୟୋଜିତ ହୋଇଯାଇଛି ପ୍ରତିବାଦ ସଭା । ୫ ଦଫା ଦାବୀ ନେଇ ଆୟୋଜନ ଏହି ସଭାରେ ରାମ ମନ୍ଦିର ସେବାୟତ, ଯାଜପୁର ବିରଜା ମନ୍ଦିର ସେବାୟତ, ସାକ୍ଷୀଗୋପାଳ ମନ୍ଦିର ସେବାୟତ, ଦାଣ୍ଡ
Read More...

ମୋ’ ସ୍କୁଲ୍ ଅଭିଯାନ : ବି.ଏମ୍‌. ହାଇସ୍କୁଲ୍‌କୁ ପୁରାତନ ଛାତ୍ର ଦେଲେ ୫୦ ହଜାର

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସୁମନ୍ତ କୁମାର ଚୋପଦାର ମୋ’ ସ୍କୁଲ୍ ଅଭିଯାନରେ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଚୋପଦାର ୧୯୭୧ରୁ ୧୯୭୩ ଯାଏଁ ବ୍ରଜମୋହନ ହାଇସ୍କୁଲ୍‌ରେ ସପ୍ତମରୁ ନବମ ଶ୍ରେଣୀ ଯାଏଁ ଅଧ୍ୟୟନ
Read More...

ଗାନ୍ଧୀ ପାଠାଗାରରେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ଠାରେ ଥିବା ଗାନ୍ଧୀ ପାଠାଗାରରେ ଆଜି ସକାଳେ କରୋନା ପରୀକ୍ଷା ଓ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ପୌର ପରିଷଦ ତରଫରୁ କରୋନା ପରୀକ୍ଷା କରାଯାଇଥିବା ବେଳେ ଗାନ୍ଧୀ ପାଠାଗାର ପକ୍ଷରୁ କରୋନା ସମ୍ପର୍କରେ
Read More...

ହାତୀ ଗଲି ଯଉଛେ, ଧରା ପଡୁଛେ ଚାଁଟି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ପ୍ରଶାସନ ତରଫରୁ ଉପଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଦଶ ଦିନ ତଳେ ଅର୍ଥାତ୍ ୨୬ ଅକ୍ଟୋବରରେ ଏକ ନିୟମ ଜାରି କରିଥିଲେ ଯେ, ଟିଟିଲାଗଡ ସହର ମଧ୍ୟ ଦେଇ କୌଣସି ଭାରିଯାନ ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ
Read More...

ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା : ଖୁବ୍ ଦୁଃଖଭରା ଜୀବନ

ଟିଟିଲାଗଡ, (ଗୌରବ ଦର୍ଜୀ) : ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ । ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ରିଚେକ ଛୁରା । ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ରୁଣ୍ଡିମହୁଲ ଗାଁର ରିଚେକ ଛୁରା
Read More...

ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭୯ : ସଇଁନ୍ତଲା ବ୍ଲକ୍‌ରେ ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ରୋତ୍‌ ଓ ଡୁଡୁକା ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ୍‌ କୁଡ଼ାସିଂଗା ଗ୍ରା.ପ.ରୁ ୧, ବରକାନି
Read More...

ବକେୟା ଶସ୍ୟବୀମା ପ୍ରଦାନ ଓ ବିଜୟାନନ୍ଦ ଚିନିକଳ ଖୋଲିବା ଦାବୀ ନେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ବିକ୍ଷୋଭ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକର ଚାଷୀମାନେ ୨୦୧୮/୧୯ ଆର୍ଥିକ ବର୍ଷର ଶସ୍ୟବୀମା ଟଙ୍କା ପାଇନାହାନ୍ତି । ଏଭଳିକି ଅନେକ ଚାଷୀ ୨୦୧୭/୧୮ ଆର୍ଥିକ ବର୍ଷର ଶସ୍ୟବୀମାର କ୍ଷତିପୂରଣ ମଧ୍ୟ ପାଇନାହାନ୍ତି । ଗତ ୨ବର୍ଷ ଧରି ହେଉଥିବା ଲାଗ୍‌ ଲାଗ୍‌ ମରୁଡ଼ି ଓ ଏ ବର୍ଷ କରୋନାଜନିତ
Read More...